ପୁରୁଷ ବନ୍ଧୁ ଭାଇରାଲ୍ କରିଦେଲା ଶୀତଲଙ୍କ ଖରାପ ଭିଡିଓ, ଅଭିଯୋଗ ଆଣିଲେ ଶୀତଲ ପାତ୍ର, ଜାଣନ୍ତୁ ପୁରା ଖବର

ଓଲିଉଡ଼ରେ ପୁଣି ସାମ୍ନାକୁ ଆସିଛି କାଷ୍ଟିଂକାଉଚ। ଅଭିନେତ୍ରୀ ଶୀତଲ୍ ପାତ୍ର ଅଭିଯୋଗ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଭିଡ଼ିଓ ଭାଇରଲ କରିବା ଅଭିଯୋଗରେ ପୁରୁଷ ବନ୍ଧୁଙ୍କ ନାମରେ ଏତଲା ଦେଲେ ଓଲିଓଡ଼ ଅଭିନେତ୍ରୀ ଶୀତଲ ପାତ୍ର। କେବଳ ସେତିକି ନୁହେଁ ପୁରୁଷ ବନ୍ଧୁ ଜଣଙ୍କ ତାଙ୍କୁ ନିର୍ଯାତନା ଦେବ ସହ ଧମକ ଚମକ ଦେବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଶୀତଲ। ତାଙ୍କ ପୁରୁଷ ବନ୍ଧୁ ଫିଲ୍ଡରେ କାମ ଦେବାକୁ ତାଙ୍କ ଅନ୍ତଃରଙ୍ଗ ମୂହୁର୍ତ୍ତର ଭିଡ଼ିଓ ଭାଇରାଲ କରୁଛନ୍ତି। … Read more