ଋଣ ସୁଝିନପାରି ୫୨ ବର୍ଷର ବୁଢା ବର ସହ ନିଜ ୧୬ ବର୍ଷ ଝିଅର ବାହାଘର କରେଇଦେଲେ ବାପା, ଜାଣନ୍ତୁ ପୁରା ଘଟଣା

ପିଲାମାନଙ୍କ ପାଇଁ ତାଙ୍କ ବାପା, ମା ଏକ ନିବିଡ଼ ବିଶ୍ୱସନୀୟ ଢ଼ାଲ ପରି । ଅନ୍ୟ କେହି ପିଲା ସହ ଅନ୍ୟାୟ କଲେ ପିଲାଟି ଜଣାଇ ଥାଏ ନିଜ ବାପା, ମାଙ୍କୁ। ହେଲେ ଥରେ ଭାବିଦେଖିଲେ ଯେତେବେଳେ ବାପା ମା ନିଜ ପିଲାର ଅନ୍ୟାୟ କରିବସନ୍ତି ତେବେ କଣ କରିବ ସେ ପିଲାଟି। କାହା ଆଗରେ ଜଣାଇବ ଦୁଃଖ। କେହି କେହି ନିଜ ଭାଗ୍ୟକୁ ଚିରକାଳ ନିନ୍ଦି ମରି ମରି ବଞ୍ଚୁଥିବା ବେଳେ ଖୁବ୍ କମ୍ ଅଛନ୍ତି … Read more

ଦେଖନ୍ତୁ ଭିଡ଼ିଓ : କ୍ଲାସରୁମରେ ଅଶ୍ଳୀଳତାର ସୀମା ଟପିଗଲେ ଛାତ୍ରଛାତ୍ରୀ, ଚିନ୍ତାରେ ଅଭିଭାବକ…

ଭାଇରାଲ୍ ହେଲା ବିଦ୍ୟାଳୟରେ ପଢୁଥିବା ଦୁଇ ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ! ଆପଣ ବି ଭିଡ଼ିଓଟି ଦେଖିଲେ ଆପଣଙ୍କୁ ବି ହୁଏ ତ ଲାଜ ଲାଗିପାରେ । ଆପଣ ବି ଭାବି ପାରନ୍ତି ଏମାନେ ଏତେ ଛୋଟ ଛୋଟ ପିଲା ହୋଇ କିପରି ଏପରି କାମ କରୁଛନ୍ତି ?  ତେବେ କହିବାକୁ ଗଲେ ତ ଆଜିକାଲିର ଏ ପିଲା ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସୁଛନ୍ତି ନା ପ୍ରେମ କରିବାକୁ । ତାହା ପୁଣି ଖୁଲମ୍ … Read more

ବାଇଆ କଲା ୯ମ ଶ୍ରେଣୀ ଝିଅର ପ୍ରେମ, ଆଇଫୋନ୍ ଗିଫ୍ଟ କରିବା ପାଇଁ ମା’କୁ କାଙ୍ଗାଳ କରିଦେଲା ବାଳକ, ଜାଣନ୍ତୁ ପୁରା ଘଟଣା

ନବମ ଶ୍ରେଣୀର ପ୍ରେମ ! ପ୍ରେମିକାକୁ ଆଇଫୋନ୍ ଗିଫ୍ଟ ଦେବା ପାଇଁ ମାଆର ସମସ୍ତ ସୁନା ଗହଣା ଚୋରି କଲା ପ୍ରେମିକ ! ତେବେ ଆଜି କାଲି ତ ଭଲ ପାଇବା ଯେପରି ଏକ ଫ୍ୟାସନ ହୋଇ ଗଲାଣି । କଲେଜ୍ ତ ଦୂରର କଥା ସ୍କୁଲରେ ପଢୁଥିବା ପିଲାଙ୍କର ରହିଛି ବୟେଫ୍ରେଣ୍ଡ ଆଉ ଗର୍ଲଫ୍ରେଣ୍ଡ। ତେବେ ଠିକ୍ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ରାଜଧାନୀ ଦିଲ୍ଲୀର ନଯାଫଗଡର ଏକ ନବମ … Read more

ସିନେମା ନୁହେଁ ସମ୍ବନ୍ଧ ପାଇଁ ଚର୍ଚ୍ଚାରେ ଜୈକଲିନ, ୯୦ ହଜାର କୋଟିର ମାଲିକଙ୍କୁ ନିଜର ସୌନ୍ଦର୍ଯ୍ୟରେ ଫସାଇ କଣ କରିଥିଲେ ଜାଣନ୍ତୁ

ବଲିଉଡ୍ ର ବେଶ୍ ଜଣା ଶୁଣା ଅଭିନେତ୍ରୀ ହେଉଛନ୍ତି ଜ୍ୟାଙ୍କଲିନ ଫର୍ଣାଡିସ୍ । ଜ୍ୟାଙ୍କଲିନ ବଲିଉଡ୍ ରେ ବର୍ତ୍ତମାନ ସମୟର ଏକ ଆଗ ଧାଡ଼ିର କଳାକାର ଅଟନ୍ତି । ନିଜର ସୌନ୍ଦର୍ଯ୍ୟ ଏବଂ ଆକ୍ଟିଙ୍ଗ ଷ୍ଟାଇଲକୁ ନେଇ ବଲିଉଡ୍ ରେ ବେଶ୍ ଛାଇ ରହିଛନ୍ତି ସେ । ନିଜର ଆକ୍ଟିଂ ଷ୍ଟାଇଲ ପାଇଁ ଫ୍ୟାନ୍ସ ମାନଙ୍କ ନିକଟରେ ବି ସେ ଏକ ବେଶ୍ ପରିଚିତ ଓ ଚର୍ଚ୍ଚିତ ମୁହଁ । ଲୁକ୍ , ଷ୍ଟାଇଲ୍ , ଆକ୍ଟିଙ୍ଗ … Read more

ପାଞ୍ଚଟି ସନ୍ତାନର ପିତା ହୋଇଥିବାରୁ ନିଜ ପଦବୀ ହରାଇଲେ ସରପଞ୍ଚ ବାବୁ…

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନ ୫ ଟି ସନ୍ତାନର ପିତା ହୋଇଥିବାରୁ ନିଜର ସରପଞ୍ଚ ପଦବୀ ହରାଇଛନ୍ତି । ଏଠାକାର ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ତ୍ରିନାଥ ପ୍ରଧାନଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି। କାରଣ ନିର୍ବାଚନରେ ପଞ୍ଚାୟତ ଅଧିନିୟମକୁ ଉଲଂଘନ କରି ତ୍ରିନାଥ ବିଜୟୀ ହୋଇଥିଲେ। ତାଙ୍କର ୨ରୁ ଅଧିକ ସନ୍ତାନ ଥିବା ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ସୁରୁଲାଇ ଗ୍ରାମର ପିତର … Read more

କୋଲକାତା ମେଡିକାଲ କଲେଜର ଟ୍ରେନିଂ ନେଉଥିବା ମହିଳା ଡାକ୍ତରଙ୍କ କରାଯାଇଛି ହତ୍ୟା ଏବଂ ହତ୍ୟା ପୂର୍ବରୁ ହୋଇଥିଲା ଦୁଷ୍କର୍ମ…

ପଶ୍ଚିମବଙ୍ଗର ଆର.ଜେ କର ମେଡିକାଲ କଲେଜ ଓ ହସ୍ପିଟାଲରେ ଶିକ୍ଷାନବିସ ଡାକ୍ତର (ଟ୍ରେନି ଡାକ୍ତର)ଙ୍କ ସହ ଘଟିଛି ଅଘଟଣ। ମହିଳା ଜଣକ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ପ୍ରଥମେ ତାଙ୍କୁ ଦୁଷ୍କର୍ମ କରି ଅତି ନିର୍ମମ ଭାବେ କରାଯାଇଛି ହତ୍ୟା। ମୃତା ଡାକ୍ତର ଜଣଙ୍କ କଲେଜ ସେମିନାର ହଲରେ ଅଚେତ ଅବସ୍ଥାରେ ମିଳିଥିଲେ। ସାଙ୍ଗେ ସାଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ କୋଲକାତା ପୁଲିସ ତଦନ୍ତ … Read more

ତଳେ ଗଡ଼ାଇ ଭାଙ୍ଗିଲେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି, ବାଂଲାଦେଶ ରେ ମୁସଲିମ ଦେଖାଇଲେ ଅସଲ ରୂପ

ହିଂସା ନିଆଁରେ ଜଳୁଛି ବାଂଲାଦେଶ। ସାରା ଦେଶରେ ଅସମ୍ଭାଳ ସ୍ଥିତି। ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ଭଙ୍ଗ ଘୋଷଣା କରିଛନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ।  ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ତଳେ ଗଡ଼ୁଛି: ବାଂଲାଦେଶ ମେହେରପୁର ଅଞ୍ଚଳରେ ଥିବା ଇସ୍କନ୍ ମନ୍ଦିରରେ ଆତତାୟୀ ମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ମନ୍ଦିରର ଦୁଇଟି ଫ୍ଲୋରରେ ନିଆଁ ଲଗାଇ ଦେଇଛନ୍ତି। ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। … Read more

ଅଗଷ୍ଟ ୧୫ ରେ ରିଲିଜ ହେବାକୁ ଯାଉଛି ବଲିଉଡ ଏବଂ ଟୋଲିଓଡ଼ ର ୫ ଟି ବଡ଼ ଫିଲ୍ମ। ବାଜି ମାରିବ କିଏ?

