ଦେଖନ୍ତୁ ଭିଡ଼ିଓ: ଯୁବତୀ କଲେ ବଡ଼ ଖୁଲାସା କହିଲେ “ମତେ ଆମ ବାର ମାଲିକ କହୁଛି ଦାଦା ସହ ସେକ୍ସ କରି ଟିକେ ଖୁସି କରିଦେ, ତୋତେ ମୁଁ…”

ଓଡ଼ିଶାରେ ଦିନକୁ ଦିନ ବାର ସଂଖ୍ୟା ବଢ଼ିବାରେ ଲାଗିଛି । ବହୁତ ଝିଅଙ୍କୁ ସେଠାରେ କାମରେ ଲଗାଯାଏ । ସେହିପରି ଭୁବନେଶ୍ୱରରେ ଏକ ବାର ଅଛି, ଯାହାର ନାମ ହେଉଛି ରଙ୍ଗୋଲି ବାର । ଏଠାରେ ଝିଅମାନଙ୍କୁ ନେଇ କାମ କରାଯାଏ । ଠିକ୍ ସମୟରେ ଟଙ୍କା ଦିଆଯାଏ । କିନ୍ତୁ ଏବେ ତାଙ୍କୁ ଆଉ ଟଙ୍କା ଦିଆଯାଉନାହିଁ ବୋଲି କିଛି ଯୁବତୀମାନେ ଥାନାରେ ଅଭିଯୋଗ କରିଛନ୍ତି । ସେହି ବାର ର ମାଲିକମାନେ ତାଙ୍କୁ ଖରାପ କାମ କରିବା ପାଇଁ ବାଧ୍ୟ କରୁଛନ୍ତି । ବାହାରୁ ଯେଉଁ ବ୍ୟକ୍ତିମାନେ ଆସୁଛନ୍ତି ତାଙ୍କୁ ଖୁସି କରିବା ପାଇଁ କୁହାଯାଉଛି ।

ବାର୍ ର ତିନି ଜଣ ବ୍ୟକ୍ତି କହୁଛନ୍ତି ଯେ ଆମର OYO ରୁମ୍ ଅଛି ।ତମେମାନେ ଟିକେ ସେହି ବ୍ୟକ୍ତିମାନଙ୍କୁ ଖୁସି କରେଇ ଦିଅ । ଏଥିପାଇଁ ଅଧିକ ରୁ ଅଧିକ ଟଙ୍କା ଦିଆଯିବ ଏବଂ ଆମ ବାରକୁ ଅଧିକ ରୁ ଅଧିକ ଲୋକେ ଆସିବେ । ଏପରି କହି ଝିଅମାନଙ୍କୁ କାମରେ ଲଗାଉଛନ୍ତି ରଙ୍ଗୋଲୀ ବାର ର କର୍ମକର୍ତ୍ତାମାନେ । କିଛି ଝିଅ ଏହାକୁ ବିରୋଧ କରିବାରୁ ସେମାନେ ସମସ୍ତଙ୍କ ଆଗରେ ସେ ଝିଅଙ୍କୁ ଖୁବ୍ ପିଟି ଥିଲେ । ତାର ଚୁଟି ଧରି ତାକୁ ରୁମ୍ ଭିତରକୁ ନେଇ ଯାଇଥିଲେ । ବାର କୁ ଆସୁଥିବା କିଛି ବ୍ୟକ୍ତିମାନେ ଝିଅମାନଙ୍କ ସହିତ ନାଚି ତାଙ୍କ ଭିତରୁ ଜଣ କୁ ଚୟନ କରନ୍ତି ।

ତାଙ୍କରି ସହିତ ସେମାନେ ରୁମ୍ କୁ ଯିବା ପାଇଁ ପସନ୍ଦ କରନ୍ତି । ଯେଉଁ ଝିଅମାନେ ଏହାକୁ ବିରୋଧ କରିବେ ସେମାନଙ୍କୁ ବାର ର ଲୋକମାନଙ୍କ ଠାରୁ ବହୁତ ମାଡ ଖାଇବାକୁ ପଡ଼ିଥାଏ । ଅନେକ ଦିନ ହେଲାଣି ସେହି ଝିଅମାନଙ୍କୁ ଟଙ୍କା ଦିଆଯାଇନାହିଁ । ଯାହାଫଳରେ ତାଙ୍କୁ ସମସ୍ତଙ୍କ ଆଗରେ ମାଡ ମରାଯାଇଛି । ସେଥିପାଇଁ ସେମାନେ ନିକଟରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ବାର ମାଲିକ ଟଙ୍କା ଦେଇ ଥାନା ବାବୁଙ୍କୁ କିଣି ନେଇଛନ୍ତି ।

ଦେଖନ୍ତୁ ଭିଡିଓ :-

ସେଥିପାଇଁ ଏହି ଝିଅମାନଙ୍କ ଅଭିଯୋଗକୁ ଥାନା ବାବୁମାନେ ଗ୍ରହଣ କରୁନାହାନ୍ତି । ରଙ୍ଗୋଲିି ବାର ରେ ଝିଅମାନଙ୍କ ସହିତ ଅନେକ ଅତ୍ୟାଚାର କରାଯାଉଛି । କାମ ଦେବାକୁ କହି ଅନେକ ଖରାପ କାର୍ଯ୍ୟରେ ଲିପ୍ତ କରାଯାଉଛି । ଯେଉଁ ମାନେ ଏହାକୁ ନ ମାନୁଛନ୍ତି ତାଙ୍କୁ ମାରି ଦେବାର ଭୟ ମଧ୍ୟ ଦେଖାଯାଉଛି ବୋଲି କିଛି ଝିଅମାନେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।