ଯୌବନ ସୁଖ ପାଇଁ ଯଦି ବାରମ୍ବାର ଗର୍ଭ ନଷ୍ଟ କରୁଛନ୍ତି, ତାହାଲେ ହୁଅନ୍ତୁ ସାବଧାନ, ମାଡି ଆସିବ ଏହି ରୋଗ, ଜାଣନ୍ତୁ ଡାକ୍ତର କଣ କହୁଛନ୍ତି
ଅନେକ ସମୟରେ ଦେଖା ଦେଇଛି ଯେ, ନାରୀମାନେ ନିଜକୁ ଆକର୍ଷଣୀୟ ଦିଶିବା ଓ ନିଜ ଯୌବନକୁ ଚୀରଯୌବନା କରି ରଖିବା ପାଇଁ ବେଳେ ବେଳେ ଭୁଲ୍ ବାଟରେ ଚାଲି ଯାଆନ୍ତି । ଆଉ ଏଥିପାଇଁ ସେମାନେ ଅନେକ ସମୟରେ ବହୁ ସମସ୍ୟାର ସମ୍ମୁଖିନ ହୁଅନ୍ତି । ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇ ନିଜର ଏବଂ ନିଜ ପରିବାରର ଅନିଷ୍ଟ କରନ୍ତି । କେବେ ନିଜ ଶରୀରର ନଷ୍ଟ କରନ୍ତି ତ କେବେ କେବେ ନିଜ ରକ୍ତର … Read more