କିନ୍ନର ସ୍ୱିଟି ଙ୍କୁ ପ୍ରଥମ ରାତିରେ ବାର୍ ରେ ମିଳିଥିଲା ୫୦ ହଜ଼ାର ଟଙ୍କା, ଆଉ ତାପରେ ତାଙ୍କ ଜୀବନ…
ଏହି ନିଷ୍ଠୁର ଦୁନିଆରେ ବଞ୍ଚିବାକୁ ମଣିଷ ଅନେକ ପ୍ରକାରର ସଂଘର୍ଷ କରିଥାଏ। ଖାସ୍ କରି ଜଣେ କିନ୍ନରଙ୍କ ପାଇଁ ଏହି ସମାଜରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର ଅଟେ। ଏପରି ହିଁ ଏକ କାହାଣୀ କିନ୍ନର ସ୍ୱିଟି ସାହୁଙ୍କର ଅଟେ। ଏହି ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସ୍ୱିଟି ଏକ ସାକ୍ଷାତକାର ମାଧ୍ୟମରେ ନିଜ ଜୀବନ ଏବଂ ସଂଘର୍ଷ ବିଷୟରେ ସୂଚନା ଦେଇଛନ୍ତି। ସ୍ୱିଟିଙ୍କ କହିବା ଅନୁଯାଇ ସେ ମାତ୍ର ପଞ୍ଚମ ଶ୍ରେଣୀରେ ପଢ଼ୁଥିବା … Read more