ଦେଖନ୍ତୁ ଭିଡିଓ: ଦୋକାନ ଭିତରେ ଖେଳ କରୁଥିଲେ, ସଟର ଖୋଲି ଉଲଗ୍ନ ଯୁବତୀକୁ ଟାଣି ଆଣିଲେ ଲୋକେ ଆଉ ତା’ପରେ

ସାରା ଦେଶରେ ବର୍ତ୍ତମାନ କରୋନା ପାଇଁ ଭୟ ଓ ଆଶଙ୍କାର ମାହୋଲ ସୃଷ୍ଟି ହୋଇଛି । ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଲକଡ଼ାଉନ ଘୋଷଣା କରାଯିବା ସହ ଲୋକମାନଙ୍କ ଯାତାୟତ ଉପରେ ରୋକ ଲଗାଯାଇଛି । କିନ୍ତୁ ଏଭଳି ପରିସ୍ଥିତିରେ କିଛି ଏପରି ଲୋକମାନେ ମଧ୍ୟ ଅଛନ୍ତି ଯେଉଁମାନେ ନିଜ କାମନାକୁ ଚରିତାର୍ଥ କରିବା ପାଇଁ ଲକଡ଼ାଉନ ଭଳି ପଦକ୍ଷପର ଦୁରୋପଯୋଗ କରୁଛନ୍ତି ।

ଏହିପରି ଏକ ଘଟଣା ଉତ୍ତର ପ୍ରଦେଶର ଏକ ମାର୍କେଟ ରେ ଦେଖିବାକୁ ମିଳିଛି, ଯେଉଁଠାରେ ଲକଡ଼ାଉନ ବେଳେ ଏକ ବନ୍ଦ ମୋବାଇଲ ଦୋକାନ ଭିତରୁ ଜଣେ ଯୁବକ ଏବଂ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଲୋକେ ଧରିଛନ୍ତି । ଏହି ପୁରା ଘଟଣାର ଏକ ଭିଡ଼ିଓ ମଧ୍ୟ ରେକର୍ଡ଼ ହୋଇଥିବା ବେଳେ ବର୍ତ୍ତମାନ ଏହା ଭାଇରାଲ ହେବାରେ ଲାଗିଛି । ପୁରା ଘଟଣା ମୁତାବକ ଉକ୍ତ ବଜ଼ାରରେ ଲକଡ଼ାଉନ ନିୟମ ପାଇଁ ସମସ୍ତ ଦୋକାନ ଦିନ ୧୧ଟା ପରେ ବନ୍ଦ କରି ଦିଆଯାଉଥିଲା । କିନ୍ତୁ ସେଠାରେ ଥିବା ଏକ ମୋବାଇଲ ଦୋକାନ ଭିତରକୁ ଯୁବତୀଙ୍କର ପ୍ରବେଶ କରିବା ଏବଂ ଭିତରପଟୁ ସଟର ପଡୁଥିବା ଦେଖିବାକୁ ପାଇଥିଲେ ଲୋକେ । ଏହିପରି କିଛିଦିନ ଲଗାତାର ଚାଲିବାରୁ ଲୋକମାନଙ୍କ ମନରେ ସନ୍ଦେହ ହୋଇଥିଲା ଫଳରେ ଦିନେ ସେମାନେ ଏକଜୁଟ ହୋଇ ଉକ୍ତ ଦୋକାନର ସଟର ଖୋଲିଥିଲେ ।

ସଟର ଖୋଲିବା ପରେ ଭିତରର ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା ଥିଲା । ସେଠାରେ ଜଣେ ବ୍ୟକ୍ତି ଜଣେ ଯୁବତୀଙ୍କ ସହ ଯୌନ କ୍ରୀଡାରେ ଲିପ୍ତ ଥିବା ଦେଖିବାକୁ ମିଳିଥିଲା । ଉତ୍ୟକ୍ତ ଲୋକମାନେ ଉଲଗ୍ନ ଅବସ୍ଥାରେ ଦୁଇଜଣଙ୍କୁ ବାହାରକୁ ଟାଣି ଆଣିଥିଲେ ଏବଂ ଘଟଣା ବିଷୟରେ ପୋଲିସକୁ ଜଣାଇ ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ଯୁବକ ଏବଂ ଯୁବତୀଙ୍କୁ ଗିରଫ କରିଥିଲା ।

ଦେଖନ୍ତୁ ଭିଡିଓ :-

ତେବେ ଯୁବତୀ ଜଣଙ୍କୁ ଏହି ଘଟଣା ବିଷୟରେ ପଚରା ଯିବାରୁ ସେ ମୋବାଇଲ ଦୋକାନକୁ ରିଚାର୍ଜ କରିବା ପାଇଁ ଯାଇଥିଲେ ଏବଂ ତାଙ୍କର ଦୋକାନ ମାଲିକ ସହିତ କୌଣସି ସମ୍ପର୍କ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି ।