ବୟସ ଅନୁସାରେ ଶରୀରର ଓଜନ କେତେ ହେବା ଦରକାର, ଜାଣନ୍ତୁ କେତେ ଓଜନ ଶରୀର ପାଇଁ ଭଲ

ବୟସ ଅନୁସାରେ ଶରୀରର ଓଜନ ଠିକ୍ ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଜିକାଲିର ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ଲୋକମାନଙ୍କ ଓଜନ ବଢିବା ସହିତ ଶରୀର ଦୁର୍ବଳ ହେଉଛି। ଡାକ୍ତରଙ୍କ ମତରେ ଖାଇବା ପିଇବାର ଅନିୟମତା କାରଣରୁ ଶରୀରର ରୋଗ ପ୍ରତିରୋଧକ କ୍ଷମତା କମିଯାଏ। ଏହାସହିତ ଶରୀକୁ ଉଚିତ୍‌ ପରିମାଣର ପ୍ରୋଟିନ ମଧ୍ୟ ମିଳିନଥାଏ। ଯାହାର ଫଳ ସ୍ୱରୂପ ଶରୀରର ଓଜନ ବଢିଥାଏ। ଆଜି ଜାଣିବା ବୟସ ଅନୁସାରେ ଶରୀରର ଓଜନ କେତେ ହେବା ଉଚିତ୍‌। ଜାଣିବା ବୟସ … Read more