ସ୍କୁଲ ଡ୍ରେସରେ କିଛି ଏମିତି ନଜର ଆସନ୍ତି ସାଉଥର ଏହି ହିରୋଇନ ମାନେ, ନମ୍ବର 1 କୁ ଦେଖିଲେ ତାଯୁବ ହେବେ ଆପଣ

ବର୍ତ୍ତମାନ ସମୟରେ ସାଉଥ ଇଣ୍ଡଷ୍ଟ୍ରିର ଫିଲ୍ମ ଗୁଡିକ କେବଳ ସାଉଥରେ ନୁହେଁ ଏହା ଛଡା ପୁରା ଭାରତରେ ବି ସବୁଠୁ ଅଧିକ ପସନ୍ଦ କରାଯାଉଛି । ସବୁଦିନ ହିନ୍ଦୀ ଚ୍ୟାନେଲ ଗୁଡିକରେ ସାଉଥର ସୁପରହିଟ ଫିଲ୍ମ ନିଶ୍ଚିତ ରୂପରେ ଆସିଥାଏ । କିନ୍ତୁ ଦର୍ଶକମାନଙ୍କୁ ସବୁଠୁ ଅଧିକା ଆକର୍ଷକ ସାଉଥ ଅଭିନେତ୍ରୀ ଲାଗନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ସ୍କୁଲ ଡ୍ରେସରେ ଅତ୍ୟଧିକ ସୁନ୍ଦର ଲାଗୁଛନ୍ତି । କହିବାକୁ ଗଲେ ସ୍କୁଲ ଦିନ ଓ ସ୍କୁଲର ୟୁନିଫର୍ମ ସମସ୍ତଙ୍କୁ ଭଲ ଲାଗିଥାଏ । କିନ୍ତୁ ଯେତେବେଳେ ଆପଣଙ୍କ ପସନ୍ଦିତା ଅଭିନେତ୍ରୀମାନେ ସ୍କୁଲ ୟୁନିଫର୍ମରେ ନଜର ଆସନ୍ତି ତେବେ ତାଙ୍କର ସୁନ୍ଦରତା ଦ୍ଵିଗୁଣ ବଢିଯାଏ । କାରଣ ତାଙ୍କର ଡ୍ରେସିଙ୍ଗ ସେନ୍ସ ଓ ସୁନ୍ଦରତା ଆଗରେ ସ୍କୁଲ ୟୁନିଫର୍ମ ବି ବହୁତ ଭଲ ଲାଗେ । ଆଜି ଆମେ ଆପଣଙ୍କୁ ସାଉଥର ୩ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ସମୈନ୍ଥା ରୁଥ ପ୍ରଭୁ :- ସମୈନ୍ଥା ରୁଥ ପ୍ରଭୁ ସାଉଥର ସବୁଠୁ ସୁନ୍ଦର ଓ ହଟ ଅଭିନେତ୍ରୀମାନଙ୍କ ମଧ୍ୟରେ ଆସନ୍ତି । ସେ ସାଉଥର ସବୁ ଭାଷାରେ ଫିଲ୍ମ କରିଛନ୍ତି ଓ ତାଙ୍କର ପ୍ରାୟତଃ ସବୁ ଫିଲ୍ମ ହିଟ ମଧ୍ୟ ହୋଇଛି । କିନ୍ତୁ ଯଦି ଆପଣ ସମୈନ୍ଥା ରୁଥ ପ୍ରଭୁଙ୍କୁ ସ୍କୁଲ ୟୁନିଫର୍ମରେ ଦେଖିବେ ତେବେ ଆପଣଙ୍କ ହୋସ ଉଡିଯିବ । ଆପଣଙ୍କ ପ୍ରିୟ ଅଭିନେତ୍ରୀ ସମୈନ୍ଥା ରୁଥ ପ୍ରଭୁ ସ୍କୁଲ ୟୁନିଫର୍ମରେ ବହୁତ ହଟ ନଜର ଆସୁଛନ୍ତି ।

ରିୟା ସେନ :- ଅଭିନେତ୍ରୀ ରିୟା ସେନ ସାଉଥ ଓ ହିନ୍ଦୀ ଫିଲ୍ମ ଗୁଡିକରେ କାମ କରିସାରିଛନ୍ତି । କିନ୍ତୁ ସେ ଅନ୍ୟ ଅଭିନେତ୍ରୀମାନଙ୍କ ଭଳି ଅଧିକ ଚର୍ଚିତ ଅଭିନେତ୍ରୀ ହୋଇ ପାରି ନାହାନ୍ତି । ରିୟା ସେନ ଗୋଟିଏ ଫିଲ୍ମରେ ସ୍କୁଲ ୟୁନିଫର୍ମରେ ନଜର ଆସିଥିଲେ ଓ ସେ ସ୍କୁଲ ୟୁନିଫର୍ମରେ ବହୁତ ହଟ ବି ଲାଗୁଛନ୍ତି ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ମା ଦୁର୍ଗାଙ୍କ ରୂପ ନେଇ ଚର୍ଚା ରେ ଆପଣଙ୍କ ପ୍ରିୟ ଅଭିନେତ୍ରୀ ଏଲିନା, ଭିଡ଼ିଓ ହେଲା ଭାଇରଲ

ଆମଲା ପଲ :- ଆମଲା ପଲ ବି ସାଉଥର ବହୁତ ଫିଲ୍ମରେ କାମ କରିଛନ୍ତି । ସେ ଜଣେ ସାଉଥର ଜଣା ଶୁଣା ଅଭିନେତ୍ରୀ ବି ଅଟନ୍ତି । ଅମଲା ପଲ ବି ସ୍କୁଲ ୟୁନିଫର୍ମରେ ବହୁତ ହଟ ଲାଗନ୍ତି । ଏହାର ଅନ୍ଦାଜ ଆପଣ ତାଙ୍କର ଫଟୋ ଦେଖି ଲଗାଇ ପାରିବେ ।