ଏହି ୫ଟି ରାଶିର ଝିଅ କୁ ବିବାହ କଲେ ହେବନି କେବେ ଧନ ର ଅଭାବ, ମାଁ ଲକ୍ଷ୍ମୀଙ୍କ ସଦାବେଳେ ରହିବ କୃପା।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମଜାତକ ରେ ଏମିତି କିଛି ଗ୍ରହ ଓ ସ୍ଥାନ ରହିଛି ଯାହା ତାଙ୍କୁ ବିଶେଷ କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଜନ୍ମ ହୋଇଥିବା ମହିଳାମାନେ ନିଜ ସ୍ୱାମୀଙ୍କ ପାଇଁ ଲକ୍ଷ୍ମୀ ରୂପରେ ଆସିଥାନ୍ତି । ତେବେ ସବୁ ସ୍ତ୍ରୀ ନିଜ ସ୍ୱାମୀଙ୍କ ପାଇଁ ଲକ୍ଷ୍ମୀ ହୋଇଥାନ୍ତି, କିନ୍ତୁ ଏହି ୫ ଟି ରାଶିର ମହିଳାଙ୍କ ଜୀବନରେ ଆଗମନ ଶୀଘ୍ର ଉନ୍ନତି ଓ ସାମାଜିକ ପ୍ରତିଷ୍ଠା ଆଣିଥାଏ। ସ୍ୱାମୀଙ୍କ ପାଇଁ ଏହି ରାଶିର ଝିଅମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। 

କର୍କଟ ରାଶି- ଏହି ରାଶିର ଝିଅ ସ୍ଵଭାବରେ ଭାବୁକ ଏବଂ ଜିଦିଆ ମଧ୍ୟ ହୋଇଥାନ୍ତି।ଏମାନେ ସମସ୍ତଙ୍କୁ ନିଜ ବସ ରେ ରଖିଥାନ୍ତି।ନିଜର ସ୍ୱାମୀଙ୍କୁ ନିଜ ହାତ ମୁଠାରେ ରଖିଥାନ୍ତି ଏବଂ ଘରର ସବୁ ବଡ ବଡ ନିଷ୍ପତି ଏମାନେ ହିଁ ନେଇଥାନ୍ତି।ଭଲପାଇବା ଦ୍ୱାରା ନଚେତ ଜିଦି କରି ସମସ୍ତଙ୍କୁ ମନେଇନେଇଥାନ୍ତି।

କନ୍ୟା ରାଶି- ଏହି ରାଶିର ଝିଅଙ୍କୁ ତାଙ୍କ ପତିକୁ କଥାରେ ମନେଇବା ବହୁତ ଭଲରେ ଜଣାଥାଏ।ଏହାଛଡା ନିଜ ପତିକୁ ସବୁବେଳେ ନିଜ କାବୁରେ ରଖିଥାନ୍ତି ଯଦି ପତି ଏମାନଙ୍କ କଥା ଶୁଣେ ନାହିଁ ତେବେ ଏମାନେ ତାଙ୍କୁ ଆବେଗପ୍ରବଣ ଭାବରେ ଧମକେଇ ଥାଆନ୍ତି।ନିଜ ପତିକୁ ନେଇ ଏମାନେ ବହୁତ ସତର୍କ ରହିଥାନ୍ତି।

ସିଂହ ରାଶି- ଏହି ରାଶିର ଝିଅ ଜନ୍ମରୁ ହିଁ ମୁଖିଆ ଶ୍ରେଣୀର ହୋଇଥାନ୍ତି।ଏମାନଙ୍କୁ କାହା ଆଗରେ ମୁଣ୍ଡ ନୁଆଁଇବା ପସନ୍ଦ ନୁହେଁ।ଏହି ରାଶିର ଝିଅମାନଙ୍କ ପତି ଏମାନଙ୍କୁ ବହୁତ ଭଲ ପାଇଥାନ୍ତି।କିନ୍ତୁ ଯଦି କେବେ କିଛି ସମସ୍ୟା ଆସେ ତେବେ ଏମାନେ ସବୁ କିଛି ସମ୍ଭାଳିବାର କ୍ଷମତା ରଖିଥାନ୍ତି।

ବିଛା ରାଶି- ଏହି ରାଶିର ଝିଅମାନେ ବହୁତ ଚାଲାକ ହୋଇଥାନ୍ତି।ଜୀବନରେ ଯେତେ ବି ସମସ୍ୟା ଆସୁନା କାହିଁକି ନିଜ ପଟେ କାହାକୁ ନା କାହାକୁ ରଖିଥାନ୍ତି ସେହି ସମସ୍ୟାର ସମାଧାନ କରିବାପାଇଁ ।ସବୁ କାମକୁ ନିଜ ହାତ ମୁଠାରେ ରଖିଥାନ୍ତି। ଏମାନଙ୍କ ସହ କିଏ ଯଦି କେବେ ବି ଖରାପ ବ୍ୟବହାର କରିଥାଏ ତେବେ ଏମାନେ ତାର ପ୍ରତିଶୋଧ ନିଶ୍ଚୟ ନେଇଥାନ୍ତି।