ଦେଖନ୍ତୁ ଭିଡ଼ିଓ : ବାହା ବେଦୀରେ ଚାଲିଗଲା କନ୍ୟାର ଜୀବନ, ଆଉ ତା’ପରେ….

ସଂସାର ର ରୀତି ଭିନ୍ନ ଧରଣ ର ହୋଇଥାଏ।ଆଉ ଏହି ଜଗତକୁ ପରିଚାଳିତ କରୁଥିବା ଈଶ୍ୱର ଙ୍କ ଲୀଳା ମଧ୍ୟ ବଡ଼ ବିଚିତ୍ର।ଈଶ୍ୱର ଙ୍କ ବିନା ଇଚ୍ଛାରେ ସାଂସାର ର ପତ୍ରଟିଏ ବି ହଲିନଥାଏ।ଭାଗ୍ୟର ବିଡମ୍ବନା ବହୁ ଜଟିଳ।କେତେବେଳେ କଣ ସବୁ ଘଟିଯିବ କେହି ବି ଜାଣି ନାହାନ୍ତି।ସେହିଭଳି କିଛି ଅକସ୍ମାତ ଦୁଃଖଦ ଘଟଣା ଦେଖିବାକୁ ମିଳିଛି।ଯାହାକୁ ଦେଖିଲେ ଆପଣ ବି ସ୍ତବ୍ଧ ହୋଇ ରହିଯିବ।

ଦୈନନ୍ଦିନ ଜୀବନରେ ସବୁବେଳେ କିଛି ନ କିଛି ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା ଦେଖିବାକୁ ମିଳିଥାଏ।କିନ୍ତୁ ଏହି ଘଟଣା ର ମୋଡ଼ କିଛି ଅଦ୍ଭୁତ ଅଟେ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।ବିବାହ ବେଦୀ ଉପରେ ଉଡିଗଲା କନିଆ ର ପ୍ରାଣ ବାୟୁ।ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ ଅଟେ।

ଧୁମ୍ ଧାମ ରେ ଚାଲିଥିଲା ବାହାଘର,ମଥାରେ ସିନ୍ଦୂର ,ହାତରେ ହାତ ଗଣ୍ଠି ପଡ଼ିସରିଥିଲା କିନ୍ତୁ ବିବାହ ସାତ ଫେରା ନେବା ପୂର୍ବରୁ ଚାଲିଗଲା କନିଆ ର ଜୀବନ। ଏ ବିଚିତ୍ର ଘଟଣା ନିଶ୍ଚିତ ଆପଣ ମାନଙ୍କୁ ଆଶ୍ଚର୍ୟ୍ଯ ଚକିତ କରିଦେଉଥିବା।ସମୟ କ୍ରମେ ଆମେ ଏଭଳି ବିଚିତ୍ର ଘଟଣା କୁ ସାମ୍ନା କରୁ ଯାହାକୁ ବିଶ୍ୱାସ କରିହୁଏ ନି।ଆଉ ଏଭଳି ଘଟଣା ସୋସିଆଲ ମିଡିଆରେ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ।

ଅଧିକାଂଶ ସମୟରେ ଏଭଳି ଘଟଣା ସର୍ବ ସମ୍ମୁଖକୁ ଆସିଲେ ମଣିଷ ଭାବିବାକୁ ବାଧ୍ୟ ହୁଏ ଯେ ଏହା କଣ ପ୍ରକୃତରେ ବିଧି ର ବିଧାନ ଅଟେ।ତେବେ ଏହି ଘଟଣା ଟି ଉତ୍ତରପ୍ରଦେଶ ର ଗିତାୱା ରେ ଘଟିଛି।ଏଠାରେ ବୈଦିକ ରୀତି ନୀତି ଅନୁସାରେ ବିବାହ କାର୍ଯ୍ୟ ସମାପନ ହେଉଥିବା ସମୟରେ ହଠାତ୍ କନିଆ ର ଜୀବନ ଚାଲିଗଲା।

ସଂସାରରେ ଯୋଡ଼ି ସ୍ଵର୍ଗରୁ ବନିଥାଏ। ବଧେ କନିଆ ସୁରଭି ଏବଂ ବାର ମଞ୍ଜେଶ ଙ୍କ ଯୋଡ଼ି ହୋଇଥିଲା।ତେବେ ବିଧି ର କଣ ଯେ ଇଚ୍ଛା ମାଞ୍ଜେଶ ସୁରଭି ପରିବର୍ତ୍ତେ ସୁରଭି ଙ୍କ ସାନ ଭଉଣୀ ଙ୍କୁ ବିବାହ କରିଥିଲେ।ମେ ମାସରେ ଏହି ବିବାହ ସମାପନ ହୋଇଥିଲା।କନିଆ ହଠାତ୍ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ ମେଡିକାଲ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ସୁରଭି ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ପରେ ଉଭୟ ପରିବାର ସହମତି କ୍ରମେ ମଂଜେଶ ଓ ସୁରଭି ଙ୍କ ସାନ ଭଉଣୀ ବିବାହ କରିଥିଲେ।ବିଧି ର ବିଧାନ ବଡ଼ ବିଚିତ୍ର। କ୍ଷନକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଗଲା।ଏପରି ଘଟଣା ଘଟିବ ବୋଲି କେହି ବି ସ୍ୱପ୍ନରେ ବି ଭାବିନଥିଲେ।ଏହି ଦୁଃଖଦ ଘଟଣା ଦେଖିବା ପରେ ସମସ୍ତଙ୍କ ହୃଦୟ ଯେପରି ସ୍ତବ୍ଧ ହୋଇଯାଇଛି।ଏହି ଘଟଣା ଟି ଅତ୍ୟନ୍ତ ବିସ୍ମୟ ଜନକ ଥିଲା।ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଯୋଡ଼ି ଭଗବାନ ହିଁ ସିଦ୍ଧ କରିଥାନ୍ତି

ଦେଖନ୍ତୁ ଭିଡ଼ିଓ :

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave a Comment