ଜାଣନ୍ତୁ, ଦିନର କେଉଁ ସମୟରେ ମହିଳା ଏବଂ ପୁରୁଷମାନେ ଯୌନ ସମ୍ପର୍କ ପାଇଁ ଅଧିକ ଉତ୍ସାହିତ ହୋଇଥାନ୍ତି।
ଯୌନ ସମ୍ପର୍କ ଉପରେ ହୋଇଥିବା ଏକ ସର୍ବେକ୍ଷଣରେ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି ଯେ ମହିଳା ଏବଂ ପୁରୁଷମାନେ ସମ୍ପୂର୍ଣ୍ଣ ଭିନ୍ନ ସମୟରେ ସେକ୍ସୁଆଲ ଏକ୍ଟିଭ ଅନୁଭବ କରନ୍ତି। ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ ଏବଂ ଆପଣଙ୍କ ସାଥୀ କମ୍ ଯୌନ ସମ୍ପର୍କ ରଖୁଛନ୍ତି ଏବଂ ଏହାର କାରଣ ବୁଝିପାରୁନାହାଁନ୍ତି, ତେବେ ସମୟ ଏହାର କାରଣ ହୋଇପାରେ। ଏକ ସେକ୍ସ ଟ୍ରାଏ କମ୍ପାନୀ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ପୁରୁଷ ଏବଂ … Read more