ବିଜେଡ଼ି ବିଧାୟକଙ୍କ ପ୍ରେମଲୀଳା, ଜଣଙ୍କ ସହ ସମ୍ପର୍କ ରଖି ଆଉ ଜଣଙ୍କୁ ହେବାକୁ ଯାଉଛନ୍ତି ବାହା, ଜାଣନ୍ତୁ ପୁରା ଖବର

ପୁଣି ପ୍ରେମ ବିବାଦରେ ଫସିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର । ଗୋଟିଏ ବିବାଦର ମାହୋଲ୍ ଏବେ ବି ଥମିନାହିଁ । କିନ୍ତୁ ଆଉ ଏକ ବିବାଦକୁ ନେଇ ଏବେ ପୁଣି ଚର୍ଚ୍ଚାରେ ବିଧାୟକ । ବିଜୟ ଶଙ୍କର ଓ ତାଙ୍କର ପୂର୍ବତନ ପ୍ରେମିକା ସୋମାଲିକା ଦାସ ଙ୍କର ପ୍ରେମ ବିବାଦ ନିକଟରେ ଖୁବ୍ ଚର୍ଚ୍ଚାରେ ଥିଲା । ଏପଟେ ସୋମାଲିକା ଙ୍କ ସହିତ ବିବାଦ ନ ତୁଟୁଣୁ ସୂଚନା ଅନୁସାରେ ଅନ୍ୟ ଏକ ଯୁବତୀଙ୍କୁ ବିବାହ … Read more

ନବରାତ୍ରୀ ସମୟରେ ଶାରୀରିକ ସମ୍ପର୍କ ରଖିବା ଭୁଲ୍ ନା ଠିକ୍ ? ଜାଣନ୍ତୁ ଆମର ଶାସ୍ତ୍ର କଣ କହୁଛି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର 15 ରୁ ଆରମ୍ଭ ହେବ । ଘଟସ୍ଥାପନରୁ ଆରମ୍ଭ ହୋଇ ଅକ୍ଟୋବର 24 ରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନରେ ସମାପ୍ତ ହେବ । ନବରାତ୍ରୀ ସମୟରେ ନବଦୁର୍ଗା ପୂଜା କରାଯାଏ ଏବଂ ପୂରା ରୀତିନୀତି ସହିତ ନଅ ଦିନ ଉପବାସ କରାଯାଏ । ବିଶ୍ୱାସ କରାଯାଏ ଯେ ନବରାତ୍ରୀ ସମୟରେ ମାତା ଦୁର୍ଗା ପୃଥିବୀକୁ ଆସି ନଅ ଦିନ ପୃଥିବୀରେ ରୁହନ୍ତି । ଏହି ନଅ ଦିନ ମଧ୍ୟରେ … Read more

ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ

ସ୍ବାମୀଙ୍କ ମୃତ୍ୟୁର କିଛି ମିନିଟ ମଧ୍ୟରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଘୋଘା ଥାନା ଅଞ୍ଚଳର ହରିଜନ ଟୋଲିରେ ଘଟିଛି । ସୂଚନାଯୋଗ୍ୟ, ହରିଜନ ଟୋଲିରେ ବସବାସ କରୁଥିବା ମହେଶ ହରିଜନ(୭୫)ଙ୍କ ମୃତ୍ୟୁ ରୋଗଗ୍ରସ୍ତ ହେତୁ ଗତବୁଧବାର ସକାଳ ୪.୩୦ଟାରେ ହୋଇଥିଲା । ମୃତକ ମହେଶଙ୍କ ୭୦ବର୍ଷୀୟ ସ୍ତ୍ରୀ ଯେତେବେଳେ ସ୍ବାମୀଙ୍କୁ ଡାକିବାକୁ ଯାଇଥିଲେ ସେ ଆଉ ଶୁଣି ନଥିଲେ । ପରିବାର‌ଲୋକ ଆସି ମହେଶଙ୍କୁ ଦେଖିବା … Read more

ଦେଖନ୍ତୁ ଭିଡ଼ିଓ: ସପିଂ ମଲ୍ ଯାଇଥିଲେ ବାପା ଝିଅ, ଚକଲେଟ୍ ଖାଇବା ପାଇଁ ଫ୍ରିଜ୍ ଖୋଲିବା ବେଳେ ଏମିତି ଚାଲିଗଲା ଜୀବନ

