ରିସର୍ଚ୍ଚରୁ ବଡ଼ ଖୁଲାସା, ରିଲେସନସିପ୍ ରେ କିସିଂ କରିବା ହାବିଟ୍ ଏଭଳି ଭାବେ ଯୌନ ଜୀବନକୁ ପ୍ରଭାବିତ କରିଥାଏ, ଜାଣନ୍ତୁ ପୂରା ଖବର

କିସିଂ ଅଥବା ଚୁମ୍ବନ ଏହା ମଣିଷ ଜୀବନର ଏକ ରହସ୍ୟ ଠାରୁ କମ ନୁହେଁ। ଏହା ମଣିଷ ଭାବନାର ଏକ ପ୍ରକାର ପରିପ୍ରକାଶ ଅଟେ ବୋଲି କୁହାଯାଏ। ଏମିତି ଦେଖିବାକୁ ଗଲେ ବିଭିନ୍ନ କ୍ଷେତ୍ରରେ କିସିଂ କରାଯାଏ। କିନ୍ତୁ, ଖାସ୍ କରି ଶାରୀରିକ ସମ୍ପର୍କ ସ୍ଥାପନ କରିବା ସମୟରେ ଚୁମ୍ବନ କରିବାର ଏକ ସ୍ୱତନ୍ତ୍ର ଅର୍ଥ ରହିଛି। ସେକ୍ସ କରିବା ପୂର୍ବରୁ କିସିଂ କରିଲେ ଏହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ଉତ୍ତେଜିତ ହେବାରେ ସହାୟକ ହୋଇଥାଏ … Read more