ଦୀର୍ଘଦିନ ଧରି ସେକ୍ସ ଠାରୁ ଦୂରେଇ ରହିବା ହୋଇପାରେ ହାନିକାରକ! ଆପଣ ହୋଇପାରନ୍ତି ଏହି ସବୁ ବଡ଼ ସମସ୍ୟାର ଶିକାର…

ଖାଇବା ପିଇବା ଏବଂ ଶୋଇବା ଭଳି ସେକ୍ସ ମଧ୍ୟ ଆମ ଜୀବନର ଏକ ପ୍ରମୁଖ ଅଙ୍ଗ ଅଟେ। ନିଜ ପାର୍ଟନରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଏହା ମଣିଷକୁ ଉଭୟେ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିଥାଏ। ତେବେ, ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ନ ରଖିଲେ ଆପଣ ଅନେକ ପ୍ରକାରର ଅସୁବିଧା ଏବଂ ରୋଗଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନିଜ ପାର୍ଟନର୍ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ଶାରୀରରେ ଏକ … Read more

ଖବର କାଗଜ ଉପରେ ରଖା ଯାଇଥିବା ଖାଦ୍ୟ ଖାଉଛନ୍ତି କି? ସାବଧାନ! ହୋଇପାରନ୍ତି ଏହି ସବୁ ଭୟଙ୍କର ରୋଗର ଶିକାର

ଖବର କାଗଜରେ ଖାଦ୍ୟ ଗୁଡାଇ ଆଣିବା ଆମ୍ଭ ପାଇଁ ଏକ ସାଧାରଣ କଥା ଅଟେ। ଖାସ୍ କରି ଜଳଖିଆ ଆଣିବା ବେଳେ ଦୋକାନୀମାନେ ଖବରକାଗଜ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। ତେବେ, ପରବର୍ତ୍ତୀ ସମୟରେ ଏହି ଅଭ୍ୟାସ ଆପଣଙ୍କ ପାଇଁ ଭାରି ପଡିପାରେ। ଖବରକାଗଜରେ ଲେଖିବା ପାଇଁ ବ୍ୟବହାର କରାଯାଉଥିବା ଇଂକ୍ ହିଁ ଏହାର ପ୍ରମୁଖ କାରଣ ଅଟେ। ବିଶେଷଜ୍ଞମାନଙ୍କ ମତରେ ଏହି ଇଂକରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ ଯାହାକି ମଣିଷ ଶରୀରରେ … Read more

ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ହେଲା ପ୍ରେମ, ଧୁମ୍ ଧାମରେ ହେଲା ବିବାହ, ଜାଣନ୍ତୁ ପୂରା ଘଟଣା

ଜଣେ ବରକୁ ବିବାହ କରିଲେ ଦୁଇ ଯାଆଁଳା ଭଉଣୀ। ମହାରାଷ୍ଟ୍ରର ସୋଲାପୁର ଠାରେ ଏଭଳି ଏକ ଭିନ୍ନ ପ୍ରକାର ଘଟଣା ଘଟିଯାଇଛି। ଯାଆଁଳା ଭଉଣୀଙ୍କ ନାମ ରିଙ୍କି ଏବଂ ପିଙ୍କି ହୋଇଥିବା ବେଳେ ସେମାନଙ୍କୁ ବିବାହ କରିଥିବା ଯୁବକଙ୍କ ନାମ ଅତୁଲ ବୋଲି ଜଣାପଡ଼ିଛି। ଉଭୟ ପରିବାରର ସମର୍ଥନରେ ହିଁ ଏହି ବିବାହ ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ଖବର ଅନୁଯାଇ ଯାଆଁଳା ଭଉଣୀ ରିଙ୍କି ଏବଂ ପିଙ୍କି ଉଭୟେ ଆଇଟି ଇଞ୍ଜିନିୟର ଭାବରେ ମୁମ୍ବାଇରେ କାର୍ଯ୍ୟ କରନ୍ତି। … Read more

କୋୖଣସି ଝିଅ/ମହିଳାଙ୍କୁ ୧୪ ସେକେଣ୍ଡରୁ ଅଧିକ ସମୟ ଦେଖିଲେ ହେବ ଜେଲ୍? NCIBର ଟ୍ୱିଟ ବଢାଇଲା ପୁଅଙ୍କ ଚିନ୍ତା

ସର୍ବସଧାରଣ ସ୍ଥାନରେ ଜଣେ ମହିଳାଙ୍କୁ ୧୪ ସେକେଣ୍ଡ କିମ୍ବା ତା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାହିଁ ରହିଲେ ଆପଣଙ୍କୁ ଜେଲ୍ ଯିବାକୁ ହେବ। ଏଭଳି କିଛି ଟ୍ୱିଟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। NCIB(National Crime Investigation Bureau) ପକ୍ଷରୁ ଏଥିନେଇ ଏକ ଟ୍ୱିଟ କରାଯାଇଥିବା ଜଣାପଡିଛି। ଭାରତୀୟ ଦଣ୍ଡବିଧାନ IPC ଧାରା ୨୯୪ ଏବଂ ୫୦୯ ଅନୁଯାଇ ଜଣେ ମହିଳାଙ୍କୁ ୧୪ ସେକେଣ୍ଡ ପର୍ଯ୍ୟନ୍ତ ଚାହିଁ ରହିଲେ ଆପଣଙ୍କ ବିରୋଧରେ … Read more

ବୈଜ୍ଞାନିକଙ୍କ ବଡ଼ ଖୁଲାସା! କ୍ଷୀର ଠାରୁ ଅଧିକ ଲାଭଦାୟକ ଅଟେ ବିୟର୍, ସ୍ୱାସ୍ଥ୍ୟ ପାଇଁ ହିତକର ବିୟର

ସାଧାରଣତଃ ସୁସ୍ଥ ଶରୀର ଏବଂ ହାଡ଼ ଗୁଡିକୁ ଶକ୍ତ କରିବା ପାଇଁ ପ୍ରତିଦିନ ଦୁଇ ଗ୍ଲାସ୍ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। ତେବେ, କ୍ଷୀର ପିଇବା ପରିବର୍ତ୍ତେ ଲୋକଙ୍କୁ ବିୟର୍ ପିଇବା ପାଇଁ ଉତ୍ସାହିତ କରୁଛି ‘ପିପୁଲ୍‌ ଫର୍‌ ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍‌’ ଅଥବା ପେଟା। ପେଟାର ଏଭଳି ଯୁକ୍ତିକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ପେଟା ନିଜ ଅଫିସିଆଲ୍‌ ଷ୍ଟେଟମେଣ୍ଟରେ କହିଛି ଯେ ଯଅ, ବାଜରା, ଗହମ, ଚାଉଳ … Read more

ଜୀବନ ଯୌବନରେ ସେକ୍ସ ର ଭୋକ ଆଗରେ ମଣିଷ ତନ-ମନ ବୋଲ କିଛି ମାନେନି, ତେବେ ଗୁପ୍ତାଙ୍ଗକୁ କେମିତି କରିବେ ନିୟନ୍ତ୍ରଣ?

ଯେବେ ବୟସ ବଢ଼େ, ନିଜ ଇନ୍ଦ୍ରୀୟ ଉପରେ ନିୟନ୍ତ୍ରଣ ରଖି ହୁଏନି ସେବେ ଭାବିନେବେ ଆପଣ ଯୌବନର ଉନ୍ମାଦନାରେ ଛଟପଟ ହେଉଛନ୍ତି । ଆପଣଙ୍କୁ ଯଦି ରାତି ଦିନ ସଞ୍ଜ ଓ ସକାଳରେ କେବଳ ନାରୀର ସ୍ପର୍ଶ ପାଇଁ ମନ ବ୍ୟାକୁଳ ହୁଏ ତେବେ ଭାବି ନେବେ ଆଗକୁ ଆପଣ ଅନେକ ଥର କାଉରା ବାଉରା ହେବାକୁ ପଡ଼ିପାରେ । କୌଣସି କାମରେ ମନ ଲାଗିବନି ଆପଣ ଯଦି ଜଣେ ଛାତ୍ର ତେବେ ପାଠ ପଢ଼ିବାକୁ ଇଚ୍ଛା … Read more

ବିନା ନିମନ୍ତ୍ରଣରେ ଭୋଜି ଖାଇଦେଲେ ବୋଲି MBA ଛାତ୍ରକୁ ପ୍ଲେଟ୍ ଧୋଇବାର ଦଣ୍ଡ ଦେଲେ କନ୍ୟା ପକ୍ଷ, ଦେଖନ୍ତୁ ଭିଡ଼ିଓ

