ସୂର୍ଯ୍ୟ ପରାଗରେ ଥିବା ନିୟମ ଠିକ୍ ନା ଭୁଲ? କାହିଁକି ଏସବୁ ନିୟମକୁ ଏବେ ବି ଡରୁଛନ୍ତି ଲୋକ, ଜାଣନ୍ତୁ କଣ କହୁଛି ବିଜ୍ଞାନ…
ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ରେ ହେବାକୁ ଯାଉଛି । ପିତୃ ପକ୍ଷର ଅମାବାସ୍ୟା ଦିନ ହେବାକୁ ଥିବା ସୂର୍ଯ୍ୟ ପରାଗ ଏକ ଆଂଶିକ ସୂର୍ଯ୍ୟ ପରାଗ ହୋଇପାରେ ଏବଂ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ହେଲେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ନାଁ ଶୁଣିବା ମାତ୍ରେ ଲୋକଙ୍କ ମନରେ ଏକ ଭୟ ଆସିଯାଏ, କାରଣ ଏହି ଦିନ ସହ ଜଡ଼ିତ ଅନେକ ନିୟମ ରହିଛି । ଯାହାକୁ ଭାରତବାସୀ ମାନନ୍ତି … Read more