ରାଜଧାନୀ ଭୁବନେଶ୍ୱର ରେ ଘଟୁଛି ଅଜବ ଘଟଣା । କେତେ ସ୍ତ୍ରୀ ପରା ପୁରୁଷ ସହ ଚାଲି ଯାଉଛି ତ କେବେ ସ୍ୱାମୀ ସ୍ତ୍ରୀ କୁ ଛାଡି ପ୍ରେମିକା ସହ ଛୁ ମାରୁଛନ୍ତି ।
ତେବେ ଆପଣମାନେ ଅନେକ ଏମିତି ଘଟଣା ଆଗରୁ ଶୁଣିଥିବେ କିନ୍ତୁ ଏବେ ନିଜ ଆଖିରେ ଦେଖନ୍ତୁ ମହିଳା ଜଣଙ୍କ କଣ କହୁଛନ୍ତି ।
ମହିଳା ଜଣଙ୍କ କହିବା ଅନୁସାରେ କିଛି ଦିନ ହେବ ସ୍ୱାମୀ ସହ ଝଗଡା ହେଉଥବାରୁ ଆଉ ସହି ନ ପାରି ନିଜ ପ୍ରେମିକ ପାଖକୁ ସେ ଘର ଛାଡି ଚାଲି ଯାଇଥିଲେ । ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣେ ବ୍ୟକ୍ତି ଙ୍କୁ ଭଲ ପାଇଁ ବସିଥିଲେ ।
ତେବେ ଏତେ କମ ସମୟରେ ଅନ୍ୟ ପୁରୁଷ ଙ୍କୁ ବିଶ୍ୱାସ କରିବା ପଡିଲା ମହଙ୍ଗା, କେବଳ 5 ଦିନ ପରେ ପ୍ରେମିକ ସବୁ ପ୍ରକାରର ଶାରୀରିକ ସୁଖ ନେଇ ପରେ ମହିଳା ଙ୍କୁ ଘରୁ ବାହାର କରିଦେଇଥିଲା ।
ତେବେ ମହିଳା ଏବେ ଆଇନ ର ସାହାଯ୍ୟ ନେଇ ନ୍ୟାୟ ମାଗୁଛନ୍ତି । ବର୍ତ୍ତମାନ ନା ସ୍ୱାମୀ ତାଙ୍କୁ ନେବାକୁ ରାଜି ଅଛନ୍ତି ନା ପ୍ରେମିକ, ମହିଳା ଆହୁରି କହିଛନ୍ତି ଯେ ତାଙ୍କ ସହ ଜବରଦସ୍ତି ହୋଇଛି ।