ଆସୁଛି ନାଗପଞ୍ଚମୀ! ଏଥର ୪ ଏହି ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ, ମିଳିବ ଭୋଳାନାଥଙ୍କ ଅର୍ଶୀବାଦ

ହିନ୍ଦୁ ଶାସ୍ତ୍ର ଅନୁଯାଇ ପ୍ରତିବର୍ଷ ଶ୍ରାବଣ ମାସର ଶୁକ୍ଳ ପଞ୍ଚାମି ତିଥିରେ ପାଳନ କରାଯାଇଥାଏ ନାଗ ପଞ୍ଚମୀ। ମହାଦେବ ନାଗଙ୍କୁ ବେକରେ ଅଳଙ୍କାର ଭାବରେ ପରିଧାନ କରୁଥିବା ବେଳେ ଏହି ଦିନ ତାଙ୍କୁ ପୂଜା କରିବାର ନିୟମ ରହିଛି। ଏହା ବ୍ୟତୀତ ନାଗପଞ୍ଚମୀରେ ନାଗ ଦେବତାଙ୍କୁ ପୂଜା କରିବା ଦ୍ୱାରା କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ ବୋଲି ମାନ୍ୟତା ରହିଛି। ଚଳିତବର୍ଷ ଅଗଷ୍ଟ ୨୧ ତାରିଖରେ ନାଗପଞ୍ଚମୀ ପଡୁଥିବା ବେଳେ ଚାରୋଟି ରାଶି ଏହାଦ୍ୱାରା ଲାଭାନ୍ବିତ ହେବେ … Read more

ଦୀପାବଳୀ ଅମାବାସ୍ୟାରେ ଲାଗିବାକୁ ଯାଉଛି ସୂର୍ଯ୍ୟ ପରାଗ! ଏହି ୪ ରାଶିର ଲୋକମାନେ ରୁହନ୍ତୁ ସାବଧାନ

ଚଳିତମାସ ୨୪ ତାରିଖରେ ଦୀପାବଳି ପର୍ବ ପାଳନ କରାଯିବ। କିନ୍ତୁ, ଚଳିତବର୍ଷ ଏକ ଅଜବ ସମନ୍ୱୟ ଦେଖିବାକୁ ମିଳିବ ଯେଉଁଥିରେ ଏହି ଦିନ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ। ଏହି ସୂର୍ଯ୍ୟ ପରାଗ ଦୀର୍ଘ ୪ ଘଣ୍ଟା ୩ ମିନିଟ ପର୍ଯ୍ୟନ୍ତ ରହିବାକୁ ଯାଉଥିବା ବେଳେ ଏହି ଭାରତରେ ଦୃଶ୍ୟମାନ ହେବ। ଏହି ସମୟ ମଧ୍ୟରେ ସୂର୍ଯ୍ୟ ତୁଳାରେ ରହିବାକୁ ଯାଉଥିବା ବେଳେ ଅନ୍ୟ ୪ ରାଶିଙ୍କ ପାଇଁ ଏହା ସତର୍କତା ଅବଲମ୍ବନ କରିବାର ସମୟ ରହିବ। … Read more