ସେକ୍ସ ପରେ ସରିଯାଉଛି ସବୁକିଛି, ବିବାହକୁ ‘ୟୁଜ୍ ଆଣ୍ଡ ଥ୍ରୋ’ କରି ସାରିଲେଣି ଯୁବପିଢି, ହାଇକୋର୍ଟ କହିଲେ ଶାରୀରିକ ସମ୍ପର୍କ ପରେ…

ବର୍ତ୍ତମାନ ସମୟରେ ବିବାହ କରିବା ପରେ ଦମ୍ପତ୍ତିଙ୍କ ମଧ୍ୟରେ ‘Use and throw’ ମାନସିକତା ବଢ଼ିବାରେ ଲାଗିଛି। ନିଜ କାମ ସରିଗଲା ପରେ ଲୋକେ ବିବାହ ବନ୍ଧନରେ ବାନ୍ଧିହୋଇ ରହିବାକୁ ପସନ୍ଦ କରୁନାହାଁନ୍ତି। ଯାହାଫଳରେ ଯୁବପିଢ଼ି ବିବାହ କରିବା ବଦଳରେ ‘ଲିଭ୍ ଇଂ ରିଲେସନ୍’ ରେ ରହିବାକୁ ପସନ୍ଦ କରୁଛନ୍ତି। ଏପରି କଥା ଆମ୍ଭେ କହୁନାହୁଁ ବରଂ ଏକ ମାମଲାର ଶୁଣାଣି କରିବାକୁ ଯାଇ କେରଳ ହାଇକୋର୍ଟ ଏଭଳି କହିଛନ୍ତି। ଆଜ୍ଞା ହଁ, ବିଗତ କିଛି ଦିନ … Read more