ବର୍ତ୍ତମାନ ଏକ ଖବର ସୋସିଆଲ ମିଡ଼ିଆ ରେ ଚର୍ଚା ର ବିଷୟ ପାଲଟିଛି । ଗର୍ଲଫ୍ରେଣ୍ଡ ତାଙ୍କ ପ୍ରେମିକଙ୍କୁ ହୋଲିରେ ଘରକୁ ଡାକିଥିଲେ । କିନ୍ତୁ ଝିଅ ର ବାପା ଦୁହିଁଙ୍କୁ ଦେଖି ଗାଳି କରିବା ସହ ପୁଅ କୁ ଧମକ ଦେଇ ଘରୁ ବାହାର କରିଦେଇଥିଲେ ।
ସମସ୍ତେ ବାହାରେ ହୋଲି ଖେଳୁଥିବାବେଳେ ବାପା ଏବଂ ଝିଅ ଘର ଭିତରେ ଥିଲେ ଏବଂ ଝିଅ କୁ ହୋଲି ନଖେଳିବାକୁ ନିର୍ଦେଶ ଦେଇଥିଲେ ବାପା । କିନ୍ତୁ କିଛି ସମୟ ପରେ ବାପା ଅଲଗା କିଛି କାମ ରେ ବାହାରକୁ ଯାଇଥିବା ସମୟରେ ଝିଅ ଫାଇଦା ଉଠେଇଲା ଏବଂ ଘରେ କେହି ନ ଥିବା ଦେଖି ଏହାର ଫାଇଦା ନେଇ ପ୍ରେମିକକୁ ଡାକିଲା ।
ପୁଅ ଆସିଲା ପରେ ଦୁହେଁ ଘର ଭିତରେ ଖେଳ କରିବା ଆରମ୍ଭ କଲେ । କିନ୍ତୁ ସେ ଝିଅ ଜାଣି ନଥିଲା ଯେ ତାଙ୍କ ପିତା ଘରେ ସିସିଟିଭି କ୍ୟାମେରା ଲଗାଇଛନ୍ତି । ବାପା ଘରେ ଗୁପ୍ତ କ୍ୟାମେରା ଲଗାଇ ସବୁ ଦେଖୁଥିଲେ ଯେ ତାଙ୍କ ଝିଅ ପ୍ରେମିକା ସହିତ କଣ ସବୁ କରୁଛି ।
ଦେଖନ୍ତୁ ଭିଡିଓ :-
ପ୍ରେମିକା ଘରକୁ ଆସିବା ପରେ ବାପା ଆସି କବାଟ ଖଟ ଖଟ କଲେ । ଯେତେବେଳେ ଝିଅଟି ବାପାଙ୍କ ଆଗମନ ଖବର ପାଇଲା, ସେ ନିଜେ ନିଜ ପୋଷାକ ଚିରି ଦେଲା ଏବଂ ପୁଅ ମୋର ରେପ କରୁଛି ବୋଲି ମିଛ କଥା କହିଲା ।