ଦେଖନ୍ତୁ ଭିଡ଼ିଓ: ପ୍ରେମ ରେ ଏମିତି ଅନ୍ଧ ହେଲେ ଯେ ସ୍ୱାମୀ ଏବଂ ଦୁଇ ପୁଅଙ୍କୁ ଛାଡ଼ି ଦିଅର ସହିତ ଫେରାର ହୋଇଗଲେ ମହିଳା ଆଉ ଏବେ…
ପ୍ରେମ ଆଗରେ ହାର ମାନିଗଲା ମାଆର ମମତା । ଦୁଇ ଦୁଇଟି ଛୁଆ ଏବଂ ସ୍ୱାମୀକୁ ଛାଡ଼ି ଦିଅର ସହିତ ହୋଇଗଲା ଫେରାର । ଅରବୋଇ ଜିଲ୍ଲା ପୌରପାଳ ବ୍ଲକ ଅନ୍ତର୍ଗତ ଗଡ଼ବୁଢ଼ାପଙ୍କ ଗ୍ରାମପଞ୍ଚାୟତର ତେନ୍ତୁଳିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କର ଘର ଛାଡ଼ି ଫେରାର ହୋଇଯିବା ଘଟଣା ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାଇ ଉକ୍ତ ଗ୍ରାମର ବିନୋଦ ନାୟକ ୧୪ ବର୍ଷ ତଳେ କାମାକ୍ଷାନଗର ଅଞ୍ଚଳର ମିତା … Read more