ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ମାଡି ବସି ଦୁଷ୍କର୍ମ କଲା ପୁଅ, ଏବେ ବାପା କାନ୍ଦି କାନ୍ଦି କହୁଛନ୍ତି ““ମୋ ପୁଅକୁ ଫାସୀ ଦିଅ ଏବଂ…”

ମଧ୍ୟପ୍ରଦେଶର ଉଜ୍ଜୈନରୁ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି, ଯାହା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଅଭିଯୁକ୍ତକୁ କଠୋର ଦଣ୍ଡଦେବା ପାଇଁ ଦାବି ହେଉଛି । ତେବେ ସାମ୍ନାକୁ ଆସିଛି ଏବେ ଅଭିଯୁକ୍ତର ବାପା ମାଆଙ୍କ ପ୍ରତିକ୍ରିୟା । ସେ ତାଙ୍କ ପ୍ରତିକ୍ରିୟାରେ କଠୋର ଦଣ୍ଡ ଦେବା ପାଇଁ କହିଛନ୍ତି । ଏପରିକି ଯଦି ତାଙ୍କ ପୁଅ ଦୋଷୀ ପ୍ରମାଣିତ ହୁଏ, ତାହା ହେଲେ ଫାଶି ନୁହେଁ ବରଂ ସିଧା ଗୁଳି କରିଦେବା ପାଇଁ ସେମାନେ … Read more

କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ନମ୍ବର, ସଂଖ୍ୟା ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ପ୍ରତେକ ମଣିଷ ଜୀବନରେ ଦୁଃଖ ସୁଖ ଲାଗି ରହିଥାଏ । ତଥାପି ମଣିଷ ଜୀବନରେ ସଂଘର୍ଷ ଜାରି ରଖିଥାଏ । ସବୁବେଳେ ସୁଖ ରହିବ କିଛି ମାନେ ନାହିଁ । ତେବେ ମଣିଷ ଜୀବନରେ ସୁଖ ପାଇବାକୁ କଠିନ ପରିଶ୍ରମ କରିଥାଏ ଓ ଟଙ୍କା ରୋଜଗାର କରିଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ସଂଖ୍ୟା । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟେ ସଂଖ୍ୟା ବାଛିବାକୁ ହେବ । ଏହା … Read more

ଚଳଚ୍ଚିତ୍ର ପାଇଁ କେତେ ଟଙ୍କା ନିଅନ୍ତି ଓଡ଼ିଆ ଅଭିନେତ୍ରୀ? କିଏ ଅଟନ୍ତି ସବୁଠାରୁ ଅଧିକ ଧନୀ?

ବିଗତ ଦିନ ମାନଙ୍କର କଥା ହେଉ ଅଥବା ବର୍ତ୍ତମାନ ସମୟରେ ମଧ୍ୟ ଅନେକ ସୁନ୍ଦରୀ ଏବଂ ପ୍ରତିଭାବାନ ଅଭିନେତ୍ରୀମାନେ ଓଲିଉଡ଼ ଜଗତରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ, ଆପଣ କେବେ ଭାବିଛନ୍ତି କି ଏହି ଅଭିନେତ୍ରୀମାନେ ଆକ୍ଟିଂ କରିବା ପାଇଁ କେତେ ଟଙ୍କା ନେଇଥାନ୍ତି । ତେବେ, ଆସନ୍ତୁ ଜାଣିବା… ପ୍ରେମ ଅଢେଇ ଅକ୍ଷର ନାମକ ଚଳଚିତ୍ର ଠାରୁ ଓଲିଉଡ଼ରେ ନିଜର ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିବା ରିୟା ଦେ ଗୋଟିଏ ସିନେମାରେ … Read more

ଦେଖନ୍ତୁ ଭିଡିଓ: କଣ ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ମାନ ଦେବାର ଆସୁନି ? ଲୋକଙ୍କ ପ୍ରତି ଘୃଣାଭାବ କଣ ପାଇଁ, ଜବାବ ମାଗୁଛି ଓଡିଶା

ପାଖେଇ ଆସୁଛି ସାଧାରଣ ନିର୍ବାଚନ । ବିଭିନ୍ନ ଦଳ ନିଜର ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଥିବାବେଳେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ପଦଯାତ୍ରାର ଶୁଭାରମ୍ଭ ସହ ଦଳର ସଭାପତି ନବୀନ ପଟ୍ଟନାୟକ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ବିଜେଡି ପକ୍ଷରୁ ଆୟୋଜିତ ଏହି ସଭାରେ ନବୀନ ସଭାମଂଚରେ ଥିବା ବରପୁତ୍ରମାନଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଜଣାଇବାରେ … Read more

ଚାଣକ୍ୟ ନୀତି: କାହିଁକି ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ପ୍ରତି ହୁଅନ୍ତି ଆକର୍ଷିତ ? କଣ କହୁଛି ଚାଣକ୍ୟ ନୀତି ?

