ସବୁ ମନସ୍କାମନା ପୂରଣ କରିଥାଏ ପୂଜା ଘରେ ବ୍ୟବହାର ହେଉଥିବା ଘଣ୍ଟି। ପୂଜା ସମୟରେ ଯେଉଁମାନେ ପ୍ରତିଦିନ ଘଣ୍ଟି ବଜାନ୍ତି ସେମାନେ ମଧ୍ୟ ଜାଣି ନଥିବେ ଏହି ରହସ୍ୟ।
ହିନ୍ଦୁ ଧର୍ମରେ, ଘଣ୍ଟି ବଜାଇବା ବିନା ପୂଜା ଅସଂପୂର୍ଣ୍ଣ। ଘରେ ହେଉ କିମ୍ବା ମନ୍ଦିରରେ ହେଉ, ପୂଜା ସମୟରେ ଘଣ୍ଟି ବଜାଯାଏ। ମନ୍ଦିରରେ ବଡ ଘଣ୍ଟି ସ୍ଥାପିତ ହୋଇଥିବାବେଳେ ଛୋଟ ଘଣ୍ଟି ପୂଜା ପାଇଁ ଘରେ ବ୍ୟବହୃତ ହୁଏ। ପୂଜାରେ ଘଣ୍ଟି ବଜାଇବା ମହତ୍ବପୂର୍ଣ। ଏହା ବ୍ୟତୀତ ଏହାର ବୈଜ୍ଞାନିକ ମହତ୍ବ ମଧ୍ୟ ରହିଛି। ବିଜ୍ଞାନ ଅନୁଯାୟୀ ଘଣ୍ଟିର ଶବ୍ଦ ଏବଂ ତରଙ୍ଗ ଆଖପାଖ ପରିବେଶରେ ସକରାତ୍ମକତା ବିସ୍ତାର କରେ। କିନ୍ତୁ ପ୍ରତିଦିନ ଘଣ୍ଟି ବଜାଉଥିବା ଲୋକମାନେ … Read more