ଦେଖନ୍ତୁ ଭିଡ଼ିଓ: ମଦ ପିଇ ମାତାଲ ହୋଇ ଭୁବନେଶ୍ୱର ରାଜରାସ୍ତାରେ ସୁନ୍ଦରୀ ଯୁବତୀ କରୁଛନ୍ତି ହାଇଡ୍ରାମା

ରାଜଧାନୀ ରାଜରାସ୍ତାର ଭାଇରଲ ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରାୟତଃ ଅନେକ ସମୟରେ ଦେଖିବାକୁ ମିଳିଥାଏ । ଆଉ ତାହାକୁ ଦେଖି ଆପଣ ବି ଭାବୁଥିବେ ଯେ କେବଳ ରାଜଧାନୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନା ସବୁଠି ଏମିତି ଦେଖିବାକୁ ମିଳେ । ଅନେକ ସମୟରେ ରାଜଧାନୀ ରାଜରାସ୍ତାରେ ସୁନ୍ଦରୀଙ୍କ କାରନାମା ଦେଖିବାକୁ ମିଳିଥାଏ । ଆଉ ବର୍ତ୍ତମାନ ମଧ୍ୟ ଏହିଭଳି ଏକ ଘଟଣା ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ ନିଶା ଏଭଳି ହେଲେ ଯୁବତୀ ମାନେ କିଛି ବି କରି ପାରନ୍ତି । ଆଉ ତାହାର ପ୍ରମାଣ ବି ଆମେ ଆପଣଙ୍କ ସାମ୍ନାକୁ ନେଇ ଆସିଛୁ ।

ରାଜ୍ୟ ରାଜଧାନୀ ଭୁବନେଶ୍ବରର ରାଜରାସ୍ତାରେ ଜଣେ ଯୁବତୀଙ୍କ କାରନାମାର ଭିଡ଼ିଓ ଭାଇରଲ ହେବାରେ ଲାଗିଛି । କେତେବେଳେ ଗାଡ଼ି ଅଟକାଉଛନ୍ତି ତ କେତେବେଳେ ଗାଡ଼ି ଆଗକୁ ଚାଲି ଆସୁଛନ୍ତି । ଯିଏ ଦେଖିଲେ କେହିବି ଏହାର କାରଣ ବୁଝି ପାରିବେ ନାହିଁ । ପ୍ରାପ୍ତ ବୟସ୍କ ଯୁବତୀ, ବେଶଭୂଷା ମଧ୍ୟ ଠିକଠାକ ।

ତେବେ ସେ ଏଭଳି କାରନାମା କରିବାର କାରଣ କଣ ? ଯିଏ ଦେଖିଲେ ଏଭଳି ପ୍ରଶ୍ନ ନିଶ୍ଚୟ ମନକୁ ଆସିବ । ତେବେ ଏହି ଦୃଶ୍ୟ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏବଂ ଦେଖଣାହାରି ମଧ୍ୟ ଦେଖୁଛନ୍ତି ଏବଂ କହୁଛନ୍ତି ଯେ ରାଜଧାନୀ ରେ ଇଏ କେମିତିକା ଦୃଶ୍ୟ ?

ଦେଖନ୍ତୁ ଭିଡ଼ିଓ :-

ଜଣେ ଯୁବତୀ ମଦ ପିଇ ରାଜଧାନୀ ରାସ୍ତାରେ ଛିଡ଼ା ହୋଇ ରହିଛନ୍ତି ଏବଂ ଟଳମଳ ହୋଇ ଚାଲୁଛନ୍ତି । ଯାହାକୁ ଦେଖି ଲୋକେ କହୁଛନ୍ତି ଯେ ଯୁବତୀ ଏଠାରେ ଠକଲମ ମାରିଛନ୍ତି ବୋଲି । ଯୁବତୀ ଜଣକ କେତେବେଳେ ଗାଡ଼ି ଅଟକାଇ ଦେଉଛନ୍ତି ତ କେତେବେଳେ ଗାଡ଼ି ଆଗକୁ ଚାଲି ଆସୁଛନ୍ତି । ଆଉ କେହି କେହି ପୁଣି ଏଭଳି ଦୃଶ୍ୟକୁ ଦେଖି କହୁଛନ୍ତି ଯେ ଯୁବତୀଙ୍କ ହୋସ ନାହିଁ ।

ଏଭଳି ଜଣେ ନିଶାଶକ୍ତ ଯୁବତୀଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ତାହାର ଭିଡ଼ିଓ ମଧ୍ୟ ବନାଇବାର ଲାଗିଛନ୍ତି । ସୂଚନା ଅନୁଯାୟୀ ଜାଗମରା ଅଞ୍ଚଳର କଲେଜ ଛକରେ ଏହି ଯୁବତୀ ଜଣଙ୍କର ହାଇ ଡ୍ରାମା ଦେଖିବାକୁ ମିଳିଛି । ଭାଇରଲ ଭିଡ଼ିଓ ଦେଖି ଲୋକେ ମତ ଦେଉଛନ୍ତି ଯେ ଇଏ ମହିଳା ବୋଲି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ନଚେତ ପୁଅ ହୋଇଥିଲେ ଜେଲରେ ପୁରେଇ ଥାନ୍ତେ ।