ଏହି ୭ଟି ଜିନିଷ ଖାଇବା ଦ୍ଵାରା କିଡନିରେ ହୋଇଥାଏ ଷ୍ଟୋନ, ଆଜିଠୁ ହିଁ ଖାଇବା ଛାଡନ୍ତୁ

ଆଜିକାଲି ଗୋଟେ ପରେ ଗୋଟେ ରୋଗ ମଣିଷ ଜୀବନକୁ ଆକ୍ରମଣ କରୁଛି। ଲାଇଫ ଷ୍ଟାଇଲ ଓ ଖାଦ୍ୟ ଖାଇବା ଶୈଳୀ ପାଇଁ ମାରାତ୍ମକ ରୋଗ ମଣିଷଷକୁ ମୃତ୍ୟୁ ମୁଖକୁ ଟାଣି ନେଉଛି। କାର୍ଯ୍ୟବ୍ୟସ୍ତତା ପାଇଁ ଖାଇବାରେ ଠିକଣା ରହୁ ନ ଥିବାରୁ ଲୋକମାନେ ବିଭିନ୍ନ ରୋଗରେ ପଡ଼ିଥାନ୍ତି। ଖାଦ୍ୟ ଠିକ୍‌ ସମୟରେ ନ ଖାଉଥିବାରୁ ଲୋକମାନଙ୍କ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖା ଯାଉଥିବା ବେଳେ କିଡ଼୍‍ନିରେ ଷ୍ଟୋନର ସମସ୍ୟା ମଧ୍ୟ ଦେଖା ଯାଇଥାଏ। ଏହାର କାରଣ ଅନ୍ୟ … Read more