ଦେଖନ୍ତୁ ଭିଡ଼ିଓ: ମାଂସ ଖାଉଥିଲା ସ୍ୱାମୀ, ଆଉ ଏପଟେ ପ୍ରେମିକ ସହ ଚମ୍ପଟ ମାରିଲା ସ୍ତ୍ରୀ, ଘଟଣା ବିଷୟରେ ଜାଣିଲେ ତାଯୁବ ହେବେ ଆପଣ

ଏବେ ହିଁ ହିନ୍ଦୁ ରୀତି ନୀତି ଅନୁଯାୟୀ ଧୁମ ଧାମ ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ସ୍ତ୍ରୀକୁ ଖୁସି କରିବା ପାଇଁ ସ୍ବାମୀ ଉପହାରରେ ବି ଏକ ଦାମୀ ଗିଫ୍ଟ ଦେଇଥିଲା । ଏତେ ସବୁ ହେଲା ପରେ ବି ସ୍ୱାମୀ ର ପ୍ରେମ ପ୍ରେମ ସ୍ତ୍ରୀକୁ ବାନ୍ଧି ରଖି ପାରିଲା ନାହିଁ । ସ୍ବାମୀ ସହିତ ଗୋଟିଏ ଭଲ ସ୍ତ୍ରୀର ଅଭିନୟ କରି ଏକ ମାସ ସ୍ବାମୀ ସାଥିରେ … Read more

ଦେଖନ୍ତୁ ଭିଡ଼ିଓ: ଝଡ଼ା ଫୁଙ୍କା କରିଦେବି କହି ନାବାଳିକାକୁ ଗର୍ଭବତୀ କରିଦେଲା ଠକ ବାବା, ଘଟଣା ବିଷୟରେ ଜାଣିଲେ ତାଯୁବ ହେବେ ଆପଣ

ଆଜି କଲି ଠକ ବାବା ଙ୍କ ଅଭାବ ନାହିଁ, ଝଡ଼ାଫୁଙ୍କା କରୁଥିବା ବାବା ଯାହା କରିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଝଡ଼ା ଫୁଙ୍କା ବାହାନାରେ ବାବା ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଗର୍ଭବତୀ କରିଛି । ଜଣେ ୧୪ ବର୍ଷୀୟ ନାବା-ଳିକା ଜଣକ ବର୍ତ୍ତି ପାରି ନଥିଲେ । ଆଉ ଏହି ବାବା ଜଣକ ସୁଯୋଗ ଦେଖି ନାବାଳିକାଙ୍କ ସହିତ ଶାରୀ-ରିକ ସମ୍ପର୍କ ରଖିଥିଲେ । ଯେତେବେଳେ ନାବାଳିକା ଜଣକ ଗର୍ଭ-ବତୀ ହୋଇଥିଲେ … Read more

ଦେଖନ୍ତୁ ଭିଡ଼ିଓ: ଜଗପତି ଖୋଲିଲେ ମୁହଁ କହିଲେ “ଯଦି ବ୍ୟାନ କରିବାର ଥିଲା ଆଦିପୁରୁଷ କୁ କରିଥାନ୍ତ, ଏ ଫିଲ୍ମ୍ ରେ ତ…”

ଓଡ଼ିଆ ସିନେମ ର ଏକ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।କିନ୍ତୁ ସେଥି ମଧ୍ୟରେ ଏମିତି କିଛି ଚଳଚ୍ଚିତ୍ର ରିଲିଜ ହେଉଛି ଯାହା ଲୋକମାନଙ୍କ ସହିତ କୋଠାର ଘାତ୍ ହେଉଛି ବୋଲି ଜଣାଯାଇଛି। ନିକଟରେ ରିଲିଜ୍ ହେଇଛି ଓଡ଼ିଆ ଚଳଚ୍ଚିତ୍ର ପ୍ରିୟେ ତୁମ ସିଏ। ଯାହା ବିଷୟରେ ଗଜପତି ନିଜର କଥା ଉପସ୍ଥାପନ କରିଛନ୍ତି। ସିନେମା ପ୍ରିୟେ ତୁମ ସିଏ ଯାହାକୁ କିଛି ଲୋକ ଭଲ ପାଇବା ଦେଉଥିବାବେଳେ ଆଉ କିଛି ଲୋକ … Read more

“ଜାତି କହିଲେ ଯଦି ବାଧୁଛି ତାହାଲେ ଆମ ସହ…” ଜିତୁ ରାଉତ ନିର୍ଦେଶକ ଏମିତି କଣ କହିଦେଲେ, ଦେଖନ୍ତୁ ଭିଡ଼ିଓ

ଅଭିନେତ୍ରୀ ଝିଲିକଙ୍କ ସିନେମା ‘ପ୍ରିୟେ ତୁ ମୋ ସିଏ’କୁ ନେଇ ଯେଉଁ ବିବାଦ ଦେଖାଦେଇଛି ସେ ବିଷୟରେ ତ ଆପଣ ଜାଣିଥିବେ। ଝିଲିକ ମୋସନ୍ ପିକ୍ଚର୍ସର ଏହି ସିନେମାର ସଂଳାପରେ ‘ହରିଜନ’ ଶବ୍ଦ ବ୍ୟବହାରକୁ ନେଇ ସୁକିନ୍ଦା ଥାନାରେ ଦଳିତ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି। ଏହା ସହ ରାୟଗଡ଼ା ଜିଲ୍ଲାରେ ମଧ୍ୟ ଏହାକୁ ବିରୋଧ କରି ଥାନାରେ ଏତଲା ଦିଆଯାଇଛି।ସିନେମାରେ ନାୟିକା ନାୟକଙ୍କୁ ‘ତୁ ଜଣେ ହରିଜନ ପିଲା ଆଉ ମୁଁ ଜଣେ ସାମନ୍ତ ଘର … Read more

ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ହେଲା ପ୍ରେମ, ଧୁମ୍ ଧାମରେ ହେଲା ବିବାହ, ଜାଣନ୍ତୁ ପୂରା ଘଟଣା

ଜଣେ ବରକୁ ବିବାହ କରିଲେ ଦୁଇ ଯାଆଁଳା ଭଉଣୀ। ମହାରାଷ୍ଟ୍ରର ସୋଲାପୁର ଠାରେ ଏଭଳି ଏକ ଭିନ୍ନ ପ୍ରକାର ଘଟଣା ଘଟିଯାଇଛି। ଯାଆଁଳା ଭଉଣୀଙ୍କ ନାମ ରିଙ୍କି ଏବଂ ପିଙ୍କି ହୋଇଥିବା ବେଳେ ସେମାନଙ୍କୁ ବିବାହ କରିଥିବା ଯୁବକଙ୍କ ନାମ ଅତୁଲ ବୋଲି ଜଣାପଡ଼ିଛି। ଉଭୟ ପରିବାରର ସମର୍ଥନରେ ହିଁ ଏହି ବିବାହ ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ଖବର ଅନୁଯାଇ ଯାଆଁଳା ଭଉଣୀ ରିଙ୍କି ଏବଂ ପିଙ୍କି ଉଭୟେ ଆଇଟି ଇଞ୍ଜିନିୟର ଭାବରେ ମୁମ୍ବାଇରେ କାର୍ଯ୍ୟ କରନ୍ତି। … Read more

କୋୖଣସି ଝିଅ/ମହିଳାଙ୍କୁ ୧୪ ସେକେଣ୍ଡରୁ ଅଧିକ ସମୟ ଦେଖିଲେ ହେବ ଜେଲ୍? NCIBର ଟ୍ୱିଟ ବଢାଇଲା ପୁଅଙ୍କ ଚିନ୍ତା

ସର୍ବସଧାରଣ ସ୍ଥାନରେ ଜଣେ ମହିଳାଙ୍କୁ ୧୪ ସେକେଣ୍ଡ କିମ୍ବା ତା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାହିଁ ରହିଲେ ଆପଣଙ୍କୁ ଜେଲ୍ ଯିବାକୁ ହେବ। ଏଭଳି କିଛି ଟ୍ୱିଟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। NCIB(National Crime Investigation Bureau) ପକ୍ଷରୁ ଏଥିନେଇ ଏକ ଟ୍ୱିଟ କରାଯାଇଥିବା ଜଣାପଡିଛି। ଭାରତୀୟ ଦଣ୍ଡବିଧାନ IPC ଧାରା ୨୯୪ ଏବଂ ୫୦୯ ଅନୁଯାଇ ଜଣେ ମହିଳାଙ୍କୁ ୧୪ ସେକେଣ୍ଡ ପର୍ଯ୍ୟନ୍ତ ଚାହିଁ ରହିଲେ ଆପଣଙ୍କ ବିରୋଧରେ … Read more

ବିନା ନିମନ୍ତ୍ରଣରେ ଭୋଜି ଖାଇଦେଲେ ବୋଲି MBA ଛାତ୍ରକୁ ପ୍ଲେଟ୍ ଧୋଇବାର ଦଣ୍ଡ ଦେଲେ କନ୍ୟା ପକ୍ଷ, ଦେଖନ୍ତୁ ଭିଡ଼ିଓ

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ବିବାହ ଭୋଜିରେ କନ୍ୟାପକ୍ଷ ଲୋକେ ଜଣେ ଛାତ୍ରଙ୍କୁ ଜୋର ଜବରଦସ୍ତ ଅଇଁଠା ପ୍ଲେଟ ମାଜିବାକୁ ବାଧ୍ୟ କରୁଥିବା ଭଳି ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ବିନା ନିମନ୍ତ୍ରଣରେ ବାହାଘର ଭୋଜିରେ ଖାଇଥିବାରୁ ଛାତ୍ର ଜଣଙ୍କୁ ଏଭଳି ଭାବରେ ବେଇଜ୍ଜତ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ଭୋପାଳର ମ୍ୟାରେଜ୍ ଗାର୍ଡେନ ଠାରେ ଏହି ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବକ ଜଣକ ବିନା ନିମନ୍ତ୍ରଣରେ ଭୋଜି ଖାଇବାକୁ ଚାଲି ଆସିଥିଲେ। କନ୍ୟା … Read more

ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ ଅଭିନେତ୍ରୀ ରିୟା ଦେ, ଏହି ପୁଅ ହେଲେ ତାଙ୍କ ଜୀବନସାଥି

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଅଭିନେତ୍ରୀ ରିୟା ଦେ। ଏହି ଓଲିଉଡ ଅଭିନେତ୍ରୀ ଜଣକ ବ୍ୟବସାୟୀ ସୁନୀଲ କୁମାର ଦଳାଇଙ୍କୁ ବିବାହ କରିଥିବା ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ୧୧ ତାରିଖରେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିଲା। ବିବାହ କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପରିବାର ଲୋକେ, ବନ୍ଧୁ ଓ ଓଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ। ଅଭିନେତ୍ରୀ ରିୟାଙ୍କ ଘର ବାଲେଶ୍ୱରରେ ହୋଇଥିବା ବେଳେ ସେହିଠାରେ ହିଁ ତାଙ୍କର ବିବାହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। … Read more

ବାଜା ବଜାଇ ବିବାହ କରିବାକୁ ଆସିଥିଲେ, ପ୍ରେମିକା କଥା ମନେ ପଡ଼ିବାରୁ ମଣ୍ଡପରୁ ଛୁ ମାରିଲା ବର, ଆଉ ତାପରେ…

ବାହା ହେବାପାଇଁ ବିବାହ ବେଦୀରେ ବସିଥିଲେ ବର ଏବଂ କନ୍ୟା। କିନ୍ତୁ, ହଠାତ୍ ପ୍ରେମିକା କଥା ମନେ ପଡ଼ିଯିବାରୁ ବେଦୀ ଛାଡ଼ି ପଳାଇଲା ବର। ଏହା କୌଣସି ଚଳଚିତ୍ରର ସଂଳାପ ନୁହେଁ ବରଂ ବିହାରର ବୈଶାଳୀ ଜିଲ୍ଲାରେ ହିଁ ଏଭଳି ଏକ ଘଟଣା ଘଟିଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ କନ୍ୟାପକ୍ଷ ଲୋକେ ବରପକ୍ଷଙ୍କୁ କିଛି ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ମିଳିଥିବା ସୂଚନା ଅନୁଯାଇ ମହୁଆ ପୋଲିସ ଷ୍ଟେସନ ଅଞ୍ଚଳର ମାଘୋଲ ପଞ୍ଚାୟତର ଭୁବନେଶ୍ୱର … Read more

ପ୍ରୋଗ୍ରାମ ଆଟେଣ୍ଟ ପାଇଁ କାରରେ ଦ୍ରୁତ ଗତିରେ ଯାଉଥିଲେ ରାନୀ ପଣ୍ଡା, ବାଇକକୁ ଧକ୍କା ଦେଇ ନେଇଗଲେ ଜୀବନ, ଜାଣନ୍ତୁ ପୂରା ଘଟଣା

ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର ଦୁର୍ଘଟଣା। ଏକ ଷ୍ଟେଜ୍ ସୋ ପାଇଁ ଯାଉଥିବା ବେଳେ ତାଙ୍କ କାରର ଏକ ମୋଟରସାଇକେଲ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ଗତକଲି ରାତିରେ ରାନୀ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ତାଙ୍କ କାର ଯୋଗେ ଅନୁଗୁଳ ଯାଇଥିଲେ। ସେଠାରୁ ଦୁଦୁରୁକୋଟ ଗ୍ରାମକୁ ଯାତ୍ରା ପରିବେଷଣ କରିବାକୁ ଯାଉଥିବା ବେଳେ ଆଠଗଡ଼ … Read more