ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ୫ଟି ଖାଦ୍ୟପଦାର୍ଥ, ଆଜିରୁ ହିଁ ଖାଇବା ଛାଡନ୍ତୁ ନହେଲେ ବାପା ହୋଇପାରିବେନି

ପିତୃତ୍ୱ ଲାଭ ପାଇଁ ଶୁକ୍ରାଣୁ ଆବଶ୍ୟକ। ଆଜିକାଲି ଦେଖାଯାଉଛି ଅନେକ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇବାରୁ ସନ୍ତାନ ହେବା ପାଇଁ ଅନେକ ଅସୁବିଧା ହେଉଛି । ପୁରୁଷଙ୍କ ବ୍ୟସ୍ତ ବହୁଳ ଜୀବନ ଶୈଳୀ ଓ ବେପରୁଆ ଭାବେ ବଞ୍ଚିବା ପାଇଁ ମୁଖ୍ୟତଃ ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଉଛି । ଯଦି ଏମିତି ସମସ୍ୟା କେଉଁ ପୁରୁଷ ପାଖରେ ଅଛି ତେବେ ଖାଦ୍ୟର ପ୍ରଭାବ ହୋଇଥାଏ। ଆଜିର ସମୟରେ ଲୋକମମାନେ ଅଧିକ ସମୟ ଫାଷ୍ଟଫୁଡ୍ ଏବଂ ମାଛ … Read more