ଯୌନ ସମ୍ପର୍କ ରଖୁଥିଲେ ହୋଇ ଯାଆନ୍ତୁ ସାବଧାନ ; ନଚେତ୍ ଆପଣଙ୍କ ସହ ବି ହୋଇ ଯାଇପାରେ ଏପରି କିଛି ! ଦିନକୁ ଥରରୁ ଅଧିକ କିମ୍ବା ଯଦି ପ୍ରତ୍ୟେକ ଦିନ ଯୌନ ସଂପର୍କ ରଖୁଥାନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ।
ଯୌନ ସମ୍ପର୍କ ବା ଯାହାର ଇଂରାଜୀ ନାମ ହେଉଛି ସେକ୍ସ୍ । ଏହା ଆମ ଜୀବନ ଶୈଳୀର ଏକ ପର୍ଯ୍ୟାୟ ଅଟେ । ଯାହାର କି ସବୁବେଳେ ନକାରାତ୍ମକ ପ୍ରଭାବ ରହିଛି ତାହା କହିବା ହୁଏ ତ ଭୂଲ ହୋଇପାରେ । କାରଣ ସେକ୍ସ୍ ପାଇଁ ହିଁ ମଣିଷ ସମାଜ ତିଷ୍ଠି ରହି ପାରିଛି ।
ହେଲେ କିନ୍ତୁ ସବୁ ଜିନିଷର ଏକ ସୀମା ରହିଥାଏ । ଯାହାକୁ ପାର ହେଜେ ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ସେହିଭଳି ସେକ୍ସ୍ ମଧ୍ୟ ଏକ ଏପରି ଯାହାକୁ ବାରମ୍ବାର କଲେ ମଧ୍ୟ ଆମ ମନ ଭରି ନଥାଏ । ଏବଂ ଏହା ଏକ ଅଭ୍ୟାସରେ ପରିଣତ ହୋଇ ଯାଇଥାଏ ମଧ୍ୟ ।
ଏକ ରିପୋର୍ଟ ଅନୁସାରେ, ଯଦି କେହି ପୁରୁଷ କିମ୍ବା ନାରୀ ବାରମ୍ବାର ସେକ୍ସ୍ କରନ୍ତି ତେବେ ସେମାନଙ୍କ ଥାଇ ବିଭିନ୍ନ ପ୍ରକାରର ସାୟା ଦେଖା ଦେଇଥାଏ । ଯାହାକି ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ନିକଟରେ ଅଧିକ ଦେଖା ଦେଇଥାଏ ।
ବାରମ୍ଵାର ସେକ୍ସ୍ କରିବା ଦ୍ବାରା ମହିଳା ମାନେ ପୁରୁଷ ମାନଙ୍କ ତୁଳନାରେ ଦୁର୍ବଳ ହୋଇ ଯାଆନ୍ତି । ଏପରିକି ବାରମ୍ବାର ସେକ୍ସ୍ ଦ୍ଵାରା ମହିଳା ମାନଙ୍କ ନିକଟରେ ରକ୍ତ ହୀନତା ମଧ୍ୟ ଦେଖା ଦେଇଥାଏ । ମହିଳାମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ମହିଳା ଯୌନାଙ୍ଗ ଫୁଲି ଥାଏ । ଏହି ସମସ୍ୟା ହେତୁ ଅନେକ ମହିଳା ଯୌନ ପ୍ରସଙ୍ଗଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ।