ପ୍ରେମିକକୁ ପସନ୍ଦ ନଥିଲା ପିଲା, ପ୍ରେମିକ ପାଇଁ ‘କ୍ରାଇମ୍ ପେଟ୍ରୋଲ’ ଦେଖି ଷଡ଼ଯନ୍ତ୍ର ରଚି ଝିଅକୁ ହତ୍ୟା କଲା ମା, ଜାଣନ୍ତୁ ପୁରା ଘଟଣା

କ୍ରାଇମ୍ ପେଟ୍ରୋଲ ଦେଖି ନିଜ ତିନି ବର୍ଷର ଝିଅର ହତ୍ୟା କଲା ମାଆ ! ହତ୍ୟା କରି ମୃତ ଶରୀରକୁ ସୁଟକେସରେ ପୁରାଇ ଫିଙ୍ଗି ଦେଲା ମାଆ । ତେବେ ୟାକୁ ମାଆ କୁହାଯିବ ନା ରାକ୍ଷସୀ । ପିଲାଟିଏ ପାଈଁ ତା ମାଆ ତାର ସୁରକ୍ଷା କବଚ ସାଜୁଥିବା ବେଳେ ଏଠି ଏକ ମାଆ ହିଁ ନେଇଛି ତା ପିଲାର ଜୀବନ ।  ମାଆ ଏକ ଛୋଟ ଶବ୍ଦ ହୋଇଥିଲେ ବି ଏହି ଶବ୍ଦର କୌଣସି … Read more

ଦ୍ରୁତଗତିରେ ବଢ଼ିବାରେ ଲାଗିଛି ବିଦ୍ୟାର୍ଥୀ ମାନଙ୍କ ଆତ୍ମହତ୍ୟା।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ-(NCRB) ର ରିପୋର୍ଟ ଅନୁଯାୟୀ ଜନସଂଖ୍ୟା ଯେତିକି ଦ୍ରୁତ ଗତିରେ ବଢୁଛି ତାଠୁ ଅଧିକ ହାରରେ ଆତ୍ମହତ୍ୟା କରୁଛନ୍ତି ବିଦ୍ୟାର୍ଥୀ। ଏହିପରି ଚିନ୍ତାଜନକ ତଥ୍ୟ ଏବେ ସାମ୍ନାକୁ ଆସିଛି।

ଦେଖନ୍ତୁ ଭିଡ଼ିଓ : ରାସ୍ତାର ରଙ୍ଗ୍ ସାଇଡରେ ଠିଆ ହୋଇ ଏମିତି କରୁଥିଲେ ସ୍କୁଟର ଚାଳକ। ସାବାଡ୍ କଲେ ଆର୍ମି ଅଫିସର।

ରାସ୍ତାରେ ଗାଡି ଚଳାଇବା ସମୟରେ ସଚେତନତା ର ସହିତ ଗାଡି ଚଲାଇବା ଉଚିତ୍। ନଚେତ୍ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ କିମ୍ବା ଟ୍ରାଫିକ ଜାମ ହେବାର ଆଶଙ୍କା ଥାଏ। ଏମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି। ରାସ୍ତାରେ ଜଣେ ସ୍କୁଟର ଚାଳକ ରଙ୍ଗ୍ ସାଇଡରେ ଗାଡି ଚଳାଇଆସି ଦାଦାଗିରି ଦେଖାଉଥିଲେ । ଏହା ମଧ୍ୟରେ ଜଣେ ଆର୍ମି ଅଫିସର ଜିପରୁ ଓହ୍ଲାଇଆସି ତାଙ୍କୁ ତାଗିଦ କଲେ । ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି … Read more

ଭାରତର ସବୁଠାରୁ ବଡ ଇନକମ ଟ୍ୟାକ୍ସ ରେଡ଼, 10 ଦିନ ପର୍ଯ୍ୟନ୍ତ ଦିନରାତି ନୋଟ୍ ଗଣିବାକୁ ପଡିଥିଲା, ଏହି ଦୃଶ୍ୟ ଅଜୟ ଦେବଗାନଙ୍କ ଫିଲ୍ମ ପରି ଥିଲା।

ଆୟକର ରେଡ୍ ବିଷୟରେ ଶୁଣିବା ମାତ୍ରେ ବଡ଼ ବଡ଼ ଧନୀ ଲୋକମାନଙ୍କ ଝାଳ ବୋହିବା ଆରମ୍ଭ ହୋଇଯାଏ। ସମୟ ସମୟରେ ଦେଶର ଆୟକର ବିଭାଗ ବହୁ ଧନୀ ବ୍ୟକ୍ତିଙ୍କ ଠିକଣା ଉପରେ ଚଢାଉ କରି ବହୁ ପରିମାଣର ଟଙ୍କା ଏବଂ ମୂଲ୍ୟବାନ ଜିନିଷ ଉଦ୍ଧାର କରିଥାଏ। ଆପଣ ଜାଣିଛନ୍ତି କି ଦେଶରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ଆୟକର ଆକ୍ରମଣ କେଉଁଠାରେ ହୋଇଛି ଏବଂ ଏଥିରେ କେତେ ଟଙ୍କା ଉଦ୍ଧାର କରାଯାଇଛି? ବାସ୍ତବରେ, ଅଗଷ୍ଟ 21 ରେ ଅର୍ଥମନ୍ତ୍ରୀ … Read more

ଭାଇରାଲ୍ ହେଉଛି ଐଶ୍ୱର୍ଯ୍ୟା ରାୟ ଏବଂ ଏହି ଡାକ୍ତର ଙ୍କ ଚୁମ୍ବନ ଫଟୋ! ଏହି ଡାକ୍ତରଙ୍କ ପାଇଁ ଐଶ୍ୱର୍ଯ୍ୟା ରାୟ-ଅଭିଷେକ ଙ୍କ ମଧ୍ୟରେ ହେବାକୁ ଯାଉଛି ଛାଡପତ୍ର…

ବଲିଉଡ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଯୋଡି ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ତେବେ ଏହି ଚର୍ଚ୍ଚାକୁ ନେଇ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କୁହାଯାଉଛି ଯେ ଜଣେ ଡାକ୍ତରଙ୍କ କାରଣରୁ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେଇଛି। ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତି କିଏ ଯାହାଙ୍କ କାରଣରୁ ଦମ୍ପତିଙ୍କ ଛାଡପତ୍ରକୁ ନେଇ … Read more

ମହାକାଶ ବିଜ୍ଞାନୀ ଦିଗେନ୍ଦ୍ରନାଥ ସ୍ୱାଇଁଙ୍କୁ ଆମ ଓଡ଼ିଆ ପୁଅ କୁ ମିଳିଲା ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର…

ଚଳିତ ବର୍ଷ ବିଜ୍ଞାନ ଓ ବିଜ୍ଞାନ ସମ୍ପର୍କିତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ରାଷ୍ଟ୍ରପତି ଭବନରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ କରିଛନ୍ତି। ୩୩ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଆ ପୁଅ ମହାକାଶ ବୈଜ୍ଞାନିକ ଡଃ ଦିଗେନ୍ଦ୍ରନାଥ ସ୍ୱାଇଁଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜ୍ଞାନ ଯୁବ-ଶାନ୍ତି ସ୍ୱରୂପ ଭଟ୍ଟନାଗର ପ୍ରଦାନ କରିଛନ୍ତି। ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାରର ପ୍ରଥମ ସଂସ୍କରଣରେ ବିଜ୍ଞାନ ରତ୍ନ, ବିଜ୍ଞାନ ଶ୍ରୀ, ବିଜ୍ଞାନ ଯୁବ ଏବଂ … Read more

କଣ୍ଟ୍ରୋବର୍ଷି କୁଇନ୍‌ କଙ୍ଗନା ଦେଲେ ବଡ଼ ବୟାନ : ସେଲିବ୍ରିଟିମାନେ ହେଉଛନ୍ତି ସବୁଠୁ ବଡ଼ ମୂର୍ଖ ଓ ବୋକା!

କଙ୍ଗନା କହୁ କହୁ ଖୋଲିଦେଲେ ବଲିଉଡ ଇଣ୍ଟଷ୍ଟ୍ରି ର କିଛି ରାଜ। କହିଛନ୍ତି ବଲିଉଡ ର ପାର୍ଟି କେମିତି ହୁଏ? ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତ ରବିବାର ପୁଣିଥରେ ବଲିଉଡ୍‌ ତାରକାମାନଙ୍କୁ ଟାର୍ଗେଟ କରିଛନ୍ତି। ଅଭିନେତ୍ରୀରୁ ରାଜନେତା ହୋଇଥିବା କଙ୍ଗନା ରାଣାୱତ ବର୍ତ୍ତମାନ ଇମରର୍ଜେନ୍ସି ଫିଲ୍ମ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟ୍ରେଲର ବର୍ତ୍ତମାନ ରିଲିଜ ହୋଇଛି। ସମସ୍ତେ ଏହାର ପ୍ରଶଂସା କରିଛନ୍ତି। ବର୍ତ୍ତମାନ କଙ୍ଗନା ଫିଲ୍ମ ପ୍ରମୋଶନରେ ଲାଗିଛନ୍ତି। କଙ୍ଗନା କହିଛନ୍ତି, ବଲିଉଡ୍‌ ସେଲିବ୍ରିଟିମାନେ … Read more

ଘଟିଛି ଭୟଙ୍କର ଦୁର୍ଘଟଣା : ତେଲ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା ହୋଇଛି ସମରଝୋଳ ଛକରେ। ଫଳରେ ଚା ପିଉଥିବା ୩ ଲୋକଙ୍କ ସମେତ ବସ ର ୧ ଲୋକଙ୍କ ହୋଇଛି ମୃତ୍ୟୁ…

ଗଞ୍ଜାମ ସମରଝୋଳ ଛକରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ବସ୍ ସହ ତେଲ ଟ୍ୟାଙ୍କର ହୋଇଛି ଧକ୍କା । ତେଲ ଟ୍ୟାଙ୍କର ଏକ ଟ୍ରକ କୁ ଓଭର ଟେକ କଲାବେଳେ ଘଟିଛି ଦୁର୍ଘଟଣା। ଯାହାଫଳରେ ରାସ୍ତା କଡ ଚା ଦୋକାନ ଉପରକୁ ମାଡ଼ିଗଲା ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି। ଚା ଦୋକାନରେ ଚା ପିଉଥିବା ୩ଜଣ ଓ ବସର ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି । ଯାତ୍ରୀ … Read more

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ରେ ମିଳୁଥିବା ଖାଦ୍ୟରୁ ବାହାରିଲା ଅସରପା..

ଟ୍ରେନ ରେ ଦୁରଯାତ୍ରା କୁ ଗଲାବେଳେ ପ୍ରାୟ ଲୋକେ ଟ୍ରେନ ରେ ଖାଦ୍ୟ ଅଡର କରି ଖାଇଥାନ୍ତି। ତେବେ ଟ୍ରେନ ର ଖାଦ୍ୟ କେତେ ସ୍ବାସ୍ଥ୍ୟକର। ଅନେକ ସମୟରେ ଟ୍ରେନ ର ଖାଦ୍ୟ ଖରାପ ହୋଇଥାଏ। ଏହିପରି ଏକ ଖଟଣା ଘଟିଛି ବନ୍ଦେ ଭାରତ ଏକ୍ସପ୍ରେସ ରେ… ବନ୍ଦେ ଭାରତ ଏକ୍ସପ୍ରେସରେ ୧୯ ଅଗଷ୍ଟରେ ଶିରିଡିରୁ ମୁମ୍ବାଇ ଯାତ୍ରା କରୁଥିବା ଏକ ପରିବାର ଟ୍ରେନ ରୁ ଖାଦ୍ୟ ଅଡର କରିଥିଲେ। ତାଙ୍କୁ ଦିଆଯାଇଥିବା ଖାଦ୍ୟରେ ମଲା ଅସରପା … Read more

ଭଉଣୀର ହତ୍ୟାକାରୀକୁ ଭଗବାନ ଦେଲେ ଦଣ୍ଡ! ରାକ୍ଷୀରେ ହତ୍ୟା କରିଥିଲ ଭଉଣୀକୁ, ଆଜି ଉଡ଼ିଗଲା ନିଜର ପ୍ରାଣବାୟୁ…

ଗତକାଲି ଥିଲା ରାକ୍ଷୀ ପୂର୍ଣ୍ଣିମା। ହେଲେ ଏହି ଦିନ ଭାଇ ଭଉଣୀର ସମ୍ପର୍କରେ ଲାଗିଥିଲା ରକ୍ତର ଦାଗ । ଭଉଣୀ ଛୁରୀରେ ବେକ କାଟି ହତ୍ୟା କରିଥିଲା ଭାଇ । ତେବେ ବିଧିର ବିଧାନ ଥିଲା ବିଚିତ୍ର । ହତ୍ୟା କରିବା ପରେ ଫେରାର ହେବା ଚକ୍କରରେ ବସ୍ ସହ ପିଟି ହୋଇଥିଲା ଅଭିଯୁକ୍ତ । ଘଟଣାଟି କିଛି ଏପରି ଥିଲା, ଗତକାଲି ବଡ଼ ବଜାର ଥାନା ଜଗନ୍ନାଥ ବିହାର ୭ମ ଲେନ୍ ସ୍ଥିତ ତାଙ୍କ ବଡ … Read more