ଦେଖନ୍ତୁ ଭିଡ଼ିଓ: ସ୍ଵାମୀ ଘରେ ନଥିଲା ବେଳେ ସ୍ତ୍ରୀ ପଡିଶା ଘର ପୁଅ ସହ ରଖୁଥିଲା ଖରାପ ସମ୍ପର୍କ, ଆଉ ତାପରେ …

ଆପଣମାନେ ସମସ୍ତେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଆମ ସମାଜରେ କିଭଳି ଘଟଣା ସବୁ ଘଟିବାରେ ଲାଗିଛି । ଆଜିକାଲି ସୋସିଆଲ ମିଡ଼ିଆର ବହୁଳ ମାତ୍ରାରେ ବ୍ୟବହାର ହେଉଛି ।

ଘରେ ଘରେ ମଧ୍ୟ ସମସ୍ତେ ଗୋଟେ ଗୋଟେ ଫୋନ୍ ଧରୁଛନ୍ତି । ସେଥିପାଇଁ ସମସ୍ତେ ମଧ୍ୟ ସୋସିଆଲ ମିଡିଆକୁ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ଆଉ ସେଥିପାଇଁ ଏକ ସାଧାରଣ ଘଟଣା ମଧ୍ୟ ଖୁବ ସହଜରେ ଭାଇରାଲ୍ ହୋଇଯାଉଛି ।

ବର୍ତ୍ତମାନ ଏହି ସୋସିଆଲ ମିଡ଼ିଆ ମଧ୍ୟ ଅନେକ ଯୁବପିଢୀଙ୍କ ଉପରରେ ଅନେକ ଖରାପ୍ ପ୍ରଭାବ ମଧ୍ୟ ପକାଉଛି । ସୋସିଆଲ ମିଡିଆ ପାଇଁ ସେମାନେ ମଧ୍ଯ ଦିନକୁ ଦିନ ଖରାପ ମାର୍ଗକୁ ଯିବାକୁ ଲାଗିଲାଣି । କାରଣ ସୋସିଆଲ ମାଧ୍ୟମରେ ସେମାନେ ଅନେକ ଖରାପ୍ କଥା ମଧ୍ୟ ଶିଖୁଛନ୍ତି ।

ଏବେ ସୋସିଆଲ ମିଡ଼ିଆରେ ଏକ ଖବର ଖୁବ୍ ଭାଇରଲ ହେବାରେ ଲାଗିଛି । ଉତ୍ତରାଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଏହା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଉତ୍ତରାଖଣ୍ଡ ର ଏକ କଲେଜ୍ ରେ ଜଣେ ଯୁବତୀଙ୍କ ସହ ତାଙ୍କର ସହପାଠୀମାନେ ଦୁଷ୍କର୍ମ କରିଥିଲେ । ଆଉ ଏହାପରେ ଯୁବତୀ ଜଣଙ୍କ ଅବସ୍ଥା ଖୁବ ଖରାପ୍ ହୋଇଗଲା ଆଉ ଯୁବତୀ ଜଣକୁ ତୁରନ୍ତ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ।

ଏହାପରେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବଡ଼ ମେଡିକାଲକୁ ପଠା ଯାଇଥିଲା । ଆଉ ଏବେ ସେଠାରେ ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଯୁବତୀ ଜଣକ ଘର ଉତ୍ତରାଖଣ୍ଡରେ ହୋଇଥିବା ବେଳେ ଉକ୍ତ ଯୁବକ ଜଣକ ଘର ହେଉଛି ବିହାରରେ । ଆଉ ଏବେ ସେହି ଯୁବକ ଜଣକୁ ପୋଲିସ ଗିରଫ କରିଛି । ଏବେ ପୋଲିସ ଉକ୍ତ ଯୁବକ ଜଣକୁ ଗିରଫ କରି ପଚରା ଉଚରା ଜାରି ରଖିଛି । ଏହାପରେ ତାକୁ କୋର୍ଟ ଚାଲାଣ ମଧ୍ୟ କରାଯିବ ।