ଦେଖନ୍ତୁ ଭିଡ଼ିଓ: ମନୋଜଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଲଗାଇଲେ ଅଭିନେତ୍ରୀ, କହିଲେ “ରାତିରେ ସେ ମତେ ଫ୍ଲାଟ୍ କୁ ଡାକି…”

ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ଅଭିନେତା ମନୋଜ ମିଶ୍ର ଙ୍କୁ ନେଇ ଖୁବ ବିବାଦ ଚାଲିଛି । ଆଉ ଏହାରି ମଧ୍ୟରେ ଏକ ବଡ଼ ଖବର ଯାହା ସାମ୍ନା କୁ ଆସିଛି ତାହା ହେଉଛି ରୁପଶ୍ରୀ ପଣ୍ଡା ନାମକ ଜଣେ ଅଭିନେତ୍ରୀ ଅଭିନେତା ମନୋଜ ମିଶ୍ର ଙ୍କ ନାମରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି । ରୂପଶ୍ରୀ କହିଛନ୍ତି ମନୋଜ ମିଶ୍ର ଅନେକ ଥର ଚେଷ୍ଟା କରିଛନ୍ତି ତାଙ୍କୁ ତାଙ୍କର ଫ୍ଲାଟ୍ କୁ ଡାକିବା ପାଇଁ ।

ଏଥି ସହ ମନୋଜ୍ ମିଶ୍ର ଜଣେ କୁଟ ପ୍ରକୃତିର ଲୋକ ବୋଲି ମଧ୍ୟ ସେ କହିଥିଲେ । ଏଭଳି କି ସେ କହିଥିଲେ କି ମନୋଜ୍ ମିଶ୍ର ହେଉଛନ୍ତି ଜଣେ ତଣ୍ଟି ଚିପି ରକ୍ତ ପିଇଲା ଭଳି ଲୋକ । ତାଙ୍କ ସ୍ତ୍ରୀ ଯିବା ପରେ ସେ ତାଙ୍କର ଫ୍ଲାଟ୍ ରେ ତାଙ୍କ ପ୍ରେମିକା କୁ ମଧ୍ୟ ରଖିଛନ୍ତି ଆଉ ଏକଥା ପୂରା ଇଣ୍ଡଷ୍ଟ୍ରି ଲୋକ ମାନେ ମଧ୍ୟ ଜାଣିଛନ୍ତି ବୋଲି ସେ କହିଥିଲେ । ଏଭଳି ଦିନେ ମନୋଜ୍ ମିଶ୍ର ରୂପଶ୍ରୀ ଙ୍କୁ ଫୋନ କରି ଡାକିଥିଲେ ।

ଆଉ କହିଥିଲେ କି ତାଙ୍କର ପ୍ରେମିକା ଫ୍ଲାଟ୍ ରେ ନାହାଁନ୍ତି ଦୁଇ ଦିନ ପାଇଁ ସିରିଏଲ୍ କରିବାକୁ ବାହରକୁ ଯାଇଛନ୍ତି ସେଥିପାଇଁ ରୂପଶ୍ରୀ ଙ୍କୁ ତାଙ୍କ ଫ୍ଲାଟ୍ କୁ ଡ଼ାକିଥିଲେ । ଏହାପରେ ଅଭିନେତ୍ରୀ ଜଣକ କହିଥିଲେ କି ମନୋଜ୍ ମିଶ୍ର ହେଉଛନ୍ତି ବହୁତ୍ ଚାଲାକ୍ । ମନୋଜ୍ ମିଶ୍ର ଙ୍କ କୁଟ ପ୍ରକୃତି ପାଇଁ ତାଙ୍କୁ ତାଙ୍କର ଓଲିଉଡ଼ ଇଣ୍ଡଷ୍ଟ୍ରି ରେ କେହି ହେଲେ ମଧ୍ୟ ଆଦୌ ପସନ୍ଦ କରୁ ନାହାଁନ୍ତି । ରୂପଶ୍ରୀ କହିଥିଲେ କି ଆଗରୁ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ସେତେବେଳେ ସେ କହି ପାରି ନଥିଲେ ।

ଦେଖନ୍ତୁ ଭିଡିଓ :-

ଆଉ ଅନେକ ଦିନ ଧରି ସେ ସୁଯୋଗର ଅପେକ୍ଷା କରି ବସିଥିଲେ । ଆଉ ଆଜି ତାଙ୍କୁ ସେହି ସୁଯୋଗ ମଧ୍ଯ ମିଳି ସାରିଛି ଯେବେ କି ସେ ସବୁ ମୁହଁ ଖୋଲି କହି ପାରିବେ । ତେବେ ରୂପଶ୍ରୀ ଓ ଅଭିନେତା ବିଭାସ ଏଭଳି ଅନେକ ଅଭିଯୋଗ ଆଣିଛନ୍ତି ଅଭିନେତା ମନୋଜ୍ ମିଶ୍ର ଙ୍କ ବିରୁଦ୍ଧରେ ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।