ଦେଖନ୍ତୁ ଭିଡିଓ: ଅଭିନେତ୍ରୀଙ୍କ ଅଜବ ବୟାନ, କହିଲେ “ପ୍ରଥମ ଥର ପାଇଁ ମତେ ପ୍ରେମ ହୋଇଥିଲା +2ରେ, ହେଲେ ମୁଁ ଓଡିଶାରେ ଥିଲି ଆଉ ସେ ଥିଲେ …”, ଏହି ଅଭିନେତ୍ରୀଙ୍କ ନାମ ଜାଣିଲେ ତାଯୁବ ହେବେ ଆପଣ

ଆପଣମାନେ କେବେ ନା କେବେ ତ ଓଡ଼ିଆ ଧାରାବାହିକ “ସିନ୍ଦୁରର ଅଧିକାର” ତ ନିଶ୍ଚୟ ଦେଖିଥିବେ । ଯାହା ତରଙ୍ଗ ଚାନେଲରେ ପ୍ରସାରିତ ହେଉଛି । ଏଥିରେ ଖଳନାୟକ ଚରିତ୍ରରେ ଥିବା ଉର୍ବୀଙ୍କୁ ଲୋକେ ବହୁତ ପସନ୍ଦ କରନ୍ତି । ସେ ଖଳନାୟକ ହୋଇଥିଲେ ମଧ୍ୟ ତାଙ୍କୁ ଲୋକେ ଅଧିକ ପସନ୍ଦ କରନ୍ତି ଆଉ ଭଲ ପାଇବା ଦିଅନ୍ତି । ତାଙ୍କ ଅଭିନୟ ଲୋକଙ୍କ ମନକୁ ଛୁଇଁଯାଏ ।

ତେବେ ତାଙ୍କର ପ୍ରକୃତ ନାମ ହେଉଛି ସୁଚାରିତା । ସେ ମିଡିଆ ଆଗରେ ନିଜର ବ୍ୟକ୍ତିଗତ କିଛି କଥାକୁ ନେଇ କହିଛନ୍ତି ଯେ,” ମୁଁ ମୋ ବାପାଙ୍କୁ ବହୁତ ଭଲ ପାଏ । ତାଙ୍କୁ ମୁଁ ମୋ ଜୀବନଠୁ ଅଧିକ ଭଲ ପାଏ । କିନ୍ତୁ ସେ ଏବେ ଆଉ ଏହି ଦୁନିଆ ରେ ନାହାନ୍ତି ।

ସେହି କଥା ଭାବିଲେ ମତେ ବହୁତ କଷ୍ଟ ହୁଏ । ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ ଥରେ ପ୍ରେମ କରିଥିଲି । ଆଉ ସେ ପ୍ରେମ +2 ସମୟରେ ହୋଇଥିଲା । ସେ ଜାମ୍ମୁ ରେ ଥିଲେ ଆଉ ମୁଁ ଓଡ଼ିଶାରେ ଥିଲି । ଆମର ଏତେ ଦୂରତା ଵାଲା ପ୍ରେମ ହୋଇଥିଲା ।

ଦେଖନ୍ତୁ ଭିଡିଓ :-

ଘରେ ଏ ବିଷୟରେ ଜାଣିଦେଇଥିଲେ । ମତେ ବହୁତ ଗାଳିଗୁଲଜ କଲେ । ଏହାପରେ ମୁଁ ସେ ପ୍ରେମକୁ ଭୁଲିଗଲି । ସେ ମଧ୍ୟ ଏକଥାକୁ ଭୁଲିଗଲେ । କାରଣ ସେ ପ୍ରେମର କିଛି ମୂଲ୍ୟ ନଥିଲା । ଆଉ ମୁଁ ପିଲା ବୁଦ୍ଧିରେ ଏପରି କରି ଦେଇଛି ବୋଲି ଭାବି ସବୁ ଭୁଲିଗଲି ।

ଦେଖିବାକୁ ଗଲେ ମୋର ଅଭିନୟ କରିବାକୁ ବହୁତ ଇଛା ଥିଲା । ମୁଁ ଅଭିନୟ ମଧ୍ୟ ଅନେକ ଫଙ୍ଗସନରେ କରିଛି । ଲୋକଙ୍କୁ ବହୁତ ପସନ୍ଦ ମଧ୍ୟ ଆସେ । ସେଥିପାଇଁ ମୁଁ ଆକ୍ଟିଂଗ କ୍ୟାରିଅରକୁ ବାଛିଲି । ଆଉ ଏବେ ଲୋକେ ମତେ ବହୁତ ଭଲ ପାଇବା ଦେଉଛନ୍ତି ।

ଲୋକେ କୁହନ୍ତି ମତେ ଖଳନାୟକ ଚରିତ୍ର ବହୁତ ସୁଟ କରେ । ଆଉ ସବୁ ଚରିତ୍ର ଠାରୁ ଖଳନାୟକ ଚରିତ୍ରରେ ହିଁ ଅଧିକ ପରିଶ୍ରମ କରିବାକୁ ପଡେ । କାରଣ ତୁମ ମୁହଁର ଭାବ ଆଉ ଢଙ୍ଗ ହିଁ ତୁମକୁ ସଠିକ ଖଳନାୟକ କରାଇଥାଏ । କିନ୍ତୁ ଅନ୍ୟ ଚରିତ୍ରରେ ଏପରି ପରିଶ୍ରମ କରିବାକୁ ପଡେ ନାହିଁ।”

ଆହୁରି ପଢନ୍ତୁ :- କମ୍ପ୍ୟୁଟର ସେଣ୍ଟରରେ ହେଲା ୧୯ ବର୍ଷୀୟା ଛାତ୍ରୀ ଓ ୬୦ ବର୍ଷ ସାରଙ୍କ ପ୍ରେମ, ଫେରାର୍ ହୋଇ କଲେ ବିବାହ, ଜାଣନ୍ତୁ ପୁରା ଘଟଣା