ମରିବାକୁ କମ୍ ସମୟ ଅଛି ଜାଣି ମଧ୍ୟ ପ୍ରେମିକକୁ ବିବାହ କଲେ ଯୁବତୀ! ଜାଣନ୍ତୁ ଘଟଣା ପଛର କାହାଣୀ
ବର୍ତ୍ତମାନ ସମୟରେ ପ୍ରେମକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ନାନା ଉଦାହରଣ ବି ଦେଖିବାକୁ ମିଳୁଛି । ସମାଜରେ ଘଟୁଥିବା ଘଟଣାକୁ ଦେଖି ଲୋକେ କହୁଛନ୍ତି ପ୍ରକୃତ ପ୍ରେମ ଆଉ ଏ ଦୁନିଆରେ ନାହିଁ । ସମସ୍ତେ ଏଠି ଛଳନା ଓ ପ୍ରତାରଣାର ଶିକାର । ହେଲେ ହୁଏ ତ ଏପରି ଭାବିବା ଭୁଲ । କାରଣ ଦୁନିଆରେ ଉଭୟ ଭଲ ଓ ଖରାପ୍ ଶ୍ରେଣୀର ଲୋକ ରହିଛନ୍ତି । ସମସ୍ତେ ଯେ ସ୍ବାର୍ଥବାଦୀ … Read more