ନବରାତ୍ରୀରେ ଅଖଣ୍ଡ ଦୀପ ଜାଳିବାର ରହିଛି ଭିନ୍ନ ମହତ୍ତ୍ୱ, ଅଖଣ୍ଡ ଦୀପ ଜାଳିବା ବେଳେ କରନ୍ତୁନି ଏହିସବୁ ଭୁଲ୍, ଜାଣନ୍ତୁ ନିୟମ
ପାଳିତ ହେଉଛି ନବରାତ୍ରି। ଅନ୍ୟ ପର୍ବ ପର୍ବାଣୀ ଅପେକ୍ଷା ନବରାତ୍ରିର ଏକ ବିଶେଷ ମହତ୍ତ୍ଵ ରହିଥାଏ। ନବରାତ୍ରିଟି ଅତି ନିଷ୍ଠା ଓ ଶ୍ରଦ୍ଧାର ସହିତ ପାଳିତ ହୋଇଥାଏ। ମାଆଙ୍କର ଶକ୍ତି ଓ ଆଶୀର୍ବାଦକୁ ନେଇ ଭକ୍ତ ମାନଙ୍କର ପ୍ରଗାଢ଼ ବିଶ୍ୱାସ ରହିଥାଏ। ଏହି ନବରାତ୍ରିରେ ଏକ ବିଶେଷ ବ୍ୟବସ୍ଥା ହେଉଛି ଅଖଣ୍ଡ ଦୀପ ଜାଳିବା। ଅଖଣ୍ଡ ଦୀପ ବିନା ମାଆଙ୍କ ପୂଜା ସମ୍ପୂର୍ଣ ଅଧୁରା ହୋଇଥାଏ। ନବରାତ୍ରି ସମୟରେ ଅଖଣ୍ଡ ଦୀପ ଜାଳିବାର ଏକ ବିଶେଷ ପରମ୍ପରା … Read more