ଘରୁ ବାହାରିବା ବେଳେ ମିଠା ଦହି କାହିଁକି ଦିଆଯାଏ ଖାଇବାକୁ, ଜାଣନ୍ତୁ ଏହାର ପ୍ରକୁତ କାରଣ
ଘରୁ ବାହାରିବା ପୂର୍ବରୁ କିମ୍ବା କୌଣସି ଶୁଭ କାମରେ ଯିବା ପୂର୍ବରୁ ଆମେ ସାଧାରଣତଃ ମିଠା ଦହି ଖାଇଥାଉ ଜାଣନ୍ତୁ ଏହା ପଛରେ ଥିବା ପକୃତ କାରଣ କଣ। ବହୁ ପୁରାତନ କାଳରରୁ ଏହି ପରମ୍ପରା ଚାଲି ଆସୁଛି । ମିଠା ଦହି ଖାଇ ଘରୁ ବାହାରିଲେ ସବୁ କାମ ସଫଳ ହୁଏ ବୋଲି ଆମର ବିଶ୍ୱାସ ରହିଛି । ତେବେ ଏହି ପରମ୍ପରା ପଛରେ ମଧ୍ୟ ବୈଜ୍ଞାନିକ କାରଣ ରହିଛି । ଦହି ସ୍ୱାସ୍ଥ୍ୟ ପାଖେ … Read more