ଏମିତି ବି ଆସେ ମୃତ୍ୟୁ! ପ୍ରେମିକା ସହିତ ଖରାପ ସମ୍ୱନ୍ଧ କଲା ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ, ଜାଣନ୍ତୁ ପୂରା ଘଟଣା
ବୁଢା ବୟସରେ ପରକୀୟା ପ୍ରୀତି ପଡ଼ିଲା ମହଙ୍ଗା। ପ୍ରେମିକା ସହିତ ଶା-ରୀ-ରିକ ସମ୍ପର୍କ ରଖୁଥିବା ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ। ସବୁଠାରୁ ବଡ଼ କଥା ହେଉଛି ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ଶବଟିକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। କର୍ଣ୍ଣାଟକ ସ୍ଥିତ ବେଙ୍ଗାଲୁରୁ ଠାରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ବ୍ୟକ୍ତିଙ୍କ ନାମ ବାଲା ସୁବ୍ରମଣ୍ୟମ୍ ହୋଇଥିବା ବେଳେ ଘରେ କାମ କରୁଥିବା ୩୫ ବର୍ଷୀୟା ଜଣେ ମହିଳାଙ୍କ ସହିତ ତାଙ୍କର ଅ-ବୈଧ … Read more