ପଡ଼ିବାକୁ ଯାଉଛି ଏକ ବିରଳ ଯୋଗ । ଗୋଟିଏ ମାସରେ ପଡ଼ିବ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ । ଗଣନା ଅନୁସାରେ ୨୦୨୩ ଅକ୍ଟୋବର ୧୪ ରେ ବାର୍ଷିକ ସୂର୍ଯ୍ୟ ପରାଗ ଏବଂ ଅକ୍ଟେବର ୨୮ରେ ଆଂଶିକ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଏହାର ପ୍ରଭାବ ନିଆରା ରହିବ ପ୍ରାୟ ଅଧିକାଂଶ ଦେଶ ଏହାକୁ ଅନୁଭବ କରିବେ । ତେବେ ଆସନ୍ତୁ ଜାଣିବ କେବେ ଏବଂ କେଉଁ ସମୟରେ ପରାଗ ଓ ଗ୍ରହଣ ହେବାକୁ ଯାଉଛି ।
ସୂର୍ଯ୍ୟ ପରାଗ – ଅକ୍ଟୋବର ୧୪, ୨୦୨୩
ସୂର୍ଯ୍ୟ ପରାଗ ଆରମ୍ଭ ସମୟ ୧୧.୨୯ଚଗ
ସୂର୍ଯ୍ୟ ପରାଗ ସମାପ୍ତି ୧୧.୩୪ଚଗ ଅକ୍ଟୋବର ୧୪, ୨୦୨୩
ଚନ୍ଦ୍ର ଗ୍ରହଣ ସମୟ ଅକ୍ଟୋବର ୨୮,୨୦୨୩
ଚନ୍ଦ୍ର ଗ୍ରହଣ ଆରମ୍ଭ ୧୧.୩୧ଚଗ
ଚନ୍ଦ୍ର ଗ୍ରହଣ ଶେଷ ୩.୩୬ଇଗ ଅକ୍ଟୋବର ୨୯,୨୦୨୩
ଆହୁରି ପଢନ୍ତୁ :- ସ୍ୱାମୀ-ସ୍ତ୍ରୀ ଶୋଇବା ପୂର୍ବରୁ ରୁ ୭ ଦିନ ଯାଏ କରନ୍ତୁ ଏହି ଗୋଟିଏ କାମ, ଆପଣଙ୍କ ଭାଗ୍ୟ ବଦଳିଯିବ, ଘରେ ଆଉ ହବନି ଅଶାନ୍ତି
ଏହି ଚନ୍ଦ୍ର ଗ୍ରହଣ ର ପ୍ରଭାବ ଆଂଶିକ ରହିବ । ଏହା ୟୁରୋପ, ଆଫ୍ରିକା, ଏସିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆ ସମେତ ବିଶ୍ଵର ଅନେକ ସ୍ଥାନରୁ ଦୃଶ୍ୟମାନ ହେବ ବୋଲି ଆକଳନ କରାଯାଇଛି ।