କେବଳ ସୁନ୍ଦରୀ ଝିଅ ମାନଙ୍କୁ ଭକ୍ତ ବନାଉ ଥିଲେ ଏହି ବାବା, ପାଖରେ ରଖି ଦେହ ସୁଖ ନେଇ ଲୋକଙ୍କୁ ବାଣ୍ଟୁଥିଲା, ଜାଣନ୍ତୁ ପୁରା ଘଟଣା…

ବାଛି ବାଛି ସୁନ୍ଦରୀ ଯୁବତୀଙ୍କୁ ପାଖରେ ରଖୁଥିଲେ ବାବା। ନିଜେ ସେବା ନେଉଥିଲେ ଏବଂ ଅନ୍ୟ ମାନଙ୍କୁ ବି ସେବା ଯୋଗାଇ ଦେଉଥିଲେ। ପ୍ରାୟ ପାଖା ପାଖି ୬୦୦ ରୁ ଅଧିକ ସୁନ୍ଦରୀ ଝିଅଙ୍କୁ ନିଜ ପାଖରେ ରଖି ଧନ୍ଦାରେ ଲଗାଉଥିଲେ ବାବା। ଯେଉଁଥିରୁ ବାବାଙ୍କର ବେଶ୍ ଭଲ ରୋଜଗାର ବି ହେଉଥିଲା। 

ଆମେ କହୁଛୁ ନିକଟ ଦିନ ଗୁଡିକରେ ବେଶ୍ ଚର୍ଚ୍ଚାରେ ଥିବା ବାବା ଭିମା ନନ୍ଦଙ୍କ ବିଷୟରେ । ଯିଏ ରାତାରାତି ସିକୁରୁଟି ଗାର୍ଡରୁ ବନି ଯାଇଥିଲେ ଲୋକ ମାନଙ୍କର ଅତି ପ୍ରିୟ ଇଛାଧାରୀ ବାବା । ଯାହା ପରେ ସେ ଆରମ୍ଭ କରି ଦେଇଥିଲେ ନିଜର କଳା କାରନାମା। ରାତାରାତି ବଡ଼ ଲୋକ ହେବାର ନିଶା ବାବାଙ୍କୁ ବେଶ୍ ଘାରିଥାଏ। ଧର୍ମ ଅଧର୍ମ କଥା ବିଚାର ନ କରି ରାତାରାତି ବଡ ଲୋକ ହେବାର ସ୍ଵପ୍ନ ରାଇଜରେ ଘୁରି ବୁଲୁଥାନ୍ତି ବାବା।

ତେବେ ଆସନ୍ତୁ ଜାଣିବା ବାବାଙ୍କ ଇତିହାସ। ସେ କିପରି ଏକ ଶିକୁରୁଟି ଗାର୍ଡରୁ ଲୋକଙ୍କର ଅତି ପ୍ରିୟ ବାବା ବନିଗଲେ। ଫାଇଭ୍ ଷ୍ଟାର ହୋଟେଲ୍ ରେ ସିକୁରୁଟି ଥିବା  ବେଳେ  ବାବା ଅନେକ ବଡ ଲୋକ ମାନଙ୍କୁ ଦେଖୁ ଥିଲେ। ସେମାନଙ୍କ ଚାକ ଚକିୟ ଜୀବନରେ ବେଶ୍ ପ୍ରଭାବିତ ହେଉଥିଲେ ବାବା ।