ଶାରୀରିକ ସମନ୍ଧ ରଖିବା ଫଳରେ ଶରୀରରେ ଏହାର ପ୍ରଭାବ ନିଶ୍ଚିତ ଭାବରେ ପଡିଥାଏ । ଏକ ସର୍ଭେ ଅନୁସାରେ ସମୟ ସହିତ ନିୟମିତ ପ୍ରାବଧାନ ରେ ଶାରୀରିକ ସମ୍ପର୍କ ରଖିଲେ ଆମ ଶରୀରର ମୁଖ୍ୟ ଅଙ୍ଗ ହୃଦୟ ନିରୋଗ ରହେ ଏବଂ ମଣିଷକୁ ଭଲ ନିଦ ହୋଇଥାଏ ।
ଡକ୍ଟର ଙ୍କ କହିବା ଅନୁସାରେ ଶାରୀରିକ ସମ୍ପର୍କ ଦ୍ୱାରା ମହିଳାମାନେ ଅଧିକ ସୁନ୍ଦର୍ ଦଖା ଯାଆନ୍ତି, ମାତ୍ର କିଛି ଲୋକଙ୍କ କହିବା କଥା ଏହା ଦ୍ଵାରା ମହିଳାମାନେ ମୋଟି ହୋଇଯାଆନ୍ତି । କିନ୍ତୁ ସତ କଥା ହଉଚି ଶାରୀରିକ ସମ୍ପର୍କ ଦ୍ଵାରା ମହିଳାମାନେ ମୋଟି ହୁଅନ୍ତି ନାହିଁ ।
ହଁ କିଛି କ୍ଷେତ୍ରରେ ଦେଖାଯାଏ ଯେ ବାହାଘର ପରେ ମହିଳା ଓ ପୁରୁଷମାନଙ୍କ ଓଜନ ବଢ଼ିଯାଏ, କିନ୍ତୁ ଏହା ଶାରୀରିକ ସମ୍ପର୍କ ସହିତ କୋୖଣସି ପ୍ରକାର ସମ୍ବନ୍ଧ ନାହିଁ । ଶାରୀରିକ ସମ୍ପର୍କ ଦ୍ଵାରା ଅଧିକ ଭୋକ ଓ ନିଦ ଲାଗେ, ଏହା ଶରୀର ବୃଦ୍ଧି ହେବାର ଗୋଟେ କାରଣ ଅଟେ ।