ହାଇକୋର୍ଟ ଦେଲେ ବଡ଼ ନିଷ୍ପତ୍ତି! ପାର୍ଟନର ସହିତ ଶାରୀରିକ ସମ୍ପର୍କ ନ ରଖିବା ଅଟେ ମାନସିକ ନିର୍ଯ୍ୟାତନା, ଜାଣନ୍ତୁ ପୂରା ଖବର
ବିବାହ ପରେ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ଏକ ପ୍ରକାର ମାନସିକ ନିର୍ଯ୍ୟାତନା ଅଟେ । ଏଭଳି ପରିସ୍ଥିତିରେ ଦମ୍ପତ୍ତିଙ୍କ ମଧ୍ୟରେ ଛାଡ଼ପତ୍ର ଦିଆଯାଇପାରିବ । ଏଭଳି ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ଆଲ୍ଲାହବାଦ ହାଇକୋର୍ଟ । ଆବେଦନକାରୀଙ୍କୁ ଏହି ମାମଲାରେ ଛାଡ଼ପତ୍ର ଦିଆଯିବା ପାଇଁ ଅନୁମତି ମିଳିଛି । ଏହି ମାମଲା ମୁତାବକ ୧୯୭୯ ମସିହାରେ ରବୀନ୍ଦ୍ର ପ୍ରତାପ ଯାଦବ ନାମକ ଜଣେ ବ୍ୟକ୍ତିଙ୍କର ଆଶା ଦେବୀଙ୍କ ସହିତ ବିବାହ ହୋଇଥିଲା … Read more