କାହିଁକି ଅଧା ବୟସରେ ଦୁର୍ଘଟଣା କିମ୍ବା ରୋଗ ହେଇ ମଣିଷର ମୃତ୍ୟୁ ହୁଏ! ଜାଣନ୍ତୁ ଅକାଳ ମୃତ୍ୟୁର ରହସ୍ୟ

ମିଛ ଦୁନିଆରେ ଗୋଟିଏ ସତ ହେଉଛି ମୃତ୍ୟୁ। ମୃତ୍ୟୁ କେତେବେଳେ ଆସେ କେମିତି ଆସେ କେହି ବି ଜାଣିପାରନ୍ତି ନାହିଁ କିମ୍ବା ଏହାକୁ ଅଟକାଇ ଦେଇ ପାରନ୍ତି ନାହିଁ। ଶାସ୍ତ୍ର ରେ ବର୍ଣିତ ଅଛି ଶରୀର ରୂପକ ଘଟ ଯେତେବେଳେ ପାକଳ ବା ବୃଦ୍ଧ/ବୃଦ୍ଧା ରେ ପରିଣତ ହେଇଯାଏ ଜୀବନ ରୂପକ ନିଶ୍ୱାସ ଘଟ ଛାଡି ଅନ୍ୟ ଏକ ନୂତନ ଶରୀର ରେ ପ୍ରବେଶ କରିଥାଏ। ଏହା ତ ସ୍ୱାଭାବିକ ପ୍ରକ୍ରିୟା କିନ୍ତୁ ଅନେକ କ୍ଷେତ୍ର ରେ … Read more