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ବିବାହ ଭୋଜିରେ କନ୍ୟାପକ୍ଷ ଲୋକେ ଜଣେ ଛାତ୍ରଙ୍କୁ ଜୋର ଜବରଦସ୍ତ ଅଇଁଠା ପ୍ଲେଟ ମାଜିବାକୁ ବାଧ୍ୟ କରୁଥିବା ଭଳି ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ବିନା ନିମନ୍ତ୍ରଣରେ ବାହାଘର ଭୋଜିରେ ଖାଇଥିବାରୁ ଛାତ୍ର ଜଣଙ୍କୁ ଏଭଳି ଭାବରେ ବେଇଜ୍ଜତ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ଭୋପାଳର ମ୍ୟାରେଜ୍ ଗାର୍ଡେନ ଠାରେ ଏହି ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବକ ଜଣକ ବିନା ନିମନ୍ତ୍ରଣରେ ଭୋଜି ଖାଇବାକୁ ଚାଲି ଆସିଥିଲେ। କନ୍ୟା … Read more

ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ ଅଭିନେତ୍ରୀ ରିୟା ଦେ, ଏହି ପୁଅ ହେଲେ ତାଙ୍କ ଜୀବନସାଥି

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଅଭିନେତ୍ରୀ ରିୟା ଦେ। ଏହି ଓଲିଉଡ ଅଭିନେତ୍ରୀ ଜଣକ ବ୍ୟବସାୟୀ ସୁନୀଲ କୁମାର ଦଳାଇଙ୍କୁ ବିବାହ କରିଥିବା ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ୧୧ ତାରିଖରେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିଲା। ବିବାହ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପରିବାର ଲୋକେ, ବନ୍ଧୁ ଓ ଓଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ। ଅଭିନେତ୍ରୀ ରିୟାଙ୍କ ଘର ବାଲେଶ୍ୱରରେ ହୋଇଥିବା ବେଳେ ସେହିଠାରେ ହିଁ ତାଙ୍କର ବିବାହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। … Read more

ଅଧିକ ଶାରୀରିକ ସମ୍ୱନ୍ଧ କଲେ ମହିଳାମାନେ କଣ ସତରେ ମୋଟି ହୋଇଯାଆନ୍ତି? ଜାଣନ୍ତୁ ଶରୀର ବୃଦ୍ଧିର ମୁଖ୍ୟ କାରଣ

ସବୁଦିନେ ସେକ୍ସ ଅକ୍ଟିଭ ରହିବା ଫଳରେ ଶରୀର ଉପରେ ଏହାର କି ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା। ଏକ ସର୍ଭେ ଅନୁସାରେ ସବୁଦିନ ସେକ୍ସ କରିବା ଫଳରେ ହାର୍ଟ୍ ନିରୋଗ ରହେ ଓ ଟେନସନ ଦୂର ହେବା ସହିତ ଭଲ ନିଦ ମଧ୍ୟ ହୋଇଥାଏ। ଏପରିକି ସେକ୍ସ କଲେ ଶରୀରର ରକ୍ତ ସଞ୍ଚାଳ ମଧ୍ୟ ଭଲ ହୋଇଥାଏ ଫଳରେ ରକ୍ତ ସ୍ୱଚ୍ଛ ହେବା ସହିତ ଶରୀର ଭଲ ରହେ। କିଛି ଡକ୍ଟର ଙ୍କ କହିବା ଅନୁସାରେ ସେକ୍ସ … Read more

ରୁପି ସମସ୍ୟାକୁ ନେଇ ଚିନ୍ତିତ କି? ଶୀତଦିନେ ଏମିତି ଦୂର କରନ୍ତୁ ରୁପି ସମସ୍ୟା, ଜାଣନ୍ତୁ ସହଜ ଉପାୟ

ଶୀତଦିନେ ରୁପି ସମସ୍ୟା ଅନେକଙ୍କ ଲାଗି ଚିନ୍ତାର କାରଣ ପାଲଟେ, ଯାହାକୁ ରୋକିବା ଲାଗି ସେମାନେ ବିଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ ଏଭଳି କିଛି ଖାଦ୍ୟ ରହିଛି, ଯାହା କି ରୁପି ସମସ୍ୟା ଦୂର କରିବାରେ ବେଶ୍‌ ଉପକାରୀ। ଶୀତଦିନେ ଅନେକଙ୍କର ପାଣି ପିଇବା କମିଯାଏ। ଫଳରେ ଠିକ୍‌ ଭାବେ ଖାଦ୍ୟ ହଜମ ହୁଏ ନାହିଁ। ଏହା ମଧ୍ୟ ଅନେକଙ୍କ ମୁଣ୍ଡରେ ରୁପି ହେବାର ଏକ କାରଣ। ତେଣୁ ପ୍ରତିଦିନ ଖାଦ୍ୟରେ ଅଦା ସାମିଲ କଲେ ଏହା … Read more