ଡାକ୍ତର ଦେବବ୍ରତ ସାବତ କହିଛନ୍ତି ଯେ ମନୁଷ୍ୟ ଙ୍କୁ ଯେପରି ଖାଦ୍ୟ ଦରକାର ହୋଇଥାଏ ସେହିଭଳି ଶାରୀରିକ ସମ୍ୱନ୍ଧ ମଧ୍ୟ ରହିଥାଏ ।ବୟସ ବଢିବା ସହିତ ଯେଉଁ ହରମୋନ ରହିଛି ତାହା ବୃଦ୍ଧି ହୋଇଥାଏ ଏବଂ ପରିବର୍ତ୍ତନ ହୋଇଥାଏ । ଆଜିକାଲିର ପିଲାମାନେ କମ୍ପ୍ୟୁଟର ଦ୍ଵାରା ହେଉ, ଲାପଟପ୍ ମାଧ୍ୟମରେ, ୟୁ ଟୁବ୍ ମାଧ୍ୟମରେ ସବୁକିଛି ଜାଣି ଦେଉଛନ୍ତି । କିନ୍ତୁ ୪୦ ବର୍ଷ ବୟସରେ ଆଗ୍ରହ କମି ଯାଇଥାଏ ।
ଅନେକ ଝିଅ ମାନେ ଅଛନ୍ତି ଯେଉଁମାନେ ନିଜର କ୍ୟାରିଅର ଉପରେ ଧ୍ୟାନ ଦେଉଛନ୍ତି । ସେଥିପାଇଁ ବହୁତ ବୟସରେ ବିବାହ କରୁଛନ୍ତି । ହରମୋନ ଲେବଲ୍ ସେତେବେଳେ କମି ଯାଇଥାଏ । ତେଣୁ ଶାରୀରିକ ସମ୍ୱନ୍ଧ କରିବାକୁ ଆଉ ଆଗ୍ରହ ହୋଇ ନଥାଏ । ଆଜିକାଲି କାମ କରିବା ବହୁତ କଷ୍ଟ ହୋଇଗଲାଣି । ତେଣୁ କାମ କରିବା ବେଳେ ସେ ତାଙ୍କ ଶରୀରର କେୟାର ନେଉ ନାହାନ୍ତି । କାମରେ ରହିଲେ ଆଉ କୌଣସି ବିଷୟରେ ଭାବୁ ନାହାନ୍ତି । ମାନସିକ ଚିନ୍ତାରେ ମଧ୍ୟ ରହୁଛନ୍ତି ।
ୟଙ୍ଗ ମେଲ ମାନେ ଶାରୀରିକ ସମ୍ୱନ୍ଧ କରିବାକୁ ଆଗ୍ରହ କମି ଯାଉଛି ବୋଲି ଡାକ୍ତର ଙ୍କୁ କହିଥାନ୍ତି । ଯେତେବେଳେ ୪୫ ବର୍ଷ ହୋଇଯାଇଥାଏ ସେତେବେଳେ ହରମୋନ ଲେବଲ ଶରୀରରେ ଯେତିକି ରହିବା କଥା ସେହି ହରମୋନ ଲେବଲ ଟା ସେତିକି ମେଣ୍ଟେନ୍ ହେଉନାହିଁ ତାହା କମି ଯାଉଛି । ମେଦ ବହୁଲତା ଡାଇବେଟିସ ରହୁଛି । ହାର୍ଟ ର ମଧ୍ୟ ସମସ୍ୟା ଦେଖା ଦେଉଛି । ବହୁତ କମ ବୟସ ରୁ ମଧ୍ୟ ହେଉଛି ।
ଦେଖନ୍ତୁ ଭିଡିଓ :-
ଯେଉଁ ହରମୋନ ଲେବଲ ୫୬ ବୟସରେ କମିବା କଥା ତାହା ୪୫ ବର୍ଷ ରୁ କମୀ ଯାଉଛି । ଏଥିପାଇଁ ଟ୍ରିଟମେଣ୍ଟ ମଧ୍ୟ କରାଯାଉଛି । ଠିକ୍ ରେ ରେଷ୍ଟ ନେବେ । ବ୍ୟାୟାମ କରିବା ନିହାତି ଆବଶ୍ୟକ । ଘର ଖାଦ୍ୟ ଖାଇବା । ଯେଉଁମାନେ ମେଡିସିନ ଖାଉଛନ୍ତି ସେମାନେ ଡାକ୍ତର ଙ୍କ ପରାମର୍ଶ ନେଇ ଖାଇବା ଉଚିତ । ଦର୍ଶକ ମାନେ ଏହି ଭିଡିଓ ଦେଖିବା ପରେ ନିଜର ମନ୍ତବ୍ୟ ଦେଇଛନ୍ତି । ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି ।