ସୁନ୍ଦରୀ ଭାଉଜଙ୍କ ଅଶ୍ଳୀଳ କାରନାମା, ଇରାନୀଙ୍କ ଫୋନ ରୁ ମିଳିଲା ବଡ଼ ପ୍ରମାଣ ସାଜିଲା, ଦେଖିବାକୁ ମିଳିଲା ଅଶ୍ଳୀଳ ଭିଡ଼ିଓ

​​​​​​ହନିଟ୍ରାପ ଏବଂ ଲୁଟପାଟ ର ଆଉ ଏକ ଘଟଣା ଆସିଛି ଆଖି ସାମ୍ନାକୁ । ଘଟଣାଟି ରଜଧାନିର ଏବଂ କାହା ପାଇଁ ଗାର୍ଲ୍ ଫ୍ରେଣ୍ଡ୍ ତ କାହା ପାଇଁ ଭାଉଜ ସାଜି ଲୁଟୁଛନ୍ତି ଟଙ୍କା । ଛାତ୍ର ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ କାହାକୁ ଛାଡ଼ି ନାହାଁନ୍ତି ସେ।

ବଡ଼ ବଡ଼ିଆ ମଧ୍ୟ ଶାରୀରିକ ସୁଖ ପାଇଁ କିଛିବି କରୁଛନ୍ତି । ତେବେ ନିକଟରେ ଚର୍ଚ୍ଚାରେ ରହିଥିବା ଇରାନୀ ମାମଲାରେ ବର୍ତ୍ତମାନ ପୋଲିସ ତଦନ୍ତ କରୁଥିବା ଜାଣିବାକୁ ମିଳିଛି । ଆଉ ଯେଉଁଥିରେ ସବୁଠାରୁ ବଡ଼ ପ୍ରମାଣ ରହିଛି ଇରାନୀଙ୍କ ଫୋନ ।

ତମାଣ୍ଡ ଥା-ନା ଅଧିକାରୀଙ୍କ କହିବା ଅନୁଯାୟୀ ଇରାନୀ ଏବଂ ତାଙ୍କ ସ୍ୱାମୀ ଯେଉଁ ଦୁଇ ଜଣଙ୍କ ମୁଖ୍ୟ ଅଭି-ଯୁକ୍ତ ଅଟନ୍ତି , ସେମାନେ ଏଭଳି କାମ ଅନେକ ଦିନ ହେବ କରି ଆସୁଥିଲେ । କହିବାକୁ ଗଲେ ଦୁହେଁ ଯାତ୍ରାରେ କାମ କରୁଥିଲେ । ଆଉ ତାପରେ ଦୁହେଁ ରୋଜଗାର ପାଇଁ ଏଭଳି କାମ ଆରମ୍ଭ କରି ଦେଇଥିଲେ ।

ଦେଖନ୍ତୁ ଭିଡ଼ିଓ:

ଫେସବୁକରୁ ପ୍ରଥମେ ବଡ଼ ବଡ଼ିଆଙ୍କୁ ଚିହ୍ନଟ କରି ପ୍ରଥମେ ପ୍ରେମ ଜାଲରେ ଫସାଉ ଥିଲେ ଇରାନୀ । ଆଉ ତାପରେ ଆରମ୍ଭ କରୁଥିଲେ ସେ-କ୍ସ ଚାଟ । ତାପରେ ରାଜଧାନୀରେ ଥିବା ଭଡ଼ା ଘରକୁ ବଡ଼ ବଡ଼ିଆଙ୍କୁ ଡାକୁଥିଲେ ।