କାଳିଜାଇ ମନ୍ଦିରର ଗୁପ୍ତ ରହସ୍ୟ, ରାତି ହେଲେ ଶୁଣା ଯାଉଛି ବିକଳ କାନ୍ଦଣା! ଆସନ୍ତୁ ଜାଣିବା ଏହାର ଭୟଙ୍କର ଘଟଣା…

ଆପଣମାନେ ମା କାଳିଜାଇଙ୍କ ମହିମା ବିଷୟରେ ଶୁଣିଥିବେ। କାଲିଜାଇ ମନ୍ଦିର ଚିଲିକା ହ୍ରଦର ଏକ ଦ୍ୱୀପରେ ଅବସ୍ଥିତ। ଏହା ଦେବୀ କାଲିଜାଇଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଏ। ସବୁ ବର୍ଷ ଜାନୁଆରୀ ମାସ ମକର ସଂକ୍ରାନ୍ତି ଦିନ ଏଠାରେ ଏକ ବଡ଼ ଧରଣର ମେଳାର ଆୟୋଜନ କରାଯାଏ।

ତେବେ ଏହି କିଛିଦିନ ହେବ ମାଙ୍କ ଦର୍ଶନ କରିବାକୁ ଯାଉଥିବା ଭକ୍ତଙ୍କ ସହିତ ଭୟଙ୍କର ଅଘଟଣ ଘଟିଥିଲା। ଯଦି ଆପଣ ମଧ୍ୟ କାଳିଜାଇ ମନ୍ଦିର କୁ ଦର୍ଶନ କରିବାକୁ ଯିବାକୁ ଇଛା ପ୍ରକଟ କରିଛନ୍ତି। ତେବେ ସେମିତିକିଛି ଘଟଣା ଆପଣଙ୍କ ସହିତ ନଘଟୁ ସେଥିପାଇଁ ଏହି ତିନଟି ଭୁଲ କରନ୍ତୁ ନାହିଁ। ଏହି ତିନଟି ଭୁଲ ମଧ୍ୟରୁ ଗୋଟିଏ ବି ଭୁଲ କରିଲେ ଘଟିବ ବହୁତ ବଡ଼ ଅଘଟଣ। ତେବେ ଆସନ୍ତୁ ଜାଣିବା କଣ ସେହି ତିନଟି ଭୁଲ….

ପ୍ରଥମଟି ହେଲା ଯେବେ ବି ଡ଼ଙ୍ଗାରେ ବସିକି ମାଙ୍କ ପାଖକୁ ଯାତ୍ରା କରିବେ ମନରେ ମା କାଳିଜାଇଙ୍କର ନାଁ ଧରିକି ଯାତ୍ରା କରିବେ। ଦ୍ୱିତୀୟ ଭୁଲ ଯେବେ ବି ଡ଼ଙ୍ଗାରେ ବସିକି ମାଙ୍କ ପାଖକୁ ଯାତ୍ରା କରୁଛନ୍ତି ସେତେବେଳେ ମନରେ କେବେବି ଖରାପ ଚିନ୍ତାଧାରା ଆଣିବେ ନାହିଁ।

ତୃତୀୟରେ ଯେବେ ବି ମାଙ୍କ ପାଖରେ ଯାଇକି ପହଁଚିବେ ମାଙ୍କୁ ଦର୍ଶନ କରିବାକୁ ଭୁଲିବେ ନାହିଁ ଆଉ ମାଆଙ୍କ ପାଖକୁ ଭୋଗ ନବାକୁ ଭୁଲିବେ ନାହିଁ ନହେଲେ ବହୁତ ବଡ଼ ଅଘଟଣ ଘଟିପାରେ। ଆଉ ଯେବେବି ମାଙ୍କ ପାଖରୁ ଫେରିବେ ମାଙ୍କ ନାମ ଜପ କରି କରି ଫେରିବେ ଦେଖିବେ ଆପଣଙ୍କ ସହିତ କୌଣସି ଅଘଟଣ ଘଟିବ ନାହିଁ। ଏହି ତିନଟି ଭୁଲ ଆପଣମାନେ କେବେବି କରନ୍ତୁନାହିଁ।