ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ବାହାଘର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ

ଜୀବନରେ କେତେ ଲୋକ ପ୍ରେମ କରି ବିବାହ କରନ୍ତି ତ ଆଉ କେତେକ ପରିବାର ସମ୍ମତିରେ ବିବାହ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଜନ୍ମ ତାରିଖରୁ ମଧ୍ୟ ଏହା କୁହାଯାଇପାରେ କି, ଆପଣଙ୍କର ଲଭ ମ୍ୟାରେଜ ହେବ କି ଆରେଞ୍ଜ ମ୍ୟାରେଜ ହେବ । ଜନ୍ମ ତାରିଖର ମୂଳ ଅଙ୍କକୁ ଆଖି ଆଗରେ ରଖି ଆପଣ ଜାଣିପାରିବେ ଆପଣ ପ୍ରେମ ବିବାହ କରିବେ କି ନାହିଁ । ଜନ୍ମ ତାରିଖର ସଂଖ୍ୟାର ଯୋଗକୁ ମୂଳ … Read more