ଦେଖନ୍ତୁ ଭିଡ଼ିଓ : କ୍ଲାସରୁମରେ ଅଶ୍ଳୀଳତାର ସୀମା ଟପିଗଲେ ଛାତ୍ରଛାତ୍ରୀ, ଚିନ୍ତାରେ ଅଭିଭାବକ…

ଭାଇରାଲ୍ ହେଲା ବିଦ୍ୟାଳୟରେ ପଢୁଥିବା ଦୁଇ ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ! ଆପଣ ବି ଭିଡ଼ିଓଟି ଦେଖିଲେ ଆପଣଙ୍କୁ ବି ହୁଏ ତ ଲାଜ ଲାଗିପାରେ । ଆପଣ ବି ଭାବି ପାରନ୍ତି ଏମାନେ ଏତେ ଛୋଟ ଛୋଟ ପିଲା ହୋଇ କିପରି ଏପରି କାମ କରୁଛନ୍ତି ? 

ତେବେ କହିବାକୁ ଗଲେ ତ ଆଜିକାଲିର ଏ ପିଲା ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସୁଛନ୍ତି ନା ପ୍ରେମ କରିବାକୁ । ତାହା ପୁଣି ଖୁଲମ୍ ଖୁଲା । ପୁରା କ୍ଲାସ ଆଗରେ । ଭିଡିଓଟିରେ ଆପଣ ଦେଖିବାକୁ ପାଇବେ କି କିପରି ଛାତ୍ର ଛାତ୍ରୀ ଦୁଇ ଜଣ ଅର୍ଥାତ୍ ପ୍ରେମୀ ଯୁଗଳ ଦୁଇ ଜଣ ପୁରା କ୍ଲାସକୁ ଖାତିର ନ କରି ସେମାନେ କିପରି ନିଜ ନିଜ ଦୁନିଆରେ ଅଛନ୍ତି ।

ତେବେ ଏଭଳି ଏକ ଲଜ୍ଜା ଜନକ ଭିଡ଼ିଓ ଦେଖିବାକୁ ମିଳିଛି ନୋଏଡ଼ା ବିଦ୍ୟାଳୟରୁ । ସୂଚନା ଅନୁସାରେ , ଦୁଇ ଜଣ ଛାତ୍ର ଛାତ୍ରୀ ଏକ କ୍ଲାସରେ ବସିଥିଲେ । କେବଳ ସେମାନେ ନୁହନ୍ତି ତାଙ୍କ ସହ ଆହୁରି ମଧ୍ୟ ଛାତ୍ର ଛାତ୍ରୀ ସେହି କ୍ଲାସ୍ ରେ ବସିଛନ୍ତି ।

କିନ୍ତୁ ସେ ଦୁଇ ଜଣ ଛାତ୍ର ଛାତ୍ରୀ ଏତେ ପିଲା ଥାଇ ମଧ୍ୟ ଦୁହେଁ ଦୁହିଁଙ୍କ ପ୍ରେମ ଦୁନିଆରେ ଅଛନ୍ତି । ଦୁହେଁ ଦୁହିଁଙ୍କୁ ଚୁମ୍ବନ କରିବାରେ ବ୍ୟସ୍ତ ଅଛନ୍ତି । ଏତେ ପିଲା ଥିଲେ ମଧ୍ୟ ତାଙ୍କର କାହାକୁ ଖାତିର ନାହିଁ । ଯଦି ସ୍କୁଲରେ ପଢୁଥିବା ଏତେ ଛୋଟ ଛୋଟ ପିଲା ଏପରି କାମ କରନ୍ତି ଭାବନ୍ତୁ ଆଗକୁ ଆଉ କଣ ହେବ ।

ଯଦି ସ୍କୁଲ ରେ ପଢୁଥିବା ପିଲା ଏପରି କରୁଛନ୍ତି ତେବେ କଲେଜ୍ ବହୁ ଦୂରର କଥା । ତେବେ ଆମେ ଆପଣଙ୍କୁ କହି ରଖୁଛୁ ଏହା ପ୍ରଥମ ଭାଇରାଲ୍ ଭିଡ଼ିଓ ନୁହେଁ ବରଂ ଏହା ପୂର୍ବରୁ ନୋଏଡାର କଲେଜ୍ ଏବଂ ୟୁନିଭର୍ସିଟିରୁ ମଧ୍ୟ ଏପରି ଅନେକ ଭାଇରାଲ୍ ଭିଡ଼ିଓ ଦେଖିବାକୁ ମିଳିଛି ।