୧୫ ଅଗଷ୍ଟ ଗୁରୁବାର ଦିନ ବକ୍ସ ଅଫିସ୍ ପାଇଁ ବର୍ଷର ସବୁଠାରୁ ବଡ ଦିନ ହେବାକୁ ଯାଉଛି। ରିଲିଜ ହେବାକୁ ଯାଉଛି ୫ ଟି ବଡ଼ ଫିଲ୍ମ। କିନ୍ତୁ ଗୋଟିଏ ପରେ ଗୋଟିଏ ବଡ ବଡ ଫିଲ୍ମ ସେମାନଙ୍କର ରିଲିଜ୍ ତାରିଖକୁ ସ୍ଥଗିତ ରଖିଛନ୍ତି। ଏହି ଦିନ ‘ସିଙ୍ଘମ୍ ଏଗେନ୍’ ଏବଂ ‘ପୁଷ୍ପା୨’ ମଧ୍ୟରେ ସଂଘର୍ଷ ହେବାକୁ ଯାଉଥିଲା। କିନ୍ତୁ ଦୁହେଁ ଫିଲ୍ମର ରିଲିଜ୍ ତାରିଖକୁ ସ୍ଥଗିତ ରଖିଦେଲେ। ଏହା ପରେ, ପୁଣି ଥରେ ଏହି ତାରିଖକୁ … Read more

ଖୋଲା ନାଳ ଭିତରକୁ ଖସି ପଡିଲା ଶିଶୁ! ଏପରି ଘଟିଲା ଘଟଣା…

ଛୋଟ ପିଲାମାନେ ଖେଳିବା ସମୟରେ ତାଙ୍କ ଉପରେ ବଡ଼ ମାନଙ୍କ ଦୃଷ୍ଟି ରହିବା ନିହାତି ଆବଶ୍ୟକ। କାରଣ ତାଙ୍କ ଚାରିପଟରେ ଥିବା ବିପଦ ସେମାନେ ଜାଣି ପାରନ୍ତି ନାହିଁ। ଅନେକ ସମୟରେ ସାମାନ୍ୟ ଅସାବଧାନତା କାରଣରୁ ପିଲାମାନେ ବଡ ବିପଦରେ ମଧ୍ୟ ପଡି ଥାଆନ୍ତି । ନିକଟରେ ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଭାଇରାଲ ହୋଇଛି । ଏକ ଶିଶୁ ଖେଳୁ ଖେଳୁ ଏକ ଖୋଲା ନାଳରେ ଖସି ପଡୁଥିବା ଭିଡିଓରେ ଦେଖିବାକୁ ମିଳିଛି । … Read more

ପୁଣି ୧୦ ଜିଲ୍ଲାକୁ କଡ଼ା ସତର୍କ ସୂଚନା, ୨ ରୁ ହେବ ପ୍ରବଳ ବର୍ଷା। ଆସନ୍ତୁ ଜାଣିବା ପୁରା ଖବର…

ପାଣିପାଗ ବିଭାଗ ତରଫରୁ ଆସିଲା ବଡ଼ ଖବର। ସୂଚନା ଅନୁଯାୟୀ ଓଡ଼ିଶାରେ ଆଗାମୀ ୪ ଦିନ ଲଘୁଚାପ ଯୋଗୁଁ ହେବାକୁ ଯାଉଛି ପ୍ରବଳ ବର୍ଷା। ତେବେ ତାହେଲେ କେଉଁ ଜିଲ୍ଲାଗୁଡିକ ମିଳିଛି ସତର୍କ ସୂଚନା ଆସନ୍ତୁ ଜାଣିବା । ମୌସୁମୀ ବର୍ଷା ଓଡ଼ିଶାର ଉତ୍ତର ଉପକୂଳ ବର୍ତ୍ତି ଅଞ୍ଚଳଗୁଡିକୁ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି … Read more