ରବିବାର ଦିନ ସୂର୍ଯ୍ୟ ଦେବଙ୍କ ଉପାସନା କରିବାର ସବୁଠାରୁ ଶ୍ରେଷ୍ଠତମ ଦିନ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା ସୂର୍ଯ୍ୟ ଦେବତାଙ୍କ ପୂଜା ଆମେ କିପରି କରିବା।
ସୂର୍ଯ୍ୟ ଦେବଙ୍କୁ ଜଗତର ଆତ୍ମା କୁହାଯାଏ। ପଞ୍ଚ ଦେବତା ଅର୍ଥାତ ସୂର୍ଯ୍ୟ, ଶ୍ରୀ ଗଣେଶ, ମହାଦେବ, ଭଗବାନ ବିଷ୍ଣୁ ଏବଂ ମାତା ଦୁର୍ଗା ମଧ୍ୟରୁ କେବଳ ସୂର୍ଯ୍ୟ ଦେବ ଆମକୁ ସବୁବେଳେ ପ୍ରତକ୍ଷ ଉଦୟ ହୋଇ ଦର୍ଶନ ଦିଅନ୍ତି।
ସୂର୍ଯ୍ୟ ଦେବଙ୍କୁ ସଦାବେଳେ ତମ୍ବା ଢ଼ାଳ ରେ ଜଳ ଅର୍ପଣ କରିବା ଉଚିତ। ମାନ୍ୟତା ଅଛି କି ସୂର୍ଯ୍ୟ ଦେବଙ୍କ କୃପା ପାଇବା ପାଇଁ ଗାଈ କୁ ନିଜ ହାତରେ ଗୁଡ଼ ଖୁଆଇବା ଉଚିତ।
ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରତେକ ଦିନ ଆଦିତ୍ୟ ହୃଦୟ ସ୍ରୋତ ପାଠ କରିବା ଉଚିତ।
ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ବେଳେ ସୂର୍ଯ୍ୟ ଙ୍କ ମନ୍ତ୍ର ପାଠ କରିବା ତାଙ୍କୁ ପ୍ରଣାମ କରିବା ଉଚିତ। ମନ୍ତ୍ରଟି ହେଲା ଓଁ ଆଦିତ୍ୟାୟ ନମଃ।