ନିୟମିତ ଶାରୀରିକ ସମ୍ୱନ୍ଧ ସୁସ୍ଥ ରଖିଥାଏ ଏହି ୫ଟି ଭୟଙ୍କର ରୋଗରୁ, ଔଷଧ ଖାଇବା ଆବଶ୍ୟକ ହିଁ ନାହିଁ

କଣ ଆପଣ ଜାଣନ୍ତି ଶାରିରୀକ ସମ୍ପର୍କ ବା ସେକ୍ସ କରିବା ଦ୍ବାରା ଆପଣ ଅନେକ ରୋଗରୁ ବଞ୍ଚିତ ହୋଇ ପାରିବେ । ଶାରିରୀକ ସମ୍ପର୍କ ସ୍ଥାପନ କରିବା ଯେ କେବଳ କାମନାର ମନୋଭାବ ତାହା ନୁହେଁ । ଏହା ପଛରେ ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଯଦି ଶାରିରୀକ ସମ୍ପର୍କ ସ୍ଥାପନ କରୁଛନ୍ତି ତେବେ ଆପଣ ନିଜକୁ କେତେକ ରୋଗରୁ ରକ୍ଷା କରି ପାରିବେ ।

1 – ବର୍ତ୍ତମାନ ସମୟରେ ଅନିଦ୍ରତା ଏକ ମୁଖ୍ୟ ସମସ୍ୟା ଅଟେ । ତେବେ ଶାରିରୀକ ସମ୍ପର୍କ ସ୍ଥାପନ ଦ୍ୱାରା ଆପଣ ଏହି ଅନିଦ୍ରାପଣରୁ ମୁକ୍ତି ପାଇ ପାରିବେ ।

ଆହୁରି ପଢନ୍ତୁ :- ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ

2 – ଶାରିରୀକ ସମ୍ପର୍କ ଦ୍ୱାରା ମାଇଗ୍ରେନ୍ ରୁ ଆପଣ ରକ୍ଷା ପାଇ ପାରିବେ ।

3 – ଆପଣ ସେକ୍ସ କରିବା ଦ୍ୱାରା ଆପଣ ଅନେକ ମାନସିକ ଚାପରୁ ମଧ୍ୟ ନିଜକୁ ରକ୍ଷା କରି ପାରିବେ ।

4 – ଆଥରାଇଡ୍ସ ଯନ୍ତ୍ରଣାକୁ କମାଇବାରେ ମଧ୍ୟ ସେକ୍ସ ସହାୟକ ହୋଇଥାଏ ।

5 – ଏପରିକି ଏକ ଗବେଷଣାରୁ ଜଣା ପଡିଛି କି ସେକ୍ସ କରିବା ଦ୍ୱାରା ହୃଦଘାତ ସମସ୍ୟା ମଧ୍ୟ କମ୍ ହୋଇଥାଏ ।