ୱାଲ୍ଡକପ୍ ମ୍ୟାଚ ପୂର୍ବରୁ ଖେଳାଳିଙ୍କୁ ସମ୍ବନ୍ଧ ରଖିବାକୁ ଦିଆଯିବ ସୁନ୍ଦରୀ ଝିଅ! କୋଚଙ୍କ ବୟାନ କଲା ହଙ୍ଗାମା, ଜାଣନ୍ତୁ ପୁରା ଖବର

୨୦୨୩ ବିଶ୍ୱକପ୍ ପୁର୍ବରୁ କ୍ରିକେଟର ମାନଙ୍କୁ ଉପହାର ରେ ଦିଆଯିବ ସୁନ୍ଦରୀ ମହିଳା । ଯାହାକୁ ମନ ଭାରି ଉପଭୋଗ କରି ନିଜ ମନର ଉତ୍ତେଜନାକୁ କମ୍ କରିବେ କ୍ରିକେଟର । ୨୦୨୩ ବିଶ୍ଵକପ ଜିତିବାକୁ ହେଲେ ଏପରି କରିବାକୁ ହେବ ବୋଲି କହିଲେ ଖେଳର କୋଚ୍ । କିଛି ଲୋକ ଏହାର ସପକ୍ଷରେ ରହିଥିବା ବେଳେ କିଛି ଲୋକ ଏହାର ବିରୋଧ କରିଛନ୍ତି ।

ସମର୍ଥନ ଜଣାଉଥିବା ବ୍ୟକ୍ତି ମାନେ କହିଛନ୍ତି ଏପରି କରିବା ଦ୍ୱାରା ଖେଳାଳି ମାନଙ୍କର ମାନସିକ ଚାପକୁ କମ୍ କରାଯାଇ ପାରିବ ଏବଂ ସେମାନେ ବିଶେଷ ଧ୍ୟାନର ସହ ମ୍ୟାଚ୍ ଖେଳି ଜିତିପାରିବେ ।

୨୦୧୧ ବିଶ୍ୱକପ୍ ସମୟରେ ଭାରତୀୟ ଦଳର ପୂର୍ବତନ ମାନସିକ ପ୍ରଶିକ୍ଷକ ପ୍ୟାଡି ଅପ୍ଟନ ଏପରି ପରାମର୍ଶ ଦେଇଥିଲେ । ହେଲେ ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି ଏହି ପରାମର୍ଶ କୁ ଖାରଜ କରିଥିଲେ ଏବଂ ପରେ ପେଡ଼ି ଏ ନେଇ ଗ୍ୟାରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: ଲକ ଡାଉନ ରୁ ପ୍ରେମ ଆରମ୍ଭ ଆଉ ତାପରେ ବିବାହ, ନିଜ ଲଭ ଷ୍ଟୋରି କୁ ନେଇ ଏମିତି କିଛି କହିଲେ ରଶ୍ମି ଏବଂ ଆର୍ୟନ

ପ୍ୟାଡ଼ି ନିଜ ପୁସ୍ତକ ଖାଲି ପାଦ କୋଚ୍ ରେ ଏହି କଥାକୁ ପ୍ରକାଶ କରିଛନ୍ତି । ତେବେ ୨୦୧୧ ପରେ ୨୦୨୩ ଅକ୍ଟୋବର ପାଞ୍ଚରେ ଭାରତରେ ପୁଣି ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱକପ୍ । ଏଥର ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ଵ ନେଇଥିବା ବେଳେ ପେଡ଼ି ତାଙ୍କର ଏକ ଭଲ ବନ୍ଧୁ ଭାବେ ରହିଛନ୍ତି । ତେବେ ଏଥର ସମସ୍ତଙ୍କ ନଜର ରହିଛି ପେଡିଙ୍କ ଉପରେ । ପେଡ଼ି ପୁଣି ନିଜର ପ୍ରସ୍ତାବ ଦୋହରାଉଛନ୍ତି କି ନାହିଁ ତାହା ଦେଖିବା ଏବେ ବାକି ରହିଲା ।