ଅତ୍ୟାଧୁନିକ ଜୀବନ ଶୈଳୀରେ ପ୍ରେମ ଯେତେ ଶୀଘ୍ର ହେଉଛି ସମ୍ପର୍କରେ ଫାଟ ମଧ୍ୟ ସେତିକି ଶୀଘ୍ର ହେଉଛି । ବୈବାହିକ ଜୀବନ ପାଇଁ କଣ୍ଟା ସାଜୁଛି ପରକୀୟା ପ୍ରୀତି । ପୁରୁଷମାନେ ବିବାହ ପରେ ଭିନ୍ନ ଭିନ୍ନ କାରଣରୁ ଅନ୍ୟ ମହିଳାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି । ଚାଣକ୍ୟ ତାଙ୍କ ପୁସ୍ତକରେ ପୁରୁଷ ଏବଂ ମହିଳାଙ୍କ ସମ୍ପର୍କ ବିଷୟରେ ଅନେକ କିଛି ଲେଖିଛନ୍ତି । ଯେପରିକି ବିବାହ ପରେ ପୁରୁଷମାନେ ଅନ୍ୟ ମହିଳାଙ୍କ ପ୍ରତି କାହିଁକି ଆକୃଷ୍ଟ … Read more

ଭୁଲ ରେ ମଧ୍ୟ ଏହି ସବୁ ର ସେବନ ନବରାତ୍ରି ରେ କରନ୍ତୁ ନାହିଁ, ନହଲେ ମା ଦୁର୍ଗା ଙ୍କ କୋପ ର ଭାଗିଦାର ହେବେ

ରବିବାର ଅକ୍ଟୋବର 15 ରୁ ଶାରଦୀୟ ନବରାତ୍ରି ଆରମ୍ଭ ହେବାକୁ ଯାଉଛି । ନବରାତ୍ରିର ଏହି 9 ଦିନ ମା ଙ୍କର 9ଟି ରୁପକୁ ପୂଜା କରାଯାଏ । ନବରାତ୍ରି ରେ କଳସର ସ୍ଥାପନା କେତେ ଲୋକଙ୍କ ଘରେ ହୋଇଥାଏ ଓ ବ୍ରତ ମଧ୍ୟ ରଖିଥାଆନ୍ତି । ଅଧିକାଂଶ ଲୋକ ଏହି ନବରାତ୍ରିରେ ବ୍ରତ ରଖିଥାଆନ୍ତି । ଏହି ବ୍ରତ ସମୟରେ ଭୋଜନର ବିଶେଷ ଧ୍ୟାନ ରଖାଯାଏ । ତେବେ ଆସନ୍ତୁ ଜାଣିବା ବ୍ରତ ସମୟରେ କଣ … Read more

ବୁଧ ଗ୍ରହ କରିବେ କନ୍ୟା ରାଶିରେ ପ୍ରବେଶ, ଏହି ରାଶିଙ୍କର ଚାକିରିରେ ଉର୍ନତି ଏବଂ ମିଳିବ ବଡ଼ ସଫଳତା

ସନାତନ ଧର୍ମର ଜ୍ୟୋତିଷ ଅନୁଯାୟୀ ଗ୍ରହମାନେ ସମୟ ସମୟରେ ସେମାନଙ୍କର ଗତିବିଧିକୁ ପରିବର୍ତ୍ତନ କରନ୍ତି, ଯାହାର ପ୍ରଭାବ ଦେଶ ତଥା ବିଶ୍ୱ ରେ ଦୃଶ୍ୟମାନ ହୁଏ । ଅକ୍ଟୋବର 1, 2023 ରେ, ଗ୍ରହମାନଙ୍କର ରାଜକୁମାର ବୁଧ ଗ୍ରହ ନିଜର ସ୍ଵରାଶି କନ୍ୟାରେ ପ୍ରବେଶ କରିବାକୁ ଯାଉଛନ୍ତି, ଯାହା ବର୍ତ୍ତମାନ ଏହି ତିନୋଟି ରାଶିର ଲୋକଙ୍କ ଉପରେ ପ୍ରଭାବ ପକାଇବ । ଏହି ତିନୋଟି ରାଶିର ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ । ଗ୍ରହମାନଙ୍କର … Read more

ମହିଳାଙ୍କୁ ବ୍ଲାକ ମେଲ୍ କରି ଖରାପ ସଂପର୍କ ରଖୁଥିଲେ ପୂର୍ବତନ ପୁଲିସ ଅଧିକାରୀ, ଏବେ ଧରିପକାଇଲେ‌ ଲୋକେ

ରକ୍ଷକ ହେଲା ଭକ୍ଷକ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରୁ ନଜରକୁ ଆସିଛି ଏକ ଭୟଙ୍କର ଘଟଣା । ଏହି ଥାନାର ପ୍ରାକ୍ତନ OAPF ପୁଲିସ ଅଧିକାରୀ ସନ୍ତୋଷ ପ୍ରଧାନ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ପରେ ଅନ୍ତରଙ୍ଗ ସମୟର ଭିଡିଓଙ୍କୁ କରିଦେଇଥିଲେ ଭାଇରାଲ୍ । ଏହାପରେ ମଧ୍ୟ ସେ ଉକ୍ତ ମହିଳାଙ୍କ ଘରେ ପଶି ବିଭିନ୍ନ ପ୍ରକାରର ଧମକ ଦେଇ ପୁଣିଥରେ ଦୁଷ୍କର୍ମ ଉଦ୍ୟମ … Read more

ଏହି ଛୋଟ କାରଣରୁ ସ୍ତ୍ରୀ ର ଅନ୍ତରଙ୍ଗ ଭିଡ଼ିଓ ଭାଇରଲ କରିଦେଲା ସ୍ୱାମୀ, ଏବେ ପୋଲିସ ରେ ଅଭିଯୋଗ କଲେ ସ୍ତ୍ରୀ

ସ୍ୱାମୀଓ ସ୍ତ୍ରୀ ର ସମ୍ପର୍କ ଏକ ପବିତ୍ର ସମ୍ପର୍କ l ବିବାହ ପରେ 7 ଜନ୍ମ ପର୍ଯ୍ୟନ୍ତ ପରସ୍ପର ସହ ଜଡିତ ହୋଇ ରହିବେ ବୋଲି ପ୍ରତିଶୃତି ଦେଇଥାନ୍ତି ଉଭୟଙ୍କୁ l ମାତ୍ର ବର୍ତ୍ତମାନ ସମୟରେ ବିବାହ 6 ମାସ ମଧ୍ୟ କାଟିବା କଷ୍ଟକର ହୋଇପଡୁଛି l ସୋସିଆଲ ମିଡିଆରେ ଏମିତି ଅନେକ ଘଟଣା ରହିଛି ଯାହାକୁ ଦେଖିବା ଦ୍ୱାରା ଆଜିର ଯୁଗପରିବର୍ତ୍ତନ ବିଷୟରେ ସୂଚନା ମିଳିଛି l ଆଜିର ଘଟଣାଟି ହେଉଛି ନବବିବାହିତା ଜଣେ ମହିଳାଙ୍କର … Read more

ପ୍ରେମିକର ପ୍ରାଇଭେଟ୍ ପାର୍ଟକୁ କାଟି ଦେଲା ଗର୍ଲଫ୍ରେଣ୍ଡ, ଜାଣନ୍ତୁ ପୁରା ଘଟଣା କଣ ଥିଲା

ଆମ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକର ପ୍ରାଇଭେଟ୍ ପାର୍ଟକୁ ଧାରୁଆ ବ୍ଲେଡରେ ଏଥିପାଇଁ କାଟି ଦେଇଛନ୍ତି, କାରଣ ସେ ତାଙ୍କୁ ବିବାହ କରିବାକୁ ମନାକରୁଥିଲେ । ପୀଡିତ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ପୋଲିସ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଆଇପିସିର ସମ୍ପୃକ୍ତ ବିଭାଗ ଅଧୀନରେ ମାମଲା ରୁଜୁ … Read more