ଝିଅ ପାଇଁ ବାପା ଆଇସକ୍ରିମ ଖୋଜୁଥିଲେ । ହେଲେ ଝିଅ ଚକୋଲେଟ୍ ଖୋଜୁଥିଲା । ଚକୋଲେଟ୍ ପାଇଁ ଝିଅ ଫ୍ରିଜ୍ ଖୋଲିଥିଲା । ଚାହୁଁ ଚାହୁଁ କୁନି ଝିଅର ଚାଲିଗଲା ଜୀବନ । ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କାହାକୁ ବି ଜଣା ନ ଥାଏ । ହେଲେ ମୃତ୍ୟୁ ବେଳେବେଳେ ଏମିତି ଭାବେ ପହଞ୍ଚିଯାଏ ଯାହା ମୃତକଙ୍କ ପରିଜନକୁ ପୁରା ଦୋହଲାଇ ରଖିଦିଏ । ଠିକ୍ ଯେମିତି ଏହି ଘଟଣା ସମସ୍ତଙ୍କ … Read more

MP ଙ୍କ ଅନ୍ତଃବସ୍ତ୍ର ଭିତରେ ପ୍ରେମର ରଙ୍ଗ ବୋଳିଲେ ଯୁବକ, ଆଉ ତା’ପରେ…

ହୋଲିର ମୁଣ୍ଡଫଟା ରଙ୍ଗ, ଥରେ ଯାହା ଦେହରେ ଲାଗିଛି ସେହି ଜାଣିଛି ଏହାକୁ ଲିଭାଇବା କେତେ କଷ୍ଟ ! ସାଧାରଣତଃ ସଭିଏଁ ହୋଲି ଖେଳନ୍ତି, ହେଲେ ଜଣେ ମହିଳା MP ଙ୍କ ପାଇଁ ରଙ୍ଗ ର ପର୍ବ ତାଙ୍କ ଜୀବନକୁ ବେରଙ୍ଗ କରିଦେଇଛି । ହଁ ଆଜ୍ଞା । ଏଭଳି ଏକ ଘଟଣା ୫ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରିଦେଇଛି । ଜଣେ ପର ପୁରୁଷ ସହ ଏକାନ୍ତରେ ରଙ୍ଗ ଖେଳି, ତାଙ୍କ ସମ୍ବେଦନଶୀଳ ଅଙ୍ଗରେ … Read more

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଟୋକା ବରକୁ ବୁଢ଼ୀ କନିଆ, ବିବାହ ପରେ ସନ୍ତାନ ପାଇଁ ଜିଦି

ଗଣମାଧ୍ୟମରେ ବେଳେ ବେଳେ ଏମିତି ଖବର ଆସେ, ଯାହା ଅନେକ ସମୟରେ ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଏମିତି ଏକ ଖବର ଆସିଛି ଆମେରିକାର ଜାଁର୍ଜିୟାରୁ, ଏଠାରେ ଜଣେ ୨୬ ବର୍ଷୀୟ ଯୁବକ ୬୩ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କରିଛନ୍ତି । ସୂଚନାମୁତାବକ ୬୩ ବର୍ଷୀୟା ମହିଳା ଏବଂ ତାଙ୍କ ୨୬ ବର୍ଷୀୟ ସ୍ୱାମୀ ସୋସିଆଲ ମିଡିଆରେ ନିଜର ଅନନ୍ୟ ପ୍ରେମ କାହାଣୀ ବାଣ୍ଟିବା ସହ ସମାଜର ଆଦର୍ଶ ତଥା ଅନଲାଇନ୍ ସମାଲୋଚନାକୁ ଅବମାନନା କରିଛନ୍ତି । … Read more

ପ୍ରକାଶ ପାଇଲା ଦେଶର ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକା, କିଏ ଧନୀ? କିଏ ସବୁଠୁ ଗରିବ? ନବୀନ ପଟ୍ଟନାୟକଙ୍କ ସ୍ଥାନ ଜାଣି ହେବେ ତାଜୁବ୍

ନିଜର ଭୋଟ ଦେଇ ଆମେ ଦେଶ ଏବଂ ରାଜ୍ୟର ଶାସନକର୍ତ୍ତାଙ୍କୁ ବାଛିଥାଉ । ତେଣୁ, ରାଜ୍ୟର ଶାସନ ଭାର ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ମୂଲ୍ୟ ଏବଂ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ସାଧାରଣ ଜନତାଙ୍କର ହକ୍ ଅଟେ । ନିର୍ବାଚନ ସମୟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ସମ୍ପତ୍ତି ମୂଲ୍ୟକୁ ନେଇ ଏକ ଲିଷ୍ଟ ତିଆରି କରାଯାଇଛି । ଏହି ଲିଷ୍ଟରେ ଆନ୍ଧ୍ର ପ୍ରଦେଶର ମୁ୍ଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ୩୭୦ କୋଟିର ସମ୍ପତ୍ତି … Read more

ହାଇକୋର୍ଟଙ୍କ ବଡ଼ ରାୟ, ଗର୍ଲଫ୍ରେଣ୍ଡ ସହ ଶାରିରୀକ ସମ୍ପର୍କ ରହିବାକୁ ଦୁଷ୍କର୍ମ କୁହାଯିବ ନାହିଁ, କାରଣ…

ଜଣେ ଯୁବକଙ୍କ ବିରୋଧରେ ମହିଳାଙ୍କ ଦ୍ୱାରା କରାଯାଇଥିବା ବଳାତ୍କାର ଅଭିଯୋଗକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରି କହିଛନ୍ତି ଯେ 5 ବର୍ଷ ଧରି ଏକ ସମ୍ପର୍କରେ ରହିବା କାରଣରୁ ଏହା କୁହାଯାଇପାରିବ ନାହିଁ ଯେ ପୁରୁଷ ଜଣକ ମହିଳାଙ୍କ ଇଚ୍ଛା ବିରୁଦ୍ଧରେ ଏକ ସମ୍ପର୍କ ସ୍ଥାପନ କରିଛନ୍ତି । ମହିଳା ଜଣକ ତାଙ୍କ ପୂର୍ବ ପ୍ରେମିକଙ୍କୁ ବିବାହର ବାହାନା କରି 5 ବର୍ଷ ପର୍ଯ୍ୟନ୍ତ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ । ବାସ୍ତବରେ, ବେଙ୍ଗାଲୁରୁରେ ରହୁଥିବା … Read more

ଦେଖନ୍ତୁ ଭିଡିଓ: ମହାନଦୀ ବ୍ରିଜ ଉପରେ ଝୁଲିଲା ବସ୍, ଡ୍ରାଇଭର କହିଲେ “ମୁଁ ଜାଣିଶୁଣି ଏସବୁ କରିନି, ହେଲେ ବ୍ରିଜ ଉପରେ ହଠାତ…”

ବାଙ୍କୀ ମହାନଦୀରେ ବସ ଝୁଲିବା ଘଟଣା ବିଷୟରେ ତ ଆପଣ ଶୁଣିଥିବେ । ଯାହା ଉପରେ ଏବେ ତଦନ୍ତ ଆରମ୍ଭ ହୋଇଛି । ଘଟଣା ସ୍ଥଳକୁ ଏମଭିଆଇଙ୍କ ନେତୃତ୍ବରେ ଏକ ଟିମ ଯାଇଛି । ଗାଡିର ଫିଟନେସ ଏବଂ ପରମିଟ ଠିକ ରହିଛି । ଡ୍ରାଇଭରଙ୍କ ଭୁଲ ଯୋଗୁ ଏଭଳି ଅଘଟଣ ହୋଇଥିବା କୁହାଯାଉଛି । ଟଳିଲା ବଡ଼ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବ୍ରିଜ୍ ଉପରେ ଓହଳିଲା ବସ୍ । ଭୟଙ୍କର ଦୁର୍ଘଟଣା … Read more

ଆଖି ପତା ଡେଇଁବା ଶୁଭ ନା ଅଶୁଭ ? ବାମ ଓ ଡାହାଣ ଆଖି ପତା ଡେଇଁବା କଣ ସୂଚନା ଦିଏ ଜାଣନ୍ତୁ…

ଶରୀରର ଗଠନ କିମ୍ବା ଶରୀର ଭାଷାରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ବହୁତ କିଛି ଜାଣିବାର ସୁଯୋଗ ରହିଛି । ଏଥିମଧ୍ୟରୁ ଆଖି ପତା ଡେଇଁବା ଏକ ସାଧାରଣ ଘଟଣା ଓ ସାଧାରଣତଃ ସମସ୍ତଙ୍କ ଆଖି କିଛି ସମୟ ପାଇଁ ଖେଞ୍ଚି ହୋଇଥାଏ ଏବଂ ଏପରି ପରିସ୍ଥିତିରେ, ଆପଣ ହୁଏତ ଘରର ବୟସ୍କମାନଙ୍କଠାରୁ ଶୁଣିଥିବେ ଯେ ଯଦି ଆଖି ପତା ଡେଇଁବା ହୁଏ ତେବେ ନିଶ୍ଚିତ ଭାବରେ କିଛି ଭଲ ହେବ କିମ୍ବା ଖରାପ ଖବର ମିଳିବ … Read more