୩୦ ଜୁଲାଇ ମଙ୍ଗଳବାର ରାଶିଫଳ : ଆଜି ଏହି 4 ଟି ରାଶିର ବ୍ୟକ୍ତିଙ୍କ ଉପରେ ଚାରିଆଡୁ ବର୍ଷିବ ଧନ। ଜାଣନ୍ତୁ ଆପଣଙ୍କ ରାଶିଫଳ…

ମେଷ ରାଶି : ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବ। କାର୍ଯ୍ୟରେ କିଛି ଅସୁବିଧା ହୋଇପାରେ, କିନ୍ତୁ ଆପଣଙ୍କ କଠିନ ପରିଶ୍ରମ ଫଳ ଦେବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ, ବିଶେଷ କରି ମୁଣ୍ଡବିନ୍ଧା କିମ୍ବା ଚାପରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ପାରିବାରିକ ଜୀବନରେ ପ୍ରେମ ଏବଂ ସମର୍ଥନ ଅଭାବ ହୋଇପାରେ। ପିଲାମାନଙ୍କ ସହିତ ଯୋଗାଯୋଗ ବଜାୟ ରଖନ୍ତୁ। ବୃଷ ରାଶି : ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ କର୍ମକ୍ଷେତ୍ର ଏବଂ ସାମାଜିକ ସ୍ତରରେ … Read more

ଦେଖନ୍ତୁ ଭିଡ଼ିଓ: କ୍ଷୀର ସିଝାଇବା ସମୟରେ ଉତୁରି ନଷ୍ଟ ହେଉଛି କି ? ଏହି ସରଳ ଦେଶୀ ଉପାୟ ଆପଣାନ୍ତୁ

ପ୍ରାୟତଃ ମହିଳା ମାନେ ରୋଷେଇ ଘରେ କ୍ଷୀର ଫୁଟିବାକୁ ଛାଡ଼ିଦେଇ ଅନ୍ୟ କାମରେ ବ୍ୟସ୍ତ ରହିଯାଇଥାନ୍ତି। ଫଳରେ ଦୀର୍ଘ ସମୟ ଧରି କ୍ଷୀର ଗରମ ହେବା ପରେ ଏହା ଉତୁରିବାକୁ ଲାଗିଥାଏ। ଏପରି ହେଲେ କ୍ଷୀର ନଷ୍ଟ ହେବା ସହ ଏହାକୁ ହିନ୍ଦୁ ଧର୍ମ ଅନୁଯାଇ ଅଶୁଭ ବୋଲି ବିବେଚନା କରାଯାଇଥାଏ। କିନ୍ତୁ, ଆଜି ଆମେ ଏକ ଭିଡ଼ିଓ ଆପଣ ମାନଙ୍କ ପାଇଁ ଆଣିଛୁ ଯେଉଁଥିରେ ଏକ ଛୋଟ ଦେଶୀ ଯୁଗାଡ଼ ଫଳରେ ଆପଣ ଏହି ସମସ୍ୟାରୁ … Read more

ମନ୍ଦିର ଭିତରେ ସ୍ୱୟଂ ଭଗବାନଙ୍କ ସହ ରହୁଥିଲା ଝିଅ: ୧୨ ବର୍ଷ ପରେ ଖୋଲିଲା ଅଭିଶପ୍ତ ମନ୍ଦିର, ଆଉ ତାପରେ…

ଭାରତୀୟ ଧାର୍ମିକ ପରମ୍ପରାରେ ରହିଛି ଅନେକ ରୀତିନୀତି। ଏହି ରୀତିନୀତି ଓ ପରମ୍ପରା କାହିଁ କେତେ ଯୁଗରୁ ଗଢ଼ି ଉଠିଛି। ଯାହା ଉପରେ ପ୍ରଗାଢ଼ ବିଶ୍ୱାସ ରହିଛି ଲୋକ ମାନଙ୍କର। କୁହାଯାଏ ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁ ଦୂର। ଠିକ୍ ସେହିପରି ଅନେକ ପରମ୍ପରା ରହିଛି ଯାହାକୁ ବିନା ପ୍ରଶ୍ନ ଉଠାଇ ବିଶ୍ଵାସର ସହିତ ପାଳନ କରି ଆସୁଛନ୍ତି ଲୋକେ। ଏ ଭଳି ଏକ ଘଟଣା ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ପରେ ଆପଣ … Read more

ବଡ଼ ବିପତ୍ତି ଆସିବା ପୂର୍ବରୁ ଘରର ତୁଳସୀ ଗଛ ଦିଏ ଏହି ସଂକେତ, ଜାଣନ୍ତୁ ଶାସ୍ତ୍ର ରେ କଣ କୁହା ହେଇଛି

ତୁଳସୀ ଗଛକୁ ମାଆ ଲକ୍ଷ୍ମୀଙ୍କ ରୂପରେ ସମସ୍ତେ ମାନନ୍ତି। ଯେଉଁ ଘର ଅଗଣାରେ ତୁଳସୀ ଗଛ ରହିଥାଏ ସେହି ଘରେ ଯଦି କୌଣସି ପାରିବାରିକ ଓ ଅର୍ଥିକ ସମସ୍ୟା ଦେଖାଦେବାକୁ ଯାଉଥାଏ ତାହେଲେ ତୁଳସୀ ଗଛ କେତେକ ସଂକେତ ଦେଇଥାଏ।  ସାଧାରଣତଃ ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛ ନିଶ୍ଚିତ୍ତ ରୂପେ ଦେଖିବାକୁ ମିଳେ। ଏହା ଖୁବ୍‍ ପବିତ୍ର। ତୁଳସୀ ଗଛ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‍ ଉପକାରୀ ହୋଇଥିବା ବେଳେ କୌଣସି ବିପଦ ଆସିବା ପୂର୍ବରୁ … Read more

ପ୍ୟାରିସ୍ ଅଲିମ୍ପିକ୍ ଇଭେଣ୍ଟରେ ଖେଳାଳିଙ୍କୁ ବଣ୍ଟା ଯାଉଛି କଣ୍ଡୋମ୍, ଏହାପଛର କାରଣ ଜାଣି ହେବେ ତାଜୁବ୍

ପ୍ୟାରିସ ଅଲମ୍ପିକ ଇଭେଣ୍ଟରେ ବଣ୍ଟା ହେଉଛି କଣ୍ଡୋମ୍ ! ଆଜ୍ଞା ହଁ । ହୁଏ ତ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ କଥାଟି ସତ । ରିପୋର୍ଟ୍ ଅନୁସାରେ ହଜାର ହଜାର କଣ୍ଡୋମ୍ ଖେଳାଳିଙ୍କୁ ଦିଆ ଯାଇଥିବା ବେଳେ ଆହୁରି ତିନି ଲକ୍ଷ ମଧ୍ୟ ବଣ୍ଟାଯିବ।  ତେବେ ଏହି ପ୍ୟାରିସ ଅଲିମ୍ପିକ୍ ଜୁଲାଇ ୨୬ରେ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୧୧ ରେ ଶେଷ ହେବା । କିନ୍ତୁ ଆପଣ ଭାବୁଥିବେ ଅଲିମ୍ପିକ … Read more

ସ୍ୱାମୀର ଗୋଡ଼ ଦବେଇବା ପଛର ଧାର୍ମିକ କାରଣ, ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ ଏହା ବିଷୟରେ ନିଶ୍ଚିତ ଜାଣିବା ଦରକାର

ଅନ୍ୟ ଧର୍ମ ଅପେକ୍ଷା ହିନ୍ଦୁ ଧର୍ମରେ ରୀତିନୀତିର ଅଧିକ ସ୍ୱୀକୃତି ରହିଛି ଳ। ସେହି ରୀତିନୀତି ମଧ୍ୟରୁ ଗୋଟିଏ ହେଉଛି ପତ୍ନୀ ସ୍ୱାମୀଙ୍କ ପାଦକୁ ଦବାନ୍ତି। କିନ୍ତୁ ହେଲେ କଣ ଆପଣ ଜାଣନ୍ତି କି କଣ ରହିଛି ଏହା ପଛର ରହସ୍ୟ। କାହିଁକି ପତ୍ନୀ ହିଁ କେବଳ ସ୍ୱାମୀଙ୍କ ପାଦ ଦବାନ୍ତି? ଏହା ପଛର କାରଣ କ’ଣ ଆପଣ ଜାଣନ୍ତି କି? ତେବେ ଜାଣନ୍ତୁ ଏହା ପଛର ପ୍ରକୃତ କାରଣ….ଆପଣ ନିଶ୍ଚୟ ଦେଖିଥିବେ ଯେ ଦେବୀ ଲକ୍ଷ୍ମୀ … Read more

୨୯ ଜୁଲାଇ ସୋମବାର ରାଶିଫଳ : ଏହି ରାଶି ମାନଙ୍କ ଆଜିର ଦିନ ଉତ୍ଥାନ ପତନ ରହିବ।

ମେଷ ରାଶି : ଆଜି ଦିନରେ ଆପଣ ସବୁ ସମସ୍ୟାରୁ ମୁକ୍ତ ପାଇବ। ଯଦି ଆପଣ ଏକ ପାର୍ଟ ଟାଇମ୍ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଭଲ ହେବ। ବ୍ୟବସାୟ ସଂପର୍କରେ ଆପଣ ଏକ ଦୀର୍ଘ ଦୂରତା ଯାତ୍ରା କରିବାକୁ ସୁଯୋଗ ପାଇବେ। ଭ୍ରମଣ ସମୟରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବେ। ପିତାମାତାଙ୍କ ଆଶୀର୍ବାଦ ସହିତ, ଆପଣଙ୍କର ଯେକୌଣସି ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ସ୍ୱାସ୍ଥ୍ୟ ବିଷୟରେ ସଚେତନ ହେବା … Read more

ଏହି 10 ଟି କାରଣ ଯୋଗୁ ଖରାପ ହୋଇଥାଏ ରୋମାଣ୍ଟିକ ସମ୍ପର୍କ…

ଆଜିକାଲି ସମ୍ପର୍କ ଦ୍ରୁତ ଗତିରେ ଭାଙ୍ଗିବା ଆରମ୍ଭ ହୋଇଛି। ସମଗ୍ର ବିଶ୍ୱରେ ଛାଡପତ୍ର ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତ ଭଳି ଦେଶରେ, ଯେଉଁଠାରେ ଛାଡପତ୍ର ମାମଲା ନଥିଲା କହିଲେ ଚଳେ, ସେଠାରେ ମଧ୍ୟ ଏବେ ଅଲଗା ହେବାର ଧାରା ଆରମ୍ଭ ହୋଇଛି। ରୋମାଣ୍ଟିକ୍ ସମ୍ପର୍କର ଭାଙ୍ଗିବା ଆଉ ବଡ ଖବର ଭାବରେ ବିବେଚନା କରାଯାଏ ନାହିଁ। କିନ୍ତୁ ଏହା କାହିଁକି ଘଟେ? ପ୍ରେମ କିମ୍ବା ବିବାହ ବନ୍ଧନରେ ବନ୍ଧା ହୋଇ ରହିଥିବା ଦୁଇ … Read more

ସୁଇଟ କର୍ଣ୍ଣ ବା ମିଠା ମକା ଖାଇବା ହୃଦୟ, ମସ୍ତିଷ୍କ ଏବଂ ପେଟ ପାଇଁ ହୋଇଥାଏ ଲାଭଦାୟକ। ଏଥିସହିତ ଷ୍ଟ୍ରୋକ୍ ହେବାର ଆଶଙ୍କା ମଧ୍ୟ କମାଇଥାଏ।

ମିଠା ମକା ଫାଇବରରେ ଭରପୁର ଅଟେ। ମିଠା ମକାରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯେଉଁଥିରେ ଫାଇବର ଗୁରୁତ୍ୱପୂର୍ଣ୍ଣ। 100 ଗ୍ରାମ ମିଠା ମକା 2.70 ଗ୍ରାମ ଫାଇବର ଧାରଣ କରିଥାଏ। ଯେହେତୁ ହଜମ ପାଇଁ ଫାଇବର ଜରୁରୀ, ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ଏହାକୁ ଖାଇବା ଦ୍ୱାରା ଆମର ହଜମ ପ୍ରକ୍ରିୟାରେ ଉନ୍ନତି ହୁଏ। ଆମେ ଇଂଷ୍ଟାଟ ଏନର୍ଜୀ ପାଇଥାଉ। ଯଦି ପୋଡା ମକା କିମ୍ବା ସିଜା ମକା ନିୟମିତ ଖାଇବା ଦ୍ଵାରା ହୃଦରୋଗ … Read more

ଗରୁଡ଼ ପୁରାଣର ଭୟଙ୍କର କଥା ମୃତ୍ୟୁ ପରେ ଆତ୍ମା କୁଆଡ଼େ ଯାଏ? କେଉଁ ପାପ କଲେ କେଉଁ ଜନ୍ମ ମିଳିଥାଏ?

ଜନ୍ମ ପରେ ମୃତ୍ୟୁ ସତ୍ୟ ଏକଥା ସମସ୍ତେ ଜାଣନ୍ତି ଓ ଆଖିରେ ଦେଖନ୍ତି ମଧ୍ୟ କିନ୍ତୁ ମୃତ୍ୟୁ ପରେ ଜୀବ ଜନ୍ମଗ୍ରହଣ କରେ , ଏକଥା ବହୁଲୋକ ବିଶ୍ଵାସ କରନ୍ତି ନାହିଁ। କାରଣ ଯେଉଁ ଦେହଟା ସହିତ ସମସ୍ତେ ସମ୍ପର୍କ ରଖି ସଂସାରରେ ଚଳପ୍ରଚଳ ହେଉଥାନ୍ତି , ସେହି ଦେହଟାକୁ ମଲାପରେ ପୋତି ପକାନ୍ତି ବା ପୋଡି ପକାନ୍ତି। ସେ ଦେହଟା ଯେ ପୁଣି ଫେରି ଆସିବ ଏ ସମ୍ଭାବନା ମୋଟେ ନ’ ଥାଏ। ତେଣୁ ମୃତ୍ୟୁ … Read more