ଭଉଣୀ ମାନେ ଭୁଲରେ ମଧ୍ୟ ଏହି ସମୟରେ ବାନ୍ଧନ୍ତୁ ନାହିଁ ରାକ୍ଷୀ, ନହଲେ ଭାଇ ଉପରେ ଆସିଯିବ ମହା ବିପତ୍ତି
ଭାଇ ଭଉଣୀଙ୍କ ଠାରୁ ବଡ଼ ସମ୍ପର୍କ ଆଉ ଦୁନିଆରେ ନାହିଁ ଆଉ ଯେଉଁ ଡୋରିରେ ବନ୍ଧା ହୋଇଛି ତାହା ହେଉଛି ରକ୍ଷୀର ବନ୍ଧନ । ଭଉଣୀ ଯେତେବେଳେ ଭାଇ ହାତରେ ବାନ୍ଧି ଦିଏ ରାକ୍ଷୀ ମାଗେ ତାର ସୁରକ୍ଷା ଆଉ ଭାଇ ମଧ୍ୟ ବଚନ ଦିଏ ତୋ ସାରା ଜୀବନର ସୁରକ୍ଷା ଦାୟିତ୍ୱ ମୁଁ ନେଉଛି, କାହିଁକିନା ଅନେକ ଲୋକ ଜାଣିଛନ୍ତି ଭଉଣୀର ଯେତେବେଳେ ପୁତ୍ର ସନ୍ତାନ ଟିଏ ହୁଏ ସେତେବେଳେ ସେ ଭଉଣୀର ପୁଅ ହେଉ